‘ପ୍ରଥମ ଥର ପାଇଁ ବହୁତ ଖରାପ ଦେଖା ଯାଉଛ’, Aishwarya Rai ଙ୍କ Look କୁ ଦେଖି ରାଗିଗଲେ ଲୋକ, ବେବୀ ବମ୍ପ କୁ ନେଇ ବି କରିଲେ ଟ୍ରୋଲିଂ, କହିଲେ ଏମିତି…

ମିସ ୱାର୍ଲ୍ଡ ତାଜ ନିଜ ନାମରେ କରି ସାରିଥବା ଐଶ୍ଵର୍ଜ୍ୟା ରାୟ ବଚ୍ଚନଙ୍କ ସୁନ୍ଦରତାର ସମସ୍ତେ ଦିୱାନା । ଯେବେ ମଧ୍ୟ ସୁନ୍ଦରତାର ମିଶାଲ ଦିଆଯାଏ ଐଶ୍ଵର୍ଜ୍ୟାଙ୍କ ନାମ ନେଇଥାନ୍ତି ଲୋକେ । ବର୍ତ୍ତମାନ ୪୭ ବର୍ଷର ହୋଇ ଯାଇଥିଲେ ମଧ୍ୟ ସେ ନିଜକୁ ଖୁବ ଫିଟ୍ ରଖିଛନ୍ତି । ସେ ଫିଲ୍ମରେ କାମ କରିବା ବନ୍ଦ କରି ଦେଇଥିଲେ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ ପ୍ରାୟତଃ ସେ ଚର୍ଚ୍ଚାରେ ରୁହନ୍ତି । ଫିଲ୍ମ ନକଲେ ମଧ୍ୟ ଐଶ୍ଵର୍ଜ୍ୟା ବ୍ରାଣ୍ଡ ପ୍ରମୋଶନ ଓ ଇଭେଣ୍ଟ ମାନଙ୍କରେ ଖୁବ ଆଗରେ ଅଛନ୍ତି ।

ବର୍ତ୍ତମାନ ସେ ପ୍ୟାରିସର ଏକ ଫ୍ୟାଶନ ଶୋ’ Le Defile L’Oreal Paris 2021 Womenswear Spring/Summer 2022 ରେ ସାମିଲ ହେବାକୁ ଯାଇଛନ୍ତି । ସେଠାରେ ଏକ ବିଦେଶୀ ବ୍ରାଣ୍ଡକୁ ପ୍ରମୋଶନ କରିବା ସହ ସେ ରାମ୍ପ ୱାକ ମଧ୍ୟ କରିଛନ୍ତି । ଐଶ୍ଵର୍ଜ୍ୟାଙ୍କ ରାମ୍ପ ୱାକର ଭିଡିଓ ଓ ଫଟୋ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଖାସକରି ତାଙ୍କ ହ୍ଵାଇଟ ଆଉଟଫିଟ୍ ଖୁବ ଚର୍ଚ୍ଚାର ବିଷୟ ସାଜିଛି । ଏହି ଡ୍ରେସରେ ଐଶ୍ଵର୍ଜ୍ୟା ବହୁତ ଗ୍ରେସଫୁଲ୍ ଲାଗୁଛନ୍ତି ।

କିନ୍ତୁ କିଛି ଲୋକଙ୍କୁ ତାଙ୍କ ଲୁକ ଆଉ ମେକଅଫ କିଛି ଖାସ ପସନ୍ଦ ହେଉନାହିଁ ଓ ଏହାକୁ ନେଇ ସେମାନେ ନେ-ଗେ-ଟି-ଭ କ-ମେ-ଣ୍ଟ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି ‘ଐଶ୍ଵର୍ଜ୍ୟା ପ୍ରଥମ ଥର ପାଇଁ ଅସୁନ୍ଦର ଲାଗୁଛନ୍ତି ।’ ଆଉ ଜଣେ ୟୁଜର ଲେଖିଛନ୍ତି ‘ବେବି ବମ୍ପ କୁଆଡେ ଗଲା ?’ ସେମିତି ଆଉ ଜଣେ କମେଣ୍ଟ କରିଛନ୍ତି ‘ଐଶ୍ଵର୍ଜ୍ୟାଙ୍କ ଓଜନ ଏତେ କେମିତି ବଢିଗଲା ?’ ଏହାସହ ଆଉ କିଛି ଐଶ୍ଵର୍ଜ୍ୟା ଅସୁନ୍ଦର ଦେଖାଯିବାର କାରଣ ତାଙ୍କ ମେକଅଫ ଏବଂ ଆଉଟଫିଟ୍ ବୋଲି ଦୋ-ଷ ଦେଉଛନ୍ତି ।

କିଛି ଲୋକ ଐଶ୍ଵର୍ଜ୍ୟାଙ୍କ ଆଙ୍ଗୁଳିକୁ ଦେଖି ମଧ୍ୟ କନଫ୍ଯୁଜ ହେଉଛନ୍ତି । ତେବେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଐଶ୍ଵର୍ଜ୍ୟା ସ୍ଵାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ସହ ପ୍ୟାରିସ ଯାଇଛନ୍ତି । କିଛି ଦିନ ପୂର୍ବରୁ ସେମାନଙ୍କୁ ଏୟାରପୋର୍ଟରେ ଏକାଠି ସ୍ପଟ କରାଯାଇ ଥିଲା । କରୋନା କାଳରେ ଐଶ୍ଵର୍ଜ୍ୟା ପରିବାର ସହ କୁଆଡେ ମଧ୍ୟ ଯାଇ ନଥିଲେ । ସେଥିପାଇଁ ପୁରା ଦୁଇ ବର୍ଷ ପରେ ପରିବାର ସହ ଇଣ୍ଟରନ୍ୟାସନାଲ ଟ୍ରିପରେ ଯାଇଛନ୍ତି ।

ସେଠାରେ ଫ୍ୟାଶନ ଶୋ’ରେ ଭାଗ ନେଇ ସେ ରୋଜଗାର କଲେ ଓ ପରିବାର ସହ ଛୁଟି ମଧ୍ୟ ମନେଇଲେ । ଏହା ପୂର୍ବରୁ ଜୟା ବଚ୍ଚନଙ୍କୁ ଛାଡି ବଚ୍ଚନ ପରିବାରର ସମସ୍ତେ କରୋନାରେ ସଂକ୍ରମିତ ହୋଇଥିଲେ । ଆପଣଙ୍କୁ ଐଶ୍ଵର୍ଜ୍ୟାଙ୍କ ଲୁକ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।