୧୯ ବର୍ଷ ବୟସରେ ଏହି ସୁନ୍ଦର ହିରୋଇନ କିଣିଦେଲେ ୫୫ କୋଟିର ଘର, ଜାଣିଲେ ଆପଣ ବି…

ଟିଭି ଜଗତର ସମସ୍ତ ଅଭିନେତ୍ରୀ ଏବଂ ଅଭିନେତା ନିଜର ସୁନ୍ଦର ଅଭିନୟ ଦ୍ଵାରା ଲୋକପ୍ରିୟତା ହାସଲ କରି ପାରିଥାନ୍ତି । ସେମାନେଙ୍କ ଭିତରୁ ଅଧିକାଂଶ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ବହୁତ କମ ବୟସରୁ ହିଁ ନିଜର ଅଭିନୟ ଆରମ୍ଭ କରିଛନ୍ତି । ଆଜି ଆମେ ଆପଣଙ୍କୁ ଜଣେ ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ କି ବହୁତ କମ ବୟସରେ ନିଜର ଚେଷ୍ଟା ଦ୍ଵାରା ସଫଳତା ହାସଲ କରିପାରିଛନ୍ତି ।

ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଦିଗଙ୍ଗନା ସୂର୍ଯ୍ୟବଂଶୀ । ଦିଗଙ୍ଗନା ଙ୍କୁ ଆପଣ ଭଲ ଭାବରେ ଜାଣିଥିବେ । ସେ ୭ ବର୍ଷ ବୟସରେ ନିଜର କ୍ୟାରିୟର ତିଆରି କରିବା ପାଇଁ ମୁମ୍ବାଇ ଆସିଥିଲେ ଏବଂ ସେ ୧୯ ବର୍ଷ ବୟସରେ ୫୫ କୋଟିର ଘର କିଣିଛନ୍ତି । ଦିଗଙ୍ଗନା ‘ବୀର କି ଅରଦାସ – ବୀରା’ ରେ ନଜର ଆସିଥିଲେ ଏବଂ ସେ ଏହି ଧାରାବାହିକରେ ବହୁତ ଭଲ ଅଭିନୟ ମଧ୍ୟ କରିଥିଲେ ।

ଦିଗଙ୍ଗନା ୭ ବର୍ଷ ବୟସରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ସେ ‘କ୍ୟା କହନା ହେ ହକିକତ’ ଧାରାବାହିକରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ଦିଗଙ୍ଗାନ ସୂର୍ଯ୍ୟବଂଶୀ ବିଗ ବସ ର ୯ମ ସିରିଜରେ ମଧ୍ୟ ଦେଖା ଦେଇଥିଲେ । ସେ ନିଜର ଚେଷ୍ଟା ଏବଂ ପରିଶ୍ରମ ଦ୍ଵାରା ଅନେକ ସଫଳତା ମଧ୍ୟ ପାଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦିଗଙ୍ଗନା ସୂର୍ଯ୍ୟବଂଶୀ ମାତ୍ର ୧୯ ବର୍ଷ ବୟସରେ ସେ ୫୫ କୋଟି ଦାମର ଘର କିଣିଛନ୍ତି । ସେ ନିଜର ଇଂଷ୍ଟାଗ୍ରାମ ରେ ନିଜର ସେହି ଘରର ଫଟୋ ସେୟାର କରିଥିଲେ ।

ଦିଗଙ୍ଗନା ନିଜର ଅଭିନୟ ଦ୍ଵାରା ମଧ୍ୟ ବହୁତ ଆଗକୁ ଆସି ସାରିଛନ୍ତି । ସେ ନିଜର ଅଭିନୟ ଦ୍ଵାରା ଲୋକ ମାନଙ୍କର ହୃଦୟ ମଧ୍ୟ ଜିତି ପାରିଛନ୍ତି । ଆଗାମୀ ଦିନରେ ତାଙ୍କ ଫିଲ୍ମ ରିଲିଜ ହେବାକୁ ଯାଉଛି ଯାହାର ନାମ ହେଉଛି ସିଟିମାର । ଏହି ଫିଲ୍ମରେ ତାଙ୍କ ସହିତ ଅଭିନେତ୍ରୀ ତମନ୍ନା ଭାଟିୟାଙ୍କୁ ମଧ୍ୟ ଦେଖିବାକୁ ମିଳିବ ଏବଂ ସଂପତ ନନ୍ଦୀ ଏହି ଫିଲ୍ମର ନିର୍ଦେଶକ ଅଟନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।