Gk Questions & Answers- କୁହ ତ ସେ କିଏ ଯିଏ ତୁମ ମା’ଙ୍କର ମାମୁଁ , ତୁମ ବାପାଙ୍କର ବି ମାମୁଁ ଓ ତୁମର ବି ମାମୁଁ ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରବିୟୁରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ ।

ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ । ୧- ଭାରତର ସବୁଠାରୁ ଥଣ୍ଡା ଜିଲ୍ଲା କେଉଁଠି ଅଛି ?ଉତ୍ତର- ଶ୍ରୀନଗର ୨- ଭାରତର ସବୁଠାରୁ ଅଧିକ ବଣ ଥିବା ରାଜ୍ୟ କେଉଁଠାରେ ଅଛି ? ଉତ୍ତର- ମଧ୍ୟପ୍ରଦେଶ

୩- ବିଶ୍ଵର ସବୁଠାରୁ ବଡ ଦ୍ଵୀପ କାହାକୁ କୁହାଯାଏ ?

ଉତ୍ତର- ଗ୍ରୀନଲ୍ୟାଣ୍ଡ

୪- ଅଧିକ ବାସନା ହେଉଥିବା ସହର କାହାକୁ କୁହାଯାଏ ?

ଉତ୍ତର- କତ୍ରୋଜ

୫- ଯୋଜନା ଆୟୋଗ ସ୍ଥାପନ କେବେ ହୋଇଥିଲା ?

ଉତ୍ତର- ୧୯୫୦ ୧୫ ମାର୍ଚ୍ଚ

୬- ମୁମ୍ବାଇର ପୁରାତନ ନାଁ କଣ ଥିଲା ?

ଉତ୍ତର- ବମ୍ବେ

୭- ଚିନରେ ପହଞ୍ଚିଥିବା ପ୍ରଥମ ୟୂରୋପିୟନ କିଏ ଅଟନ୍ତି ?

ଉତ୍ତର- ମାର୍କୋପୋଲୋ

୮- କୋଚିନ ବନ୍ଦର କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର- କେରଳ

୯- ଭାରତ କେଉଁ ଗୋଲାର୍ଦ୍ଧରେ ସ୍ଥିତ ଅଟେ ?

ଉତ୍ତର- ଉତ୍ତର ଗୋଲାର୍ଦ୍ଧ

୧୦- ଦେଶରେ ସବୁଠାରୁ ଅଧିକ ସୁନା କେଉଁଠାରେ ଅଛି ?

ଉତ୍ତର- ଭାରତ

୧୧- ବିଶ୍ଵ ଶରଣାର୍ଥୀ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ଜୁନ ୨୦ରେ

୧୨- ଏସିଆର ସବୁଠାରୁ ବଡ ଦେଶ କିଏ ?

ଉତ୍ତର- ଚୀନ

୧୩- ଇଭିନିଙ୍ଗ ଷ୍ଟାର କେଉଁ ଗ୍ରହକୁ କୁହାଯାଏ ?

ଉତ୍ତର- ଶୁକ୍ର ଗ୍ରହ

୧୪- ଧଉଳିଗିରି ପର୍ବତର ଶିଖର କେଉଁଠାରେ ଅଛି ?

ଉତ୍ତର- ନେପାଳ

୧୫- ତମ୍ବାକୁର ଉତ୍ପାଦନ କେଉଁ ଦେଶରେ ଅଧିକ ହୋଇଥାଏ ?

ଉତ୍ତର- ଚୀନ

୧୬- ସୂତା ବସ୍ତ୍ରର ରାଜଧାନୀ କାହାକୁ କୁହାଯାଏ ?

ଉତ୍ତର-ମୁମ୍ବାଇ

୧୭- ସବୁଠାରୁ କଠିନ ପଦାର୍ଥ କଣ ଅଟେ ?

ଉତ୍ତର- ହୀରା

୧୮- ହରିଜନ ଶବ୍ଦ କିଏ ଦେଇଥିଲେ ?

ଉତ୍ତର- ମହାତ୍ମାଗାନ୍ଧୀ

୧୯- ଘାଟର ନଗର କାହାକୁ କୁହାଯାଏ ?

ଉତ୍ତର- ବାରାଣସି

୨୦- ପରମାଣୁ କିଏ ସନ୍ଧାନ କରିଥିଲେ ?

ଉତ୍ତର- ରଦର୍ଫୋଦ

୨୧- ପ୍ରଥମେ ନୋଟ ବନ୍ଦୀ କେଉଁଠାରେ ହୋଇଥିଲା ?

ଉତ୍ତର- ଧାନା

୨୨- ନାଲି ଗ୍ରହ କେଉଁ ଗ୍ରହକୁ କୁହାଯାଏ ?

ଉତ୍ତର- ମଙ୍ଗଳ ଗ୍ରହ

୨୩- ବାସ୍କେଟବଲରେ କେତେ ଜଣ ଖେଳାଳି ରହିଥାନ୍ତି ?

ଉତ୍ତର- ୫ଜଣ

୨୪- ମୁଦ୍ରାରାକ୍ଷସ କିଏ ରଚନା କରିଥିଲେ ?

ଉତ୍ତର- ବିଶାଖାଦତ୍ତ

୨୫- ବିଶ୍ବରେ ପ୍ରଥମ ରେଳଗାଡି କେବେ ଚାଲିଥିଲା ?

ଉତ୍ତର- ୧୮୨୫ରେ

୨୬- ସଂସାର ଛାତ କାହାକୁ କୁହାଯାଏ ?

ଉତ୍ତର- ପାମିରର ପଠା

୨୭- ଗଞ୍ଜା କାହା ପାଇଁ ହୋଇଥାଏ ?

ଉତ୍ତର- କବକ

୨୮- ସାପ ମାନଙ୍କର ଦେଶ କାହାକୁ କୁହାଯାଏ ?

ଉତ୍ତର- ବ୍ରାଜିଲ

୨୯- ଭାରତରେ ପ୍ରଥମ ସୂର୍ଯ୍ୟ କେଉଁଠାରେ ଦେଖାଯାଏ ?

ଉତ୍ତର- ଅରୁଣାଚଳ ପ୍ରଦେଶ

୩୦- ରାଜସ୍ଥାନର ସିମଳା କାହାକୁ କୁହାଯାଏ ?

ଉତ୍ତର- ମାଉଣ୍ଟଆବୁ

୩୧- ମୁଗଡାଲି କେଉଁ ପ୍ରକାରର ଫସଲ ହୋଇଥାଏ ?

ଉତ୍ତର- ଖରିଫ ଫସଲ

୩୨- କେଉଁ ଦେଶରେ ଅଧିକ କାର ରହିଛି ?

ଉତ୍ତର- ଆମେରିକା

୩୩- ଆପଣଙ୍କର ମା ଓ ବାପାଙ୍କର ମାମୁଁ ଲାଗନ୍ତି ଏବଂ ତୁମର ମାମୁଁଙ୍କର ମଧ୍ୟ ମାମୁଁ ଲାଗନ୍ତି ସେ କିଏ ?

ଉତ୍ତର- ଜହ୍ନ ମାମୁଁ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ