KGF ଷ୍ଟାର Yashଙ୍କ ସ୍ତ୍ରୀ ସୁନ୍ଦରତା ମାମଲାରେ କୌଣସି bollywood ହିରୋଇନଙ୍କ ଠାରୁ ନୁହଁନ୍ତି କମ

ଯଦି ଆପଣ କେଜିଏଫ ଦେଖିଛନ୍ତି ତେବେ ଆପଣ ୟଶ ଙ୍କୁ ତ ଜାଣିଥିବେ । କେଜିଏଫ ଫିଲ୍ମ ରୁ ୟଶ ପୁରା ଭାରତରେ ଫେମସ ହୋଇ ସାରିଛନ୍ତି । ତାଙ୍କ ଆକଟିଂ କୁ ବହୁତ ପସନ୍ଦ କରା ଯାଇଛି । ଏବେ ଦର୍ଶକ ମାନେ ଏହି ଫିଲ୍ମ ର ଦ୍ଵିତୀୟ ଚ୍ଯାପ୍ଟର ର ଅପେକ୍ଷା କରିଛନ୍ତି । ଯାହା କି ଏ ବର୍ଷ ବା ଆସନ୍ତା ବର୍ଷ ଆସିବ । ୟଶ ଙ୍କ ଅସଲି ନାମ ନବୀନ କୁମାର ଅଟେ ।

ସେମିତି ତ ତାଙ୍କର ବହୁତ ଗୁଡିଏ ଫିଲ୍ମ ହିନ୍ଦୀରେ ରିଲିଜ କରା ଯାଇଛି ଓ ସେଗୁଡିକୁ ହିନ୍ଦୀ ଦର୍ଶକଙ୍କର ବହୁତ ଭଲ ପାଇବା ମିଳିଛି । କିନ୍ତୁ କେଜିଏଫ ତ ତାଙ୍କ କ୍ଯାରିୟରକୁ ବହୁତ ସଫଳ କରିଦେଲା । ୟଶ ଙ୍କ ବିବାହ 2016 ରେ ଜଣେ ଲୋକପ୍ରିୟ ଆକ୍ଟ୍ରେସ ଙ୍କ ସହିତ ହୋଇଥିଲା । ସେ ଆକ୍ଟ୍ରେସ ରାଧିକା ପଣ୍ଡିତ ଙ୍କ ସହିତ ବିବାହ କରିଥିଲେ ।

ୟଶ ଓ ରାଧିକା ବହୁତ ସାରା ଫିଲ୍ମ ଏକା ସହିତ କରି ସାରିଛନ୍ତି । ଏହି ଯୋଡି ବଡ ପରଦା ସହିତ ରିଅଲ ଲାଇଫ ରେ ମଧ୍ୟ ହିଟ ପ୍ରମାଣିତ ହୋଇଛି । ଏହି ଯୋଡ଼ିଙ୍କର 2018 ରେ ଗୋଟିଏ ଝିଅ ହୋଇଥିଲା । କିଛି ଦିନ ପୂର୍ବରୁ ହିଁ ୟଶ ନିଜ ଝିଅର ପ୍ରଥମ ଝଲକ ଇଂଷ୍ଟାଗ୍ରାମ ରେ ପୋସ୍ଟ କରିଥିଲେ ।

ତା ପରେ ଆଉ କଣ ଥିଲା । ଫ୍ୟାନ୍ସ ମାନଙ୍କର ତ ଖୁସିର ଠିକଣା ନଥିଲା । ଏହି ଫଟୋ ବହୁତ ଶେୟାର କରା ଯାଇଥିଲା । ଏହି ଫଟୋରେ ତାଙ୍କ ଝିଅ ବହୁତ ସୁନ୍ଦର କ୍ୟୁଟ ନଜର ଆସୁଛି । ଏହା ସହିତ ଆମେ ଆପଣଙ୍କୁ କହି ରଖୁଚୁ କି ୟଶ ଙ୍କୁ ଲଗ୍ଜରି କାର ରଖିବାର ବହୁତ ସଉକ ଅଛି ।

ଏଥିପାଇଁ ସେ ଅଡି Q7 ୧ କୋଟି ଟଙ୍କାର ଓ ରେଞ୍ଜ ରୋଭର 80 ଲକ୍ଷ ଟଙ୍କାର କିଣିଛନ୍ତି ଓ ତାଙ୍କର ପାଖରେ ଗୋଟିଏ 3 କୋଟିର ବଙ୍ଗଳା ମଧ୍ୟ ଅଛି । ସମୁଦାୟ ୩୦ କୋଟି ଟଙ୍କା ସମ୍ପତିର ମାଲିକ ଅଟନ୍ତି ୟଶ । ସେ ଏହା ମଧ୍ୟ ଟ୍ଵିଟ କରି କହିଥିଲେ କି ସେ କେଜିଏଫ ର ଚାପ୍ଟର 2 ର ଶୁଟିଙ୍ଗ ଆରମ୍ଭ କରି ଦେଇଛନ୍ତି ।

ହୋଇପାରେ ଆସନ୍ତା ବର୍ଷ ଏହି ମୁଭି ଆସିପାରେ । ତେବେ ଆପଣଙ୍କୁ ୟଶ ଓ ରାଧିକାଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।