Kareena ଙ୍କ ପୁଅ ଜନ୍ମ ହେବାର ଶୁଭେଚ୍ଛା ଜଣାଇ Bollywood ଷ୍ଟାର ମାନେ ଦେଲେ ଏହି ସବୁ ଦାମୀ ଗିଫ୍ଟ, ଅଜା Randhir Kapoor ଦେଲେ ସବୁଠୁ ଅଧିକ ଦାମୀ ଗିଫ୍ଟ

ବର୍ତ୍ତମାନ ସେହି ଖୁସିର ସମୟ ଆସି ଯାଇଛି ଯାହାକୁ ସମସ୍ତେ ଅପେକ୍ଷା କରିଥିଲେ । କହିବାକୁ ଗଲେ ସୈଫ ଅଲୀ ଖ଼ାନ ଓ କରିନା କପୁରଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ନେଇଛି । ଏହି ଖୁସି ଭରା ସମୟରେ କରିନା କପୁରଙ୍କ ପୁଅକୁ ବଲୀଉଡର କିଛି ଷ୍ଟାରମାନେ ମହଙ୍ଗା ମହଙ୍ଗା ଉପହାର ଦେଇଛନ୍ତି । ଆଜି ଆମେ ଆପଣଙ୍କୁ ସୈଫ ଅଲୀ ଖ଼ାନ ଓ କରିନା କପୁରଙ୍କ ଦ୍ଵିତୀୟ ସନ୍ତାନଙ୍କୁ ମିଳିଥିବା ଉପହାର ବିଷୟରେ କହିବୁ ।

ସୈଫ ଅଲୀ ଖ଼ାନ

ସୈଫ ଅଲୀ ଖ଼ାନ ନିଜର ପୁଅର ଜନ୍ମ ହେବା ପରେ ନିଜର ଦୁଇଟି ରୁମକୁ ନୂଆ ରୂପ ଦେଇଛନ୍ତି । ଯେଉଁଥିରୁ ସେ ଗୋଟିଏ ରୁମ ପୁଅର ଶୋଇବା ପାଇଁ ଓ ଆଉ ଗୋଟିଏ ରୁମକୁ ପୁଅର ଖେଳିବା ପାଇଁ ସଜାଇଛନ୍ତି ।

କରିନା କପୁର

ମା ହେବାର ଖୁସିରେ କରିନା କପୁର ନିଜର ପୁଅକୁ କୌଣସି ବି ପ୍ରକାରର ଉପହାର ଦେଇ ନାହାନ୍ତି । କିନ୍ତୁ ନିଜ ପୁଅର ଜନ୍ମ ହେବା ପରେ ସେ ମୁମ୍ବାଇର କିଛି ଗରିବ ଲୋକମାନଙ୍କୁ ମିଠା ଓ ମାଗଣାରେ ଖାଇବାକୁ ବି ଦେଇଛନ୍ତି ।

 

ଅକ୍ଷୟ କୁମାର

ଅକ୍ଷୟ ଓ କରିନା ଦୁଇ ଜଣ ବହୁତ ଫିଲ୍ମରେ ଏକାଠି କାମ କରିସାରିଛନ୍ତି । ଅକ୍ଷୟ କୁମାର କରିନା କପୁରଙ୍କୁ ଏହି ଖୁସିର ମୂହୁର୍ତ୍ତରେ ଶୁଭେଚ୍ଛା ଦେଲେ ଓ ତାଙ୍କୁ ଏକ ମହଙ୍ଗା ପିଆନୋ ମଧ୍ୟ ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ୨ ଲକ୍ଷ ଟଙ୍କା ଅଟେ ।

ସାରା ଅଲି ଖାନ

ସାରା ଅଲି ଖାନ ନିଜର ପିତା ସୈଫ ଅଲୀ ଖ଼ାନ ଓ ସାବତ ମା କରିନା କପୁରଙ୍କ ପୁଅକୁ ଏକ କଣ୍ଢେଇ ଉପହାରରେ ଦେଇଛନ୍ତି । ଯାହାର ମୂଲ୍ୟ ୪ ଲକ୍ଷ ଟଙ୍କା ଅଟେ ଓ ଏହି କଣ୍ଢେଇକୁ ସାରା ଆମେରିକାରୁ ଅନ୍ଲାଇନରେ ମଗାଇ ଥିଲେ ।

ସୋନାମ କପୁର

କରିନା କପୁର ଓ ସୋନାମ କପୁର ପରସ୍ପରର ବହୁତ ପାଖାପାଖି ଅଟନ୍ତି । ସୋନାମ କରିନାଙ୍କ ପୁଅ ପାଇଁ ନୂଆ ନୂଆ ଡ୍ରେସ ପଠାଇଛନ୍ତି । ଯାହାର ମୂଲ୍ୟ ୫୦ ହଜାର ଟଙ୍କା ଅଟେ ।

କରିଶ୍ମା କପୁର

କରିଶ୍ମା କପୁର କରିନା କପୁରଙ୍କ ପୁଅକୁ ଗୋଟିଏ ଝୁଲାନ୍ତ ଚେୟାର ଉପହାରରେ ଦେଇଛନ୍ତି ଓ ଏହା ସହିତ ଗୋଟିଏ ଛୋଟ ଗାଡି ବି ଦେଇଛନ୍ତି । ଯାହାର ମୂଲ୍ୟ ୬ ଲକ୍ଷ ଟଙ୍କା ଅଟେ ।

ଶାହରୁଖ ଖାନ

ଶାହରୁଖ ଖାନ ଏହି ଖୁସି ମୂହୁର୍ତ୍ତରେ ବହୁତ ଶୁଭେଚ୍ଛା ଦେବା ସହିତ କରିନାଙ୍କ ପୁଅକୁ କିଛି କଣ୍ଢେଇ ଉପହାରରେ ଦେଇଛନ୍ତି । ଯାହାର ମୂଲ୍ୟ ୩ ଲକ୍ଷ ଟଙ୍କା ଅଟେ ।

ଆମିର ଖାନ

ପୁଅ ଜନ୍ମ ହେବା ଖୁସିରେ ଆମିର ଖାନ କରିନାଙ୍କୁ ବହୁତ ଶୁଭେଛା ଦେବା ସହିତ ଗୋଟିଏ ମିଠା ପ୍ୟାକେଟ ଓ ଫୁଲ ପଠାଇଛନ୍ତି ।

ସଲମାନ ଖାନ

ସଲମାନ ଖାନ କରିନାଙ୍କ ପୁଅକୁ ଗୋଟିଏ ଦାମୀ ଛୋଟ ପିଲାଙ୍କର ବାଇକ ଉପହାରରେ ଦେଇଛନ୍ତି । ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ଅଟେ ।

ରଣଧୀର କପୁର

ଅଜା ହେବାର ଖୁସିରେ ରଣଧୀର କପୁର ନିଜର ନାତିକୁ ଉପହାରରେ ହୀରାରେ ତିଆରି ଏକ ଟୟ ହାଉସ ଦେଇଛନ୍ତି । ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା ଅଟେ ।

ବବିତା କପୁର

ଆଈ ହେବା ଖୁସିରେ ବାବିତା ନିଜର ନାତିକୁ ଗୋଟିଏ ଡାଇମଣ୍ଡରେ ତିଆରି ଚେନ ଉପହାରରେ ଦେଇଛନ୍ତି । ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା ଅଟେ ।

ଆଲିୟା ଭଟ୍ଟ

ଆଲିୟା ଭଟ୍ଟ କରିନାଙ୍କ ପୁଅକୁ କିଛି ନୂଆ ଡ୍ରେସ ଓ ଏକ ବଥଟବ ଗିଫ୍ଟ କରିଛନ୍ତି । ଯାହାର ମୂଲ୍ୟ ୬ ଲକ୍ଷ ଟଙ୍କା ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।