ଫ୍ଲପ ହେବା ପରେବି କେମିତି କୋଟି କୋଟି ଟଙ୍କା କମାଉଛନ୍ତି bollywood ର ଏହି 5 ହିରୋଇନ

ବଲିଉଡ ଇଣ୍ଡଷ୍ଟ୍ରି ରେ ସମସ୍ତେ ବହୁତ ସ୍ବପ୍ନ ଦେଖିକି ଆସିଥାନ୍ତି କି ସେମାନେ ବଲିଉଡ ରେ ସବୁଠାରୁ ଭଲ ଆକ୍ଟର ଏବଂ ଆକ୍ଟରେସ ହେବେ ଏବଂ ବହୁତ ଆଗକୁ ବଢିବେ କିନ୍ତୁ କିଛି ଜଣ ଆଗକୁ ବଢ଼ିଥାନ୍ତି ଆଊ କିଛି ଜଣ ଆଗକୁ ବଢନ୍ତି ନାହିଁ । ବଲିଉଡ ଇଣ୍ଡଷ୍ଟ୍ରି ରେ କାମ ନକରି ମଧ୍ୟ ଲୋକ ବହୁତ ପଇସା ରୋଜଗାର କରିଥାନ୍ତି ଆଊ ବହୁତ ପପୁଲାର ହୋଇଥାନ୍ତି । କିନ୍ତୁ ସେ ପଇସା କେଉଁଠାରୁ ଆସିଥାଏ ଆଜି ଆମେ ଆପଣଙ୍କୁ କହିବୁ । ଚାଲନ୍ତୁ ଜାଣିବା ।

ଅମିସା ପଟେଲ

ଅମିସା ବହୁତ ସମୟ ଧରି ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି । ଆଊ ତାଙ୍କର ଶେଷ ଫିଲ୍ମ ମଧ୍ୟ ଫ୍ଲପ ହୋଇଥିଲା । ବର୍ତମାନ ଅମିସା ଙ୍କ ପାଖରେ କୌଣସି କାମ ରହିନାହିଁ ଆଊ ସେ ଇଭନ୍ତ ରେ ଦେଖାଯାଉଚନ୍ତି ତେବେ ତାଙ୍କ ପାଖରେ ପଇସା ଆସୁଛି କୋଉଠୁ । ତେବେ ଅମିସା ଙ୍କ ପରିବାର ବହୁତ ଧନୀ ଅଟେ ଆଊ ତାଙ୍କ ପାଖରେ ବହୁତ ପ୍ରପର୍ଟି ରହିଛି ।

ଏଲି ଅଭରମ

ଅଲି ନିଜର ଆକ୍ଟିଂ କ୍ୟାରିୟର ମୀକି ଭାଇରସ ରୁ ଆରମ୍ଭ କରିଥିଲେ ଆଊ ପରେ ସେ କିଛି ଛୋଟ ଛୋଟ ରୋଲ କରିଥିଲେ । ତାପରେ ସେ ବିଗ ବଷ ରେ ମଧ୍ୟ କାମ କରିଥିଲେ । କିନ୍ତୁ ବଲିଉଡ କ୍ୟାରିୟର ତାଙ୍କର ଭଲ ରହିନାହିଁ, ହେଲେ ସେ ଭଲ ପଇସା ରୋଜଗାର କରୁଛନ୍ତି । କାରଣ ସେ ଗୋଟେ ଇଭେଣ୍ଟ କୁ ଯିବ ପାଇଁ ୫ ଲକ୍ଷ ଟଙ୍କା ନେଇଥାନ୍ତି । ଆଊ ପର୍ଫମ କରିବା ପାଇଁ ସେ ୧୦ ଲକ୍ଷ ଟଙ୍କା ନେଇଥାନ୍ତି ।

ଗୋହର ଖାନ

ଗୋହାର ଖାନ ମଡେଲ ହେବ ସହ ବହୁତ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି । ତାଙ୍କୁ ବେଶୀ ଲୋକ ଜାଣିଲେ ବିଗବଷ ୭ ରୁ କିନ୍ତୁ ତାଙ୍କୁ ବେଶି କାମ ମିଳିନାହିଁ । ଗୋଟେ ଇଭେଣ୍ଟ ପାଇଁ ସେ ୬ ଲକ୍ଷ ଟଙ୍କା ନେଇଥାନ୍ତି ଆଊ ପର୍ଫର୍ମ କରିବାକୁ ୧୩ ଲକ୍ଷ ଟଙ୍କା ନେଇଥାନ୍ତି । ଏମିତିରେ ହିଁ ତାଙ୍କ ପାଖକୁ ଆସୁଚି ପଇସା ।

ଶ୍ରେୟା ଶରନ

ଏହି ଅଭିନେତ୍ରୀ ଫିଲ୍ମ ଦୃଷ୍ୟମ୍ ରେ ଦେଖା ଦେଇଥିଲେ । ଫିଲ୍ମ ଦୃଷ୍ୟମ୍ ବହୁତ ହିଟ ହୋଇଥିଲା । ଏହି ଅଭିନେତ୍ରୀ ବଲିଉଡ ରେ କାମ କରିଛନ୍ତି କିନ୍ତୁ ବେଶି କାମ ସଉଥ ଇଣ୍ଡଷ୍ଟ୍ରି ରେ କରିଛନ୍ତି । ବଲିଉଡ ରେ ନିଜର ସ୍ଥାନ କରି ପାରିନଥିଲେ ଏହି ଅଭିନେତ୍ରୀ କିନ୍ତୁ ସାଉଥ ଇଣ୍ଡଷ୍ଟ୍ରି ର ଟିପ ୧୦ ଭିତରେ ରହିଛନ୍ତି । ଗୋଟେ ଇଭେଣ୍ଟ ପାଇଁ ୧୦ ଲକ୍ଷ ଟଙ୍କା ନେଇଥାନ୍ତି ।

ନେହା ଧୂପିଆ

ନେହା ନିଜର ବଲିଉଡ କ୍ୟାରିୟର ଆରମ୍ଭରେ ବହୁତ ଭଲ ଭଲ କାମ କରିଛନ୍ତି କିନ୍ତୁ ଧୀରେ ଧୀରେ ସେ ତଳକୁ ଖସି ଥିଲେ । ବର୍ତମାନ ରେ ରୋଡିଜ ରେ କାମ କରିଛନ୍ତି । ନେହା ଇଭେଣ୍ଟ କୁ ଯିବାପାଇଁ ୧୨ ଲକ୍ଷ ଟଙ୍କା ନେଇଥାନ୍ତି ।

ଏମିତି ପଇସା ରୋଜଗାର କରୁଛନ୍ତି ଏହି ଫ୍ଲପ ବଲିଉଡ ଅଭିନେତ୍ରୀ ଏମାନଙ୍କ ଭିତରୁ ଆପଣଙ୍କ ପ୍ରିୟ ଅଭିନେତ୍ରୀ କିଏ କମ୍ମେନ୍ଟ ରେ ଲେଖନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।