ଦେଖନ୍ତୁ ବଲିଉଡ କପଲ୍ସଙ୍କର କ୍ୟୁଟ ପିଲାମାନେ କାହା ଭଳି ହୋଇଛନ୍ତି, ନିଜ ମା ନା ବାପାଙ୍କ ପରି, ଐଶ୍ଵର୍ୟା ଙ୍କ ଝିଅ ତ ପୁରାପୁରି ଦେଖାଯାଉଛି…

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଏବେ କୁନି କୁନି ପିଲାମାନଙ୍କର ଯତ୍ନ ନେବାରେ ଲାଗିଛି । ଆରାଧ୍ୟା ବଚ୍ଚନ, ଅବରାମ ଖାନ ଓ ନିତାରା କୁମାରଙ୍କ ପରେ ଆଉ ଦୁଇଟି କୁନି କୁଣିହାଁ ବଲିଉଡ କୁ ଜଏନ କରିଛନ୍ତି । ବଲିଉଡ ଷ୍ଟାରମାନେ ନିଜ ପିଲାମାନଙ୍କର ଫୋଟୋ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ଅପ୍ଲୋଡ କରୁଛନ୍ତି । ଏମିତିରେ ବଲିଉଡ ଷ୍ଟାରଙ୍କ ସହିତ ତାଙ୍କ ପିଲା ମାନଙ୍କର ଚେହେରା କେତେ ମିଶୁଚି ଏହା ଆପଣ ଜାଣିବାକୁ ଚାହୁଁଛନ୍ତି । ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କେଉଁ ଷ୍ଟାର କିଡ୍ସଙ୍କ ଚେହେରା କାହା ସହିତ ମିଶୁଚି, ମମିଙ୍କ ସହିତ ବା ପାପାଙ୍କ ସହିତ ।

ତେମୁର ଅଲି ଖାନ-କରିନା କପୁର ଖାନ

ବଲିଉଡ ର ନବାବ ଖାନ ଶେଫ ଓ କପୁର ଖାନଦାନ ର ସୁନ୍ଦରୀ ଗେଲ୍ହି କରିନା କପୁରଙ୍କ ପୁଅ ତେମୁର ଅଲି ଖାନ ବଲିଉଡ ର ସବୁଠୁ କୁନି କୁଣିହାଁ ଅଟନ୍ତି । ଯିଏ ସମସ୍ତଙ୍କ ନୟନ ତାରା ହୋଇ ସାରିଛନ୍ତି । ଯିଏ ଜନ୍ମ ରୁ ହିଁ ନବାବ ଅଟନ୍ତି, ସେ ମମି କରିନାଙ୍କର କାର୍ବନ କପି ଅଟନ୍ତି । କରିନାଙ୍କର କହିବା କଥା କି ସେ ମମି ପାପା ଦୁଇ ଜଣଙ୍କ ଭଳି ହୋଇଛି ।

ମିଶା କପୁର-ସାହିଦ କପୁର

ଦୁନିଆରେ ସବୁ ପିତାଙ୍କ ଭଳି ସାହିଦ କପୁର ବି ନିଜ ଝିଅ ମିଶାଙ୍କର ବହୁତ ଧ୍ୟାନ ରଖିଥାନ୍ତି । ସେ କିଛି ମାସ ପର୍ଯ୍ୟନ୍ତ ମିଶାଙ୍କ ଚେହେରା ଦୁନିଆଠୁ ଲୁଚାଇ ରଖିଲେ । ସାହିଦ ମିଶାଙ୍କ ଏକ କ୍ୟୁଟ ଫୋଟୋ ଅପ୍ଲୋଡ କରିଛନ୍ତି । ମିଶା ବିଲକୁଲ ନିଜ ପାପା ସାହିଦ ପରି ହୋଇଛନ୍ତି । ମିଶା ସାହିଦ ଓ ମୀରାଙ୍କର କପି ଅଟେ । ଯଦି ଆପଣ ସାହିଦଙ୍କର ପିଲା ଦିନର ଫୋଟୋ ଦେଖିବେ ତ ସବୁ ବୁଝିଯିବେ ।

ନିତାରା କୁମାର- ଅକ୍ଷୟ କୁମାର

ବଲିଉଡ ର ସୁପର ଷ୍ଟାର ଆକ୍ଟର ଅକ୍ଷୟ କୁମାର ଓ ତାଙ୍କ ପତ୍ନୀ ଟ୍ଵିଙ୍କଲ ଖାନ୍ନା ନିଜ ଝିଅ ତିନାରାଙ୍କୁ ସବୁବେଳେ ମିଡିଆ ଠାରୁ ଦୂରେଇ ରଖନ୍ତି । ଅକ୍ଷୟ ଚାହାଁନ୍ତି ନାହିଁ କି ତାଙ୍କ ଝିଅ ମିଡିଆ ସାମ୍ନା ରେ ଆସୁ । ଏବେ କିଛି ଦିନ ତଳେ ଗୋଟିଏ ଏୟାରପୋର୍ଟ ରେ ତିନାରାଙ୍କର କିଛି ଫୋଟୋ କ୍ଲିକ ହୋଇଛି ଯେଉଁଠି ସେ ତାଙ୍କ ମମି ପାପାଙ୍କ ସହିତ ନଜର ଆସିଥିଲେ । ତିନାରା ବିଲକୁଲ ତାଙ୍କ ପାପାଙ୍କ ଭଳି ଦେଖାଯାଉଛନ୍ତି ।

ଅବରାମ ଖାନ – ଶାହରୁଖ ଖାନ

କିଙ୍ଗ ଖାନ ଶାହରୁଖଙ୍କ ପୁଅ ଅବରାମ ଖାନ ବଲିଉଡ ଷ୍ଟାର କିଡ ରକଷ୍ଟାର ଅଟନ୍ତି । ଅବରାମ ସବୁବେଳେ ପାପା ଶାହରୁଖ ଙ୍କ ସହିତ ନଜର ଆସିଥାନ୍ତି । ଅବରାମ ପାପା ଶାହରୁଖଙ୍କର କମଜୋରି ଅଟନ୍ତି ଓ ତାଙ୍କର ଅତି ଗେଲ୍ହା ଅଟନ୍ତି । ପାପା ଓ ଅବରାମ ଦୁଇ ଜଣ ଖୋଲା ବାଳରେ କାହାର ବି ହୃଦୟ ଚୋରାଇ ପାରନ୍ତି ।

ପୋଷ୍ଟଟି ଭଲ ଲାଗିଲେ ସେୟର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।