ଆଜିର ରାଶିଫଳ, 24 ଫେବୃୟାରୀ 2020, ସୋମବାର, ମହାଦେବ ଙ୍କ କୃପା ଆଉ ଗ୍ରହ ପରିବର୍ତ୍ତନ ହେଇ ଏହି ୪ ରାଶିର ଭାଗ୍ୟ ବଦଳିଯିବ

ଆମ ଜୀବନରେ ରାଶି ମାନଙ୍କର ବହୁତ ମହତ୍ଵ ରହିଛି । ରାଶି ଦ୍ଵାରା ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଜାଣି ହେବ । ଗ୍ରହ ଗୋଚର ଓ ନକ୍ଷେତ୍ରର ଚାଲ ଅନୁଯାଇ ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ମାନଙ୍କର ଚାଲ ସବୁବେଳେ ପରିବର୍ତ୍ତନ ହୋଇଥାଏ, ସେଥିପାଇଁ ମଣିଷର ଦୈନିକ ଜୀବନରେ ଦୁଖ ଓ ସୁଖର ପରିବର୍ତ୍ତନ ଆସିଥାଏ । ଆଜିଆମେ ଆପଣଙ୍କୁ ଆପଣଙ୍କ ରାଶିଫଳ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ ।

ମେଷ ରାଶି-

ଆଜି ଆପଣ ବ୍ୟସ୍ତତା ହେତୁ ନିଜ ଘର କାମ ଉପେରେ ଧ୍ୟାନ ଦେଇପାରିବେ ନାହିଁ । ସନ୍ତାନ ସୁଖ ପ୍ରାପ୍ତ ହେବା ସମ୍ଭବ ଅଛି । ଯଦି ଆପଣ କାହାଠାରୁ ଉଧାର ନେଉଛନ୍ତି, ତେବେ ଉଧାର ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନିଅନ୍ତୁ । ବ୍ୟକ୍ତିଗତ ସମ୍ବନ୍ଧ ମଧୁର ହେବ । ପୂର୍ବ କିଛି ସମୟରେ ହେଉଥିବା ସମସ୍ଯାର ଅନ୍ତ ହେବ । ଧନ ଲାଭ ହେବାର ଅବସର ମିଳିବ । ଉତ୍ସାହର କାର୍ଯ୍ୟ କରିଲେ ଲାଭ ମିଳିବ ।

ବୃଷ ରାଶି-

ଆଜି ଆପଣ ନିଜ କାର୍ଯ୍ୟ ସହ ସମ୍ବନ୍ଧିତ କୌଣସି ଯାତ୍ରାରେ ଯାଇ ପାରନ୍ତି । ଆଜି ଅଧିକ କାର୍ଯ୍ୟ ହେତୁ ଆପଣ ନିଜ ଜୀବନ ସାଥିକୁ ସମୟ ଦେଇପାରିବେ ନାହିଁ । ଆଜି ଆପଣ ନିଜ ମିତ୍ର ମାନଙ୍କ ସହ ମଧ୍ୟ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କ ପ୍ରିୟ ଆଜି ରୋମାଣ୍ଟିକ ମୁଡରେ ଥିବେ । ଆପଣଙ୍କ ଯାତ୍ରା ସଫଳ ହେବ । ଆଜିର ଦିନଟି ଆପଣଙ୍କ ପାଇଁ ଆରାମ ଦାୟକ ହୋଇପାରେ । ଆପଣ ନିଜ କାରିୟର ପାଇଁ ଆଜି କିଛି ନୂଆ ଯୋଜନା କରିପାରିବେ ।

ମିଥୁନ ରାଶି-

ଆଜି ଆପଣଙ୍କୁ ନିଜ ବ୍ୟବସାୟରେ ସଫଳତା ମିଳିବ । ବିଦେଶୀ ସମ୍ବନ୍ଧରୁ ଲାଭ ମିଳିବାର ସମ୍ଭାବନା ରହିଛି । ଆପଣଙ୍କ ବ୍ୟକ୍ତିଗତ ଜୀବନରେ ସୁଧାର ଆସିବ । ଆଜି ଆପଣଙ୍କ ଆର୍ଥିକ ସ୍ଥିତି ଅନୁକୂଳ ପରିସ୍ଥିତିରେ ରହିବ । ଆପଣଙ୍କୁ ନିଜ କଷ୍ଟରି ଭଲ ଫଳ ମିଳିବ । ଆଜି ଆପଣ ନିଜ କାର୍ଯ୍ୟ ପାଇଁ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣ ନିଜର ସକାରାତ୍ମକ ଚିନ୍ତା ଧାରା ଅନୁଯାଇ ନିଜ ସମସ୍ଯାକୁ ଦୂର କରିପାରିବେ ।

କର୍କଟ ରାଶି-

ଖରାପ ଅଭ୍ଯାସକୁ ଛାଡିବା ପାଇଁ ଆଜିର ଦିନ ବହୁତ ଭଲ ରହିବ । ଆୟ ଓ ବ୍ୟୟର ସନ୍ତୁଳନ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ ଜୀବନରେ ଚାଲିରହିଥିବା ସମସ୍ଯା ଗୁଡିକର ଅନ୍ତ ହେବ । ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଗତି ବିଧିରେ ଭରିଯିବ । ଆପଣ ନିଜ ମିତ୍ର ମାନଙ୍କ ସହ ବହୁତ ମଜା କରିବେ । ଆଜି ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିବ, ଯାହାଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ ।

ସିଂହ ରାଶି-

ଲମ୍ବା ଅବଧିର ଆର୍ଥିକ ଯୋଜନା ପାଇଁ ଆଜିର ଦିନ ଅନୁକୂଳ ଅଛି । ଆଜି ଆପଣ ନିଜ ଜୀବନ ସାଥି ସହ ସୁଖ ପ୍ରାପ୍ତି କରିବେ । ହେଲେ ଆଜି ଆପଣ କୌଣସି ଲୋକ ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ । ଆଜି ଆପଣ ନିଜ ପରିବାର ଲୋକଙ୍କ ସହ କୌଣସି ସାମାଜିକ ସମାରୋହରେ ଯାଇପାରନ୍ତି । ଆଜିର ଦିନ ସବୁ କ୍ଷେତ୍ର ପାଇଁ ଲାଭ ଦାୟକ ଅଛି । କାର୍ଯ୍ୟ ପ୍ରଣାଳୀରେ ସୁଧାର ଆସିବ । ହେଲେ ପରିବାରର ସ୍ଵାସ୍ଥ୍ୟକୁ ନେଉ ଚିନ୍ତିତ ରହିପାରନ୍ତି ।

କନ୍ୟା ରାଶି-

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଆପଣ ନିଜ ବ୍ୟକ୍ତିଗତ ଜୀବନରେ ଅନ୍ୟ କାହାକୁ ସ୍ଥାନ ଦିଅନ୍ତୁ ନାହିଁ । ଏହି ସମୟରେ ଆପଣ କୌଣସି ସ୍ଥାନରେ ନିବେଶ କରିପାରନ୍ତି, ଏହା ଭବିଷ୍ୟତରେ ବହୁତ ଲାଭ ଦାୟକ ରହିବ । ଆଜି ଆପଣଙ୍କୁ ଧନ ଲାଭ ହେବାର ଯୋଗ ରହିଛି । ଆପଣ ନିଜ କାର୍ଯ୍ୟର ଭଲ ପରିଣାମ ପାଇବେ । ଚାକିରି ଓ କାରିୟର କ୍ଷେତ୍ରରେ ଭାଗ୍ୟର ପୁରା ସହାୟତା ମିଳିବ ।

ତୁଳା ରାଶି-

ଆଜି ଆପଣଙ୍କ କାର୍ଯ୍ୟ ଅଧୁରା ରହିପାରେ । ପୁରୁଣା କଥା ପାଇଁ କୌଣସି ମତଭେଦ କରନ୍ତୁ ନାହିଁ, କାରଣ ଏହାର ପରିଣାମ ବହୁତ ଖରାପ ହେବ । ନିଜ ଜୀବନ ସାଥି ଉପରେ ସନ୍ଦେହ କରନ୍ତୁ ନାହିଁ, ଏହା ଦ୍ଵାରା ଘର ପରିବାରରେ ବିବାଦ ସୃଷ୍ଠୀ ହେବ । ଲମ୍ବା ସମୟ ପର୍ଯ୍ୟନ୍ତ ରହିଥିବା ବିବାଦର ଆଜି ଅନ୍ତ ହୋଇପାରେ ଓ ଏହା ସହିତ ଆୟର ନୂଆ ସ୍ରୋତ ସ୍ଥାପିତ ହେବ ।

ବିଛା ରାଶି-

ଆଜି ଆପଣ ନିଜ କାର୍ଯ୍ୟକୁ ସଫଳତା ପୂର୍ବକ ପୂରଣ କରିବେ । ଯଦି ଆପଣ କୌଣସି ସ୍ଥାନରେ ନିବେଶ କରିବା ପାଇଁ ଚାହୁଁଛନ୍ତି, ତେବେ ଆଜିର ଦିନ ବହୁତ ଭଲ ରହିବ । ଯେଉଁ ଲୋକମାନେ ନିଜ କାରିୟର ସମ୍ବନ୍ଧରେ ଚିନ୍ତା କରୁଛନ୍ତି, ସେମାନଙ୍କ ପାଇଁ ଆଜି ଠାରୁ ନିଜ କାରିୟର ଆରମ୍ଭ କରିବା ପାଇଁ ଭଲ ଅବସର ଅଛି । ଆଜି ଆପଣ ପାରିବାରିକ ଦାଇତ୍ଵରେ ବ୍ୟସ୍ତ ରହିବେ ।

ଧନୁ ରାଶି-

ଆଜି ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣ ଆଜି ଆତ୍ମବିଶ୍ଵାସରେ ଭର ପୁର ରହିବେ । ହେଲେ ଆଜି କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ । ଆଜି ଆପଣ ନିଜ କାର୍ଯ୍ୟରେ ହୋଇଥିବା ଭୁଲ ଗୁଡିକୁ ସୁଧାରିବା ପାଇଁ ଚେଷ୍ଟା କରିବେ । ଆପଣ ନିଜ ଜୀବନ ସାଥି ସହ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଯାଇପାରନ୍ତି ।

ମକର ରାଶି-

ଆଜି ଆପଣଙ୍କୁ ହଠାତ ଧନ ଲାଭ ହେବାର ଯୋଗ ରହିଛି । ଖରାପ ଲୋକମାନଙ୍କ ଠାରୁ ଦୂରରେ ରୁହନ୍ତୁ । ପରିବାରର ସଦସ୍ୟ ମାନେ ଆପଣଙ୍କୁ ସହାୟତା କରିବେ । ଆପଣଙ୍କ ଉପରେ ମାତା ପିତାଙ୍କ ଆଶୀର୍ବାଦ ରହିବ । ବ୍ୟାପାର କରୁଥିବା ଲୋକମାନେ ଆଜି କୌଣସି ସ୍ଥାନରେ ଯାତ୍ରା କରିପାରନ୍ତି । ହେଲେ ହି ଯାତ୍ରା ତାଙ୍କ ପାଇଁ ଲାଭ ଦାୟକ ରହିବ । ଆଜି ଆପଣ କୌଣସି ସ୍ଥାନରେ ନିବେଶ କରିବାରୁ ବଞ୍ଚନ୍ତୁ, କାରଣ ଏହା ଭବିଷ୍ୟତରେ ଆପଣଙ୍କୁ ବହୁତ ସମସ୍ଯା ଦେଇପାରେ ।

କୁମ୍ଭ ରାଶି-

ଆଜି ଆପଣଙ୍କ କାର୍ଯ୍ୟ ଅଧୁରା ରହିପାରେ । ପୁରୁଣା କଥା ପାଇଁ କୌଣସି ମତଭେଦ କରନ୍ତୁ ନାହିଁ, କାରଣ ଏହାର ପରିଣାମ ବହୁତ ଖରାପ ହେବ । ନିଜ ଜୀବନ ସାଥି ଉପରେ ସନ୍ଦେହ କରନ୍ତୁ ନାହିଁ, ଏହା ଦ୍ଵାରା ଘର ପରିବାରରେ ବିବାଦ ସୃଷ୍ଠୀ ହେବ । ଲମ୍ବା ସମୟ ପର୍ଯ୍ୟନ୍ତ ରହିଥିବା ବିବାଦର ଆଜି ଅନ୍ତ ହୋଇପାରେ ଓ ଏହା ସହିତ ଆଜି ଆୟର ନୂଆ ସ୍ରୋତ ସ୍ଥାପିତ ହେବ ।

ମୀନ ରାଶି-

ଆଜି ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଛୋଟ ସମସ୍ଯା ପାଇଁ ଆପଣ ଅଧିକ ଚିନ୍ତା କରିବେ । ଆପଣଙ୍କ ନିଷ୍ପତ୍ତି ପାଇଁ ଯେମିତି ଅନ୍ୟ କାହାକୁ ଦୁଖ ନହୁଏ, ଏହାର ବିଶେଷ ଧ୍ୟାନ ରଖିବେ । ଆଜି ଆପଣଙ୍କର ବିଶେଷ ଧ୍ୟାନ ସାଙ୍ଗ ମାନଙ୍କ ଉପରେ ରହିବ । କୋର୍ଟ କଚେରୀର ଚକର କାଟି ପାରନ୍ତି । ଆଜିର ଦିନରେ ଆପଣଙ୍କ ସବୁ ଭୁଲ ଧାରଣା ଦୂର ହୋଇଯିବ ।