Gk Questions & Answers- ଏମିତି କେଉଁ ଜିନିଷ ଯାହାକୁ ଥରେ ପିନ୍ଧିବା ପରେ ଓଲ୍ହାଇ ପାରିବେ ନାହିଁ ? ବୁଦ୍ଧିମାନ ଯିଏ ଉତ୍ତର ଦିଅନ୍ତୁ

ଜ୍ଞାନ ଆମକୁ ବିନୟୀ, ଭଦ୍ର, ନର୍ମ ଓ ଚରିତ୍ର ଗଠନରେ ସାହାଯ୍ୟ କରେ । ଦୟା ଭାବ ଆମ ମନରେ ଜାଗ୍ରତ କରେ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା । ସାଧାରଣ ଜ୍ଞାନର ଏହି ଭଳି ଅଧ୍ୟାୟର ଅଭିବୃଦ୍ଧି କରାଇଲେ ସମସ୍ତ ପାଠକଙ୍କର ମେଧା ଶକ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ଅନେକ ଜ୍ଞାନ ଭଣ୍ଡାରର ବିଷୟରେ ଅବଗତ ହେବେ । ସେ ନିଜର ଏବଂ ଅନ୍ୟମାନଙ୍କର ଜ୍ଞାନ ବୃଦ୍ଧିରେ ସହାୟକ ହେବ । ଜଣେ ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ହିତ ସାଧନ କରିଥାନ୍ତି । ସେ ସମାଜର ଏବଂ ପ୍ରତ୍ୟେକ ବକ୍ତି ବିଶେଷର ଅନେକ ଉନ୍ନତି ସାଧନ କରନ୍ତି ।

ଜ୍ଞାନ ଏକ ଅଦ୍ଭୁତ ଭଣ୍ଡାର । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି । ଏହା ଆପଣଙ୍କୁ ଜ୍ଞାନ ବଢେଇବାର ସହାୟକ ହେବ । ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା ଭୁଲିଯାଆନ୍ତି । ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବା ନ ବୁଝିବା ଯାଏଁ ପଚାରି ପ୍ରଗତି ପଥ କୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ । ଏହା ଆମେ ପିମ୍ପୁଡ଼ି ଗଳ୍ପରୁ ଶିକ୍ଷା ଲାଭ କରିଆସିଛୁ ।

୧ – କେଉଁ ପକ୍ଷୀ କେବେ ମଧ୍ୟ ନିଜର ବସା ତିଆରି କରି ନ ଥାଏ ?

ଉତ୍ତର – କୋଇଲି

୨ – ଭାରତରେ ସବୁଠାରୁ ବେଶୀ ଚନ୍ଦନ କାଠ କେଉଁଠାରେ ମିଳିଥାଏ ?

ଉତ୍ତର – କର୍ଣ୍ଣାଟକ

୩ – ବିଶ୍ୱର ପ୍ରଥମ କ୍ୟାସଲେସ ଦେଶ କେଉଁଟି ଅଟେ ?

ଉତ୍ତର – ସ୍ଵିଡେନ

୪ – ନୀଳ ଆନ୍ଦୋଳନ କେଉଁଠାରେ ହୋଇଥିଲା ?

ଉତ୍ତର – ବଙ୍ଗଳା

୫ – ଦୁନିଆର ସବୁଠାରୁ ବଡ଼ ମନ୍ଦିରର ନାମ କଣ ?

ଉତ୍ତର – କାମ୍ବୋଡିଆ

୬ – ଭାରତର ସବୁଠାରୁ ଶିକ୍ଷିତ ଜିଲ୍ଲାର ନାମ କଣ ?

ଉତ୍ତର – ଏରଣାକୁଳମ

୭ – ପୃଥିବୀର ନିମ୍ନରେ ଥିବା କଠିନ ଭାଗ କୁ କଣ କୁହାଯାଏ ?

ଉତ୍ତର – ଚଟାଣ

୮ – ଜିଏସଟି ଲାଗୁ କରିଥିବା ପ୍ରଥମ ଦେଶର ନାମ କଣ ?

ଉତ୍ତର – ଫ୍ରାନ୍ସ

୯ – ହ୍ରଦର ସହର କାହାକୁ କୁହାଯାଏ ?

ଉତ୍ତର – ଶ୍ରୀ ନଗର

୧୦ – ବନ୍ଦେ ମାତାରମ ସ୍ଲୋଗାନ କିଏ ଦେଇଥିଲେ ?

ଉତ୍ତର – ବାଙ୍କୀମ ଚନ୍ଦ୍ର ଚାଟାର୍ଜୀ

୧୧ – ବିଶ୍ୱର ସବୁଠାରୁ ବଡ଼ ମରୁଭୂମିର ନାମ କଣ ?

ଉତ୍ତର – ସାହାରା ମରୁଭୂମି

୧୨ – ଇଣ୍ଟରନେଟର ସବୁଠାରୁ ପ୍ରଥମ ବ୍ୟବହାର କିଏ କରିଥିଲା ?

ଉତ୍ତର – ଆମେରିକା

୧୩ – ମନୁଷ୍ୟର ମସ୍ତିଷ୍କର ଓଜନ କେତେ ଗ୍ରାମ ହୋଇଥାଏ ?

ଉତ୍ତର – ୧୩୫୦ ଗ୍ରାମ

୧୪ – ଭାରତର ସବୁଠାରୁ ବଡ଼ ମେଡ଼ିକାଲ କେଉଁଠାରେ ଅବସ୍ଥିତ ?

ଉତ୍ତର – ନୂଆ ଦିଲ୍ଲୀ

୧୫ – ତାହା କେଉଁ ଟେବୁଲ ଅଟେ ଯାହାକୁ ଆମେ ଖାଇଥାଉ ?

ଉତ୍ତର – ଭେଜିଟେବୁଲ

୧୬ – ମୃତକ ଘାଟି କେଉଁଠାରେ ଅବସ୍ଥିତ ?

ଉତ୍ତର – କାରଲୀଫର୍ନିଆ

୧୭ – ସବୁଠାରୁ ବେଶୀ ମାଟିର ଘର କେଉଁଠାରେ ଅବସ୍ଥିତ ?

ଉତ୍ତର – ଭାରତରେ

୧୮ – କେଉଁ ପ୍ରାଣୀ ସପ୍ତାହ ପର୍ଯ୍ୟନ୍ତ ପାଣି ନ ପିଇ ବଂଚିପାରେ ?

ଉତ୍ତର – ଓଟ

୧୯ – ଭାରତର ହଲିଉଡ଼ କେଉଁ ସହର କୁ କୁହାଯାଏ ?

ଉତ୍ତର – ମୁମ୍ବାଇ

୨୦ – କେଉଁ ଦେଶରେ ବିଲେଇ ମାନଙ୍କର ପୂଜା କରାଯାଇଥାଏ ?

ଉତ୍ତର – ଇଜିପ୍ଟ

୨୧ – କେଉଁ ଦେଶର ଲୋକ ସବୁଠାରୁ କମ ଭ୍ରମଣ କରିଥାନ୍ତି ?

ଉତ୍ତର – ପାକିସ୍ତାନ

୨୨ – କେଉଁ ରଙ୍ଗରୁ ବ୍ଲଡ଼ ପ୍ରେସର ବଢ଼ିଥାଏ ?

ଉତ୍ତର – ଲାଲରଙ୍ଗ

୨୩ – ଧାତୁ ମାନଙ୍କର ରାଜା କାହାକୁ କୁହାଯାଏ ?

ଉତ୍ତର – ସୁନା

୨୪ – ମାଉଣ୍ଟ ଏଭରେଷ୍ଟ କେଉଁ ଦେଶରେ ଅବସ୍ଥିତ ?

ଉତ୍ତର – ନେପାଳ

୨୫ – ଦକ୍ଷିଣ ଆମେରିକାର ସବୁଠାରୁ ବଡ଼ ନଦୀର ନାମ କଣ ?

ଉତ୍ତର – ଆମାଜନ ନଦୀ

୨୬ – ଦୁନିଆର ସବୁଠାରୁ ବଡ଼ ଦେଶର ନାମ କଣ ?

ଉତ୍ତର – ଋଷିଆ

୨୭ – ଏମିତି କେଉଁ ଜିନିଷ ଅଛି ଯାହାକୁ ଥରେ ପିନ୍ଧିବା ପରେ ଓଲ୍ହାଇ ହେବ ନାହିଁ ?

ଉତ୍ତର – କଫନ

୨୮ – କେଉଁ ଦେଶରେରାତିରେ ଚାଷ କରାଯାଇଥାଏ ?

ଉତ୍ତର – ନରୱେ