ସବୁଠୁ ଅଧିକ ମହଙ୍ଗା ଅଟେ Bollywood ର ଏହି 8 ଟି ଷ୍ଟାର କପଲ ଙ୍କ ବାହାଘରର କେକ, ନମ୍ବର 2 ଙ୍କ ବାହାଘର କେକ ର ଦାମ ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହେଇଯିବ

ବନ୍ଧୁଗଣ ବଲିଉଡ ର ଅଭିନେତା ଅଭିନେତ୍ରୀ ଛୋଟ ରୁ ଛୋଟ ଇଭେଣ୍ଟ କୁ ମଧ୍ୟ ବହୁତ ବଡ଼ ଆକାର ରେ ପାଳନ କରିଥାନ୍ତି । ଆଉ ଯେତେବେଳେ ତାଙ୍କ ବାହାଘର ର କଥା ଆସେ ସେତେବେଳେ ସେମାନେ ଛୋଟ ରୁ ଛୋଟ ଜିନିଷ ରେ ମଧ୍ୟ ଊଣା ଆଣିବାକୁ ଦିଅନ୍ତି ନାହିଁ । ସବୁ ଜିନିଷ ପୁରା ସଠିକ ହେବ ତାର ବେଶୀ ଧ୍ୟାନ ଦିଅନ୍ତି । ସେମାନଙ୍କ ବାହାଘର ମଣ୍ଡପ,ତାଙ୍କ ପୋଷାକ, ଏବଂ କାର୍ଡ ପର୍ଯ୍ୟନ୍ତ ସବୁ ମହଙ୍ଗା ଥାଏ । ଏବଂ ସବୁଠାରୁ ଅଧିକ ସେମାନେ ବାହାଘର କେକ୍ ଉପରେ ଖର୍ଚ୍ଚ କରିଥାନ୍ତି ।

ଏମିତି ବହୁତ ଜଣ ଅଭିନେତା ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ବାହାଘର ରେ ସବୁଠୁ ମହଙ୍ଗା କେକ୍ କାଟିଛନ୍ତି । ଆଜି ଆମେ ଆପଣଙ୍କୁ ସେହି କଳାକାର ମାନଙ୍କ ବିଷୟରେ ଆଲୋଚନା କରିବା ଯେଉଁ ମାନେ ନିଜ ବାହାଘର ରେ ସବୁଠାରୁ ମହଙ୍ଗା କେକ୍ କାଟିଛନ୍ତି ।

୧ – ପ୍ରଥମ ଯୋଡି ହେଉଛି ନିକ ଜୋନ୍ସ ଏବଂ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ଓ ନିକ ଙ୍କ ବାହାଘର ବଲିଉଡରେ ସବୁଠାରୁ ଚର୍ଚ୍ଚା ରେ ରହିଥିଲା ଏବଂ ଏବେ ମଧ୍ୟ ଅଛି । ସେମାନଙ୍କ ବାହାଘର ଯୋଧ ପୁର ରେ ହୋଇଥିଲା । ଏମାନେ ନିଜର ବାହାଘର ରେ ଅଠର ଫୁଟ ର କେକ୍ ବନେଇଥିଲେ । ଏବଂ ଏହି କେକ୍ ର ଦାମ ହେଉଛି ତିରିଶ ଲକ୍ଷ ଟଙ୍କା । ତାଙ୍କ ବାହାଘର ପରି ତାଙ୍କ କେକ୍ ମଧ୍ୟ ଚର୍ଚ୍ଚା ରେ ରହିଥିଲା ।

୨ – ଦ୍ୱିତୀୟ ଯୋଡି ହେଉଛି ଆକାଶ ଅମ୍ବାନୀ ଓ ଶୋଲକା ମେହେତା । ଆକାଶ ଭାରତ ର ସବୁଠୁ ବଡ଼ ବ୍ୟବସାୟୀ ମୁକେଶ ଅମ୍ବାନୀ ଙ୍କର ପୁଅ । ଅମ୍ବାନୀ ଘର ର ବାହାଘର ସବୁବେଳେ ଚର୍ଚ୍ଚା ରେ ରହିଥାଏ । ଆକାଶ ନିଜ ବାହାଘର ରେ ପଚାଶ ପାଉଣ୍ଡ କେକ୍ ବନେଇ ଥିଲେ । ଏବଂ ଏଥିରେ ଅଲଗା ରଙ୍ଗ ର ଫୁଲ ସଜା ଯାଇଥିଲା । ଏବଂ ଏହି କେକ୍ ର ଦାମ ହେଉଛି ଦେଢ କୋଟି ଟଙ୍କା ।

୩ – ତୃତୀୟ ଯୋଡି ହେଉଛି ଐଶ୍ୱର୍ଯ୍ୟା ରାୟ ଵଚନ ଓ ଅଭିଷେକ ଵଚନ । ଏମାନେ ୨୦୦୭ ରେ ବିବାହ କରିଥିଲେ । ଏବଂ ବଲିଉଡ ରେ ସବୁଠୁ ମହଙ୍ଗା ବିବାହ କୁହାଯାଏ । ଏମାନଙ୍କ କେକ୍ ର ଦାମ ହେଉଛି ଷାଠିଏ ଲକ୍ଷ ଟଙ୍କା ।

୪ – ଚତୁର୍ଥ ଯୋଡି ହେଉଛି ସାହିଦ କପୂର ଓ ମୀରା ରାଜପୁତ । ଏମାନେ ୨୦୧୭ ରେ ମୀରା ଙ୍କୁ ବିବାହ କରିଥିଲେ । ତାଙ୍କ ବାହାଘର କେକ୍ ବହୁତ ସାଧାରଣ ଥିଲା । କିନ୍ତୁ କେକ୍ ର ସାଇଡ ରେ ସୁନା ଚେନ ଲଗା ଯାଇଥିଲା । ଏବଂ ଏହି କେକ୍ ର ଦାମ ଥିଲା ପାଞ୍ଚ ଲକ୍ଷ ଟଙ୍କା ।

୫ – ପଞ୍ଚମ ଯୋଡି ହେଉଛି ଅର୍ପିତା ଖାନ ଓ ଆୟୁଷ ଶର୍ମା । ଅର୍ପିତା ବଲିଉଡ ର ପ୍ରସିଦ୍ଧ ଅଭିନେତା ସଲମାନ ଙ୍କ ଭଉଣୀ । ତାଙ୍କ ବିବାହ ରେ ବହୁତ ସୁନ୍ଦର ବ୍ୟବସ୍ଥା ମାନ କରାଯାଇଥିଲା । ତାଙ୍କ ବାହାଘର କେକ୍ ର ବର୍ଡର କୁ ସୁନାରେ ବନା ଯାଇଥିଲା । ଏହି କେକ୍ ର ଦାମ ସତୁରି ଲକ୍ଷ ଟଙ୍କା ।

୬ – ଷଷ୍ଠ ଯୋଡି ହେଉଛି ବିପାସା ବାସୁ ଓ କରଣ ସିଂହ ଗ୍ରୋଭର୍ । ଏହି ଯୋଡି ୨୦୧୬ ରେ ବିବାହ କରିଥିଲେ । ତାଙ୍କ ବାହାଘର କେକ୍ ରେ ହୀରା ର ମୁଦି ଲାଗିଥିଲା । ଏବଂ ଏହାକୁ ନିଜେ ବିପାସା ବନେଇଥିଲେ ଏବଂ କେକ୍ ର ଦାମ ହେଉଛି ପନ୍ଦର ଲକ୍ଷ ଟଙ୍କା ।

୭ – ସପ୍ତମ ଯୋଡି ହେଉଛି ସୋନମ କପୂର ଓ ଆନନ୍ଦ ଆହୁଜା । ସୋନମ ନିଜ ବାହାଘର ରେ ସବୁ ବହୁତ ଭଲ ଆୟୋଜନ କରିଥିଲେ । ତାଙ୍କ କେକ୍ ର ଦାମ ହେଉଛି ପଇଁତିରିଶ ଲକ୍ଷ ଟଙ୍କା । ଏବଂ କେକର ଓଜନ ମଧ୍ୟ ଅଧିକ ଥିଲା ।

୮ – ଅଷ୍ଟମ ଯୋଡି ହେଉଛି ବରୁଣ ଧାୱନ ଓ ନତାଶା ଦଲାଲ । ବରୁଣ ବଲିଉଡ ର ପରିଚିତ ଓ ଲୋକ ପ୍ରିୟ ଅଭିନେତା । ଏମାନେ ଅଲ୍ଲିବାଗ ଠାରେ ବିବାହ କରିଥିଲେ । ତାଙ୍କ ବାହାଘର ଏକ ରାଜକୀୟ ଭଳି ହୋଇଥିଲା । ତାଙ୍କ ବାହାଘର କେକ୍ ବହୁତ ସୁନ୍ଦର ଥିଲା ଏବଂ ଏହି କେକ୍ ର ଦାମ ପଚିଶ ଲକ୍ଷ ଟଙ୍କା ।