ଡୋନଲ୍ଡ ଟ୍ରମ୍ପ, ସଚିନ ଓ ଅଫରୀଦୀଙ୍କ ମଧ୍ୟରୁ କାହାର ଝିଅ ସବୁଠୁ ସୁନ୍ଦର, ନମ୍ବର ୨କୁ ଦେଖିବେ ତ ହେଇଯିବେ ଖୁସି

କହିବାକୁ ଗଲେ ବର୍ତ୍ତମାନ ସମୟରେ ସମସ୍ତେ ସୋସିଆଲ ମିଡିଆ ସହ ଯୋଡି ହୋଇ ଯାଇଛନ୍ତି । ସୋସିଆଲ ମିଡିଆ ଏକ ଏମିତି ପ୍ଲାଟଫର୍ମ ଅଟେ ଯେଉଁଠି ଆପଣ ନିଜ ପ୍ରତିଭା ମାଧ୍ୟମରେ ବହୁତ ଜଲ୍ଦି ଫେମସ ହୋଇ ପାରିବେ । କହିବାକୁ ଗଲେ ବର୍ତ୍ତମାନ ସମୟରେ ଆପଣ ଯଦି କାହା ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ସୋସିଆଲ ମିଡିଆ ଆପଣଙ୍କୁ ଏଥିରେ ବହୁତ ସାହାର୍ଯ୍ୟ କରିଥାଏ । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଡୋନଲ୍ଡ ଟ୍ରମ୍ପ, ସଚିନ ଓ ଅଫରୀଦୀଙ୍କ ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ଏମାନେ ନିଜ ନିଜ କ୍ଷେତ୍ରରେ ବହୁତ ହିଁ ପରିଚିତ ବ୍ୟକ୍ତିତ୍ଵ ଅଟନ୍ତି ।

୧. ଡୋନଲ୍ଡ ଟ୍ରମ୍ପଙ୍କ ଝିଅ

ଡୋନଲ୍ଡ ଟ୍ରମ୍ପଙ୍କ ଝିଅଙ୍କ ନାମ ଇବାଂକା ଟ୍ରମ୍ପ ଅଟେ । ଯିଏ ସାରା ବିଶ୍ଵରେ ଫେମସ  ଅଟନ୍ତି । ଇବାଂକା ଟ୍ରମ୍ପ ବହୁତ ହିଁ ସୁନ୍ଦର ଅଟନ୍ତି ଓ ସୁନ୍ଦରତାର ସହ ସେ ଏକ ପ୍ରସିଦ୍ଧ ଆମେରିକା ବ୍ୟବସାୟୀ ବି ଅଟନ୍ତି । ଏହା ଛଡା ସେ ଟ୍ରମ୍ପ ସମୂହ ର କାର୍ଯ୍ୟକାରୀ ଉପାଧ୍ୟକ୍ଷ ବି ଅଟନ୍ତି ।

୨. ସଚିନ ତେନ୍ଦୁଲକରଙ୍କ ଝିଅ

ଲୋକପ୍ରିୟ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅର ନାମ ସାରା ତେନ୍ଦୁଲକର ଅଟେ । ୨୨ ବର୍ଷୀୟ ସାରା ବହୁତ ହିଁ ସୁନ୍ଦର ଅଟନ୍ତି । ସାରାଙ୍କ ଶିକ୍ଷା ୟୁନିଭର୍ସିଟୀ କଲେଜ ଲଣ୍ଡନ ଓ ଧୀରୂଭାଈ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ହୋଇଛି । ଏହା ଛଡା ସେ ସୋସିଆଲ ମିଡିଆରେ ବି ବହୁତ ଲୋକପ୍ରିୟ ଅଟନ୍ତି ।

୩. ଶାହିଦ ଅଫରୀଦୀ

ପାକିସ୍ତାନୀ ଟିମର ବିସ୍ଫୋଟକ ବ୍ୟାଟ୍ସମ୍ୟାନ ଶାହିଦ ଅଫରୀଦୀଙ୍କ ଝିଅର ନାମ ଅକ୍ସା ଅଫରୀଦୀ ଅଟେ । ଅକ୍ସାଙ୍କ ବିଷୟରେ ଅଧିକ କିଛି ଜଣା ନାହିଁ । କିନ୍ତୁ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କର ଫଟୋ ଭାଇରାଲ ହୋଇଥାଏ । କିଛି ଫଟୋରେ ସେ ନିଜର ପିତାଙ୍କୁ ଚୀୟର୍ସ କରୁଥିବାର ନଜର ବି ଆସନ୍ତି । ଅକ୍ସା ବହୁତ ହିଁ ସୁନ୍ଦର ନଜର ଆସନ୍ତି ।