ପରସ୍ପରକୁ ବହୁତ ଘୃଣା କରନ୍ତି Bollywood ର ଏହି 8 ଜଣ Actress, ଜଣେ ତ କହି ଦେଇଥିଲା “କାଲୀ ବିଲ୍ଲୀ”

ବନ୍ଧୁଗଣ ଆମ ନୀତି ଦିନର ଜୀବନରେ କିଛି ଲୋକ ଥାଆନ୍ତି ଯେଉଁମାନେ ସବୁବେଳେ ଆମର ସାଥ ଦେଇଥାନ୍ତି ଓ ଆମକୁ ସପୋର୍ଟ କରିଥାନ୍ତି ଆଉ କିଛି ଲୋକ ଥାଆନ୍ତି ଯେଉଁମାନେ ଆମର ଉନ୍ନତି ଦେଖି ବିଲକୁଲ ସହ୍ୟ କରି ପାରନ୍ତି ନାହିଁ । ସେମାନେ ସବୁବେଳେ ଆମର ଖରାପ ଚିନ୍ତା କରିଥାନ୍ତି । ଆପଣଙ୍କର ବି ସେହିପରି କିଛି ବନ୍ଧୁ ଓ କିଛି ମିତ୍ର ମଧ୍ୟ ଥିବେ । ଯଦି ଆମେ ବଲିଉଡ କଥା କହିବା ତ ଏଠାରେ ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପରସ୍ପରର ପକ୍କା ଶତୃ ଅଟନ୍ତି ଓ ଏମାନେ ପରସ୍ପରର ମୁହଁ ଦେଖିବାକୁ ଚାହାନ୍ତି ନାହିଁ । ଏମାନେ ପରସ୍ପରକୁ ଈର୍ଷା ମଧ୍ୟ କରନ୍ତି । ଆଜି ଆମେ ଆପଣଙ୍କୁ ସେହିପରି କିଛି ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

କଟ୍ରିନା କେଫ ଓ ପ୍ରିୟଙ୍କା ଚୋପଡା-

 

ଗୋଟେ ସମୟରେ କାଟ୍ରିନା ଓ ପ୍ରିୟାଙ୍କା ସୋଷ୍ଟପ୍ପର ହେବାକୁ ଚାହୁଁଥିଲେ । ହେଲେ ସୋଷ୍ଟପ୍ପର ପାଇଁ କାଟ୍ରିନାଙ୍କୁ ବଛା ଯାଇଥିଲା, ସେତେବେଳେ ପ୍ରିୟଙ୍କା କହିଥିଲେ ସେ ନିଜ ମହାନତା ପାଇଁ ପଛଘୁଞ୍ଚା ଦେଇଦେଲେ । କଟ୍ରିନା ଏହାର ଉତ୍ତର ଦେଇ କହିଥିଲେ ଯେ, ଏହା ତାଙ୍କର ଯୋଗ୍ୟତା ଅନୁସାରେ ତାଙ୍କୁ ମିଳିଛି ନା କି ପ୍ରିୟଙ୍କାଙ୍କର ମହାନତା ପାଇଁ, ସେବେଠାରୁ ଏହି ଦୁଇଜଣ ପରସ୍ପରକୁ ଘୃଣା କରୁଛନ୍ତି ।

ଐଶ୍ଵର୍ୟ୍ୟା ରାୟ ଓ ରାନୀ ମୁଖାର୍ଜୀ-

ପ୍ରଥମେ ଅଭିଷେକ ରାନୀଙ୍କ ସହ ପ୍ରେମ ବିବାହ କରିବାକୁ ଚାହୁଁଥିଲେ, ହେଲେ ଅଭିଷେକଙ୍କ ସହ ଐଶ୍ଵର୍ଯ୍ୟଙ୍କ ବିବାହ ହୋଇଥିଲା । ସେବେଠାରୁ ଐଶ୍ଵର୍ଯ୍ୟ ଓ ରାନୀ ପରସ୍ପରକୁ ଘୃଣା କରନ୍ତି । କେହି କାହାର ମୁହଁ ଦେଖିବାକୁ ବି ପସନ୍ଦ କରନ୍ତି ନାହିଁ ।

ଦୀପିକା ପାଦୁକୋନ ଓ କାଟ୍ରିନା କୈଫ-

ଯେତେବେଳେ ବଲିଉଡ ଅଭିନେତା ରଣବିର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ପରସ୍ପରକୁ ପ୍ରେମ କରୁଥିଲେ, ସେତେବେଳେ ସେମାନଙ୍କ ଚର୍ଚା ସୋସିଆଲ ମିଡିଆରେ ବହୁତ ହେଉଥିଲା । ହେଲେ ଦୀପିକାଙ୍କୁ କ୍ରୋଧ ସେତେବେଳେ ଆସିଲା ଯେତେବେଳେ ସେ ଜାଣିଲେ ରଣବିର କାଟ୍ରିନାଙ୍କ ପାଇଁ ତାଙ୍କୁ ଧୋକା ଦେଉଛନ୍ତି । ସେବେଠାରୁ ଦୀପିକା ଓ କାଟ୍ରିନା ପରସ୍ପରକୁ ଘୃଣା କରୁଛନ୍ତି ।

ଐଶ୍ଵର୍ୟ୍ୟା ରାୟ ଓ ସୋନମ କପୁର-

ସୋନମ କପୁର ଐଶ୍ଵର୍ଯ୍ୟ ରାୟଙ୍କୁ ଆଣ୍ଟି କହିଥିଲେ, କାରଣ ଐଶ୍ଵର୍ଯ୍ୟ ସୋନମଙ୍କ ବାପା ଅନିଲ କପୁରଙ୍କ ସହ ଫିଲ୍ମ କରିଥିଲେ ଓ ବର୍ତ୍ତମାନ ସେ ବୁଢୀ ମଧ୍ୟ ହୋଇଗଲେଣି । ଏହାପରେ ଐଶ୍ଵର୍ଯ୍ୟ ଓ ସୋନମଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଥିଲା । ହେଲେ ପରେ ସୋନମ ନିଜ ଭୁଲ ପାଇଁ କ୍ଷମା ମାଗିଥିଲେ । ଏହା ପରଠୁ ଏହି ଦୁଇଜଣ ପରସ୍ପରକୁ ଘୃଣା କରୁଛନ୍ତି ।

କରିନା କପୁର ଓ ବିପାଶା ବାସୁ-

ଏହି ଦୁଇଜଣ ଅଭିନେତ୍ରୀ ‘ଅଜନବି’ ଫିଲ୍ମରେ ଏକା ସହ କାମ କରିଠୁଇଲେ । ଶୁଟିଙ୍ଗ ସମୟରେ ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ବଡ ଝଗଡା ହୋଇଥିଲା । କରିନା ବିପାଶାଙ୍କୁ ଚାପୁଡା ମାରି ‘କାଲୀ ବିଲ୍ଲୀ’ ମଧ୍ୟ କହି ଦେଇଥିଲେ । ଏହା ପରଠୁ ବିପାଶା ଓ କରିନା ପରସ୍ପରକୁ ଘୃଣା କରିବାକୁ ଲାଗିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।