ଏହା ଅଟେ ଇତିହାସର ୧୪ଟି ସବୁଠୁ ଦୁର୍ଲଭ ଫଟୋ, ଆଗରୁ କେବେ ବି ଦେଖି ନଥିବେ ଏହି ସବୁ ଫୋଟୋ

ଇତିହାସ ବିଷୟରେ ପାଖାପାଖି ସମସ୍ତେ ଜାଣିଛନ୍ତି । ଆଜିକାଲି ଯୁବକ ମାନେ ଇତିହାସ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହ ଦେଖାଉଛନ୍ତି । ପିଲାବେଳେ ଜେଜେମା ଆମମାନଙ୍କୁ ପ୍ରାୟତଃ ଇତିହାସ ସମ୍ବନ୍ଧିତ କାହାଣୀ କହୁଥିଲେ । ସେମାନେ କହୁଥିଲେ କି ସେହି ସମୟରେ ଦେଶକୁ ସ୍ଵତନ୍ତ୍ର କରିବା ପାଇଁ ଲୋକମାନେ ହସି ହସି ନିଜର ଜୀବନକୁ ଉତ୍ସର୍ଗ କରି ଦେଉଥିଲେ ।

ଇତିହାସରେ ଆଜି ବି ଏମିତି ବହୁତ କଥା ଅଛି ଯାହାକୁ ଆମେ ଆଗରୁ କେବେ ଦେଖି ନାହୁଁ ଏବଂ ଶୁଣି ବି ନାହୁଁ ସେଗୁଡିକ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଏ । ମ୍ୟୁଜିୟମ ଯାଇ ଲୋକମାନେ ଇତିହାସର ଭିନ୍ନ ଭିନ୍ନ କଥା ଗୁଡିକ ବିଷୟରେ ଜାଣିଥାନ୍ତି । ଆଜି ଆମେ ଆପଣଙ୍କ ପାଇଁ ଇତିହାସ ସମ୍ବନ୍ଧିତ କିଛି ଏମିତି ଦୁର୍ଲଭ ଫଟୋ ଆଣିଛୁ ଯାହାକୁ ଆପଣ ଆଗରୁ କେବ ବି ଦେଖି ନଥିବେ । ଆମେ ଆଶା କରୁଛୁ ଆପଣ ମାନଙ୍କୁ ଏହି ଫଟୋ ଗୁଡିକ ନିଶ୍ଚିତ ପସନ୍ଦ ଆସିବ ।

ସୋନିୟା ଗାନ୍ଧୀ ତାଙ୍କ ପୁଅ ଓ ଝିଅ ସହିତ

ସଂଗୀତକାର ଏ ଆର ରହମାନ ନିଜର ପରିବାବର ସହିତ

କମଲ ହାସନ ଏବଂ ରଜନୀକାନ୍ତ

ମହାତ୍ମା ଗାନ୍ଧୀ ଟ୍ରେନରୁ ଓଲାହୁଛନ୍ତି

ରାଜୀବ ଗାନ୍ଧୀ ଏବଂ ସୋନିୟା ଗାନ୍ଧୀ

ମହାନ କ୍ରିକେଟର ରାହୁଲ ଦ୍ରାବିଡ 

ମଦର ଟେରେସା

ବାହାଘର ସମୟରେ ରାଜୀବ ଗାନ୍ଧୀ ଏବଂ ସୋନିୟା ଗାନ୍ଧୀ

ମନମୋହନ ସିଂହ ନିଜର ପରିବାର ସହିତ

ଇନ୍ଧିରା ଗାନ୍ଧୀ ଏବଂ ଫିରୋଜ ଗାନ୍ଧୀ

୧୯୩୦ରେ ରବୀନ୍ଦ୍ରନାଥ ଟ୍ୟାଗୋର ଏବଂ ଆଲବର୍ଟ ଆଇନ୍ସଟାଇନ

ପିଲାବେଳ ସମୟରେ ନରେନ୍ଦ୍ର ମୋଦୀ

ଯୁବାବସ୍ଥାରେ ନରେନ୍ଦ୍ର ମୋଦୀ

ମାମତା ବନର୍ଜି

ବନ୍ଧୁମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟକିଲ ପସନ୍ଦ ଆସିଥିବ, ପସନ୍ଦ ଆସିଥିଲେ ଲାଇକ ଏବଂ ଶେୟାର କରିବାକୁ ଭୁଲିବେ ନାହିଁ ।