Kanchi Singh ଙ୍କୁ ବିବାହ କରିବା ପୂର୍ବରୁ ଟିଭିର ଏହି ଫେମସ ଅଭିନେତ୍ରୀ ଙ୍କୁ ଡେଟ କରି ସାରିଛନ୍ତି ଆକ୍ଟର Rohan Mehta

ଟିଭି ସିରିଏଲରେ ଅଭିନୟ କରୁଥିବା ରୋହଣ ମେହେରାଙ୍କୁ ଏବେ ବହୁତ ଲୋକ ଚିହ୍ନି ସାରିଲେଣି । ସେ ଏବେ ତାଙ୍କ ଅଭିନୟ କ୍ଯାରିଅର ରେ ବହୁତ ଆଗକୁ ବଢି ଚାଲିଛନ୍ତି । ସେ ଏବେ ବହୁତ ଫେମସ ହୋଇ ଯାଇଛନ୍ତି । ସେ ଏବେ କିଛି ଦିନ ହେବ ଆଉ ଜଣେ କଳାକାର କାଞ୍ଚି ସିଂହଙ୍କ ସହ କିଛି ଅଧିକା ସମୟ କଟାଉଥିବା ଦେଖା ଯାଉଛି ।

ସେ ଏହି ସମ୍ପର୍କକୁ ନେଇ ବହୁତ ଚର୍ଚା ଆସିବାକୁ ଲାଗିଛନ୍ତି । ସେ ଏହି କିଛି ଦିନ ଭିତରେ ବହୁତ ଗୁଡିଏ ଫୋଟୋ ସୋସିଆଲ ମିଡିଆରେ ଛାଡୁଛନ୍ତି ।  ଯାହା ଦ୍ଵାରା ଜଣାପଡୁଛି କି ସେମାନେ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିବା ଜଣାପଡୁଛି । କିନ୍ତୁ ଆପଣ ମାନେ ଜାଣିଛନ୍ତି କି ସେ ଏହା ପୂର୍ବରୁ କାହା ସହିତ ଅଧିକା ବୁଲୁଥିବାର ଦେଖା ଯାଉଥିଲା ।

ସେ ଏକ ଫେମସ ଅଭିନେତ୍ରୀଙ୍କ ସାଙ୍ଗରେ ବୁଲି ତାଙ୍କ ସହିତ ବହୁତ ବଡ ଧୋକା ଦେଇଛନ୍ତି । ଏହା ସତ ଯେ ସେ କିଛି ଦିନ ପୂର୍ବରୁ ଆଉ ଜଣଙ୍କ ସାଙ୍ଗରେ ବୁଲୁଥିବାର ଦେଖା ଯାଉଥିଲା । ସେ ଦେଖିବାକୁ ବହୁତ ସୁନ୍ଦର ମଧ୍ୟ ଥିଲେ ହେଲେ ତାଙ୍କୁ ସେ ଧୋକା ଦେଲେ । ତେବେ ଆସନ୍ତୁ ଜାଣିବା ସେ କେଉଁ ଅଭିନେତ୍ରୀଙ୍କୁ ଧୋକା ଦେଇଛନ୍ତି ।

ଟିଭି ସିରିଏଲରେ ଅଭିନୟ କରୁଥିବା ବହୁତ ସୁନ୍ଦର ଅଭିନେତା ରୋହନ ମେହେରା ଓ ଅଭିନେତ୍ରୀ କାଞ୍ଚି ସିଂହ ସହିତ ବହୁତ ଜାଗାରେ ଦେଖିବାକୁ ମିଳୁଛି । ଏହି ଦୁଇ ଜଣଙ୍କର ବହୁତ ରୋମାଣ୍ଟିକ ଯୋଡି ମଧ୍ୟ କହିଲେ ଭୁଲ ହେବ ନାହିଁ । ସେମାନେ ୪ ବର୍ଷ ହେବ ପ୍ରେମ ସମ୍ପର୍କରେ ରହୁଥିବାର ଦେଖାଯାଉଛି ଓ ଏବେ ସେ କିଛି ଦିନ ଭିତରେ ବିଭାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

କିନ୍ତୁ ଏହାର ଆଗରୁ ସେ ଆଉ ଜଣଙ୍କ ସହ ରହୁଥିବାର ଦେଖିବାକୁ ମିଳୁଥିଲା ତାଙ୍କ ନାମ ହେଉଛି ଟିଭି ସିରିଏଲ ଜଗତର ଅଭିନେତ୍ରୀ ୟୁକ୍ତି କପୁର ।  ସେ ତାଙ୍କ ସହ କିଛି ଦିନ ସମୟ କାଟିବା ସହ ତାଙ୍କୁ ବହୁତ କମ ଦିନରେ ଧୋକା ଦେଇଥିଲେ । କହିବାକୁ ଗଲେ ୨୦୧୫ରେ ତାଙ୍କର ପ୍ରଥମ ଦେଖା ହୋଇଥିଲା ।

ସେ ଏକ ଚଳଚିତ୍ର କରୁଥିବା ସମୟରେ ତାଙ୍କର ଦେଖା ହୋଇଥିଲା ।  ସେ ସେଠାରେ ଅଭିନୟ କରୁଥିବା ସମୟରେ ସେହି ଦୁଇ ଜଣଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କେବଳ ସେତିକି ନୁହେଁ ସେ ଏହି ଚଳଚିତ୍ର ସାରିଲା ପରେ ମଧ୍ୟ ଦୁହେଁ ଦୁଇ ଜଣଙ୍କ ସାଙ୍ଗରେ କଥାବାରତା ମଧ୍ୟ ହେଉଥିଲେ ଓ ଏକାଠି ପ୍ରାୟ ଜାଗାରେ ମଧ୍ୟ ଦେଖାଯାନ୍ତି ।

ଏହାର କିଛି ଦିନ ଭିତରେ ତାଙ୍କର ମିଳାମିଶା ବହୁତ ବଢିବାରେ ଲାଗିଥିଲା ଓ ଏହା ଛଡା ସେ ବହୁତ ସମୟ ଧରି ବାହାରେ ବୁଲିବା ମଧ୍ୟ ଦେଖା ଯାଇଛି । ଏବଂ ବହୁତ ସମୟ ମଧ୍ୟ ଦୁହେଁ ବିତାଉଥିଲେ । ତାଙ୍କ ଭିତରେ ସବୁ କିଛି ଠିକ ଠାକ ଚାଲିଥିଲା କିନ୍ତୁ ରୋହନଙ୍କୁ ଏକ ଟିଭି ସିରିଏଲରେ ଭଲ ଅଭିନୟ କରିବା ପାଇଁ ସୁଯୋଗ ଆସିଥିଲା ।

ସେ ସେହି ସିରିଏଲରେ ଅଭିନୟ ତ କରିଥିଲେ । ସେହି ଦିରିଏଲରେ ଆଉ ଜଣେ ଅଭିନେତ୍ରୀ ଅଭିନୟ କରୁଥିବା କାଞ୍ଚି ସିଂହଙ୍କ ସହିତ ସେ ବହୁତ ମିଶିବାକୁ ଲାଗିଲେ । ସେମାନେ ପରସ୍ପର ମଧ୍ୟରେ ବହୁତ ପାଖକୁ ଆସିଥିଲେ ଓ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।  ସେ ୟୁକ୍ତିଙ୍କୁ ଏହି ବିଷୟରେ କିଛି କହିନଥିଲେ । କିନ୍ତୁ ଏହି କଥା ଯେତେ ବେଳେ ତାଙ୍କୁ ଜଣା ପଡିଲା ସେହି ସମୟରେ ତାଙ୍କର ମନ ବହୁତ ଖରାପ ହୋଇଗଲା । ଏହା ପରେ ସେ ତାଙ୍କ ସହ ସବୁ ସମ୍ପର୍କ ଭାଙ୍ଗିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।