ଡ୍ରୀମ ଗର୍ଲ ହେମା ମାଳିନୀଙ୍କ ବୋହୁମାନେ ଅଟନ୍ତି ତାଙ୍କ ଠାରୁ ବି ଅଧିକ ସୁନ୍ଦର, ଦେଖିଲେ ଆପଣ ମଧ୍ୟ ବିଶ୍ଵାସ କରିପାରିବେ ନାହିଁ

ବଲୀଉଡର ଦୁନିଆର ଏମିତି ବହୁତ ଦିଗ୍ଗଜ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ସୁନ୍ଦର ଅଭିନୟ ଏବଂ ନିଜର ସୌନ୍ଦର୍ଜ୍ୟ ଦ୍ଵାରା ଲକ୍ଷ ଲକ୍ଷ ଲୋକଙ୍କୁ ନିଜର ଦିବନା କରିଛନ୍ତି । ଏହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ବଲୀଉଡର ଡ୍ରୀମ ଗର୍ଲ କୁହାଯାଉଥିବା ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନୀ । ବର୍ତ୍ତମାନ ସମୟରେ ବି ତାଙ୍କୁ ବହୁତ ଦର୍ଶକ ପସନ୍ଦ କରନ୍ତି । ସେ ବହୁତ ହିଟ ଫିଲ୍ମ ଗୁଡିକରେ କାମ କରି ଛନ୍ତି ।

Image courtesy: Google

କିନ୍ତୁ ଆଜି ଆମେ ହେମା ମାଳିନୀଙ୍କର ସାବତ ପୁଅ ସନି ଦେଓଲ ଏବଂ ବବି ଦେଓଲଙ୍କର ସ୍ତ୍ରୀମାନଙ୍କ ବିଷୟରେ କଥାବାର୍ତ୍ତା କରିବାକୁ ଯାଉଛୁ । ଯେଉଁମାନେ ଦେଖିବାକୁ ତାଙ୍କ ଠାରୁ ବି ଅଧିକ ସୁନ୍ଦର ଅଟନ୍ତି ।

Image courtesy: Google

ଆପଣମାନେ ସମସ୍ତେ ଜାଣିଛନ୍ତି କି ହେମା ମାଳିନୀ ବଲୀଉଡର ଅଭିନେତା ଧର୍ମେନ୍ଦ୍ରଙ୍କର ପତ୍ନୀ ଅଟନ୍ତି । ସେମାନେ ଦୁଇଜଣ ବହୁତ ଫିଲ୍ମରେ ଏକା ସହିତ କାମ କରିଛନ୍ତି । ଏବଂ ଏହା ସହିତ ଆପଣ ହେମା ମାଳିନୀଙ୍କର ସାବତ ପୁଅ ବଲୀଉଡର ଅଭିନେତା ସନି ଦେଓଲଙ୍କ ବିଷୟରେ ବି ଜାଣିଛନ୍ତି । ସେ ବଲୀଉଡରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ତାଙ୍କୁ ଲକ୍ଷ ଲକ୍ଷ ଦର୍ଶକମାନେ ବି ପସନ୍ଦ କରନ୍ତି । ଦର୍ଶକମାନେ ତାଙ୍କର ଦମଦାର ଆକ୍ସନର ଦିବାନା ଅଟନ୍ତି । ସନି ଦେଓଲଙ୍କର ପତ୍ନୀଙ୍କର ନାମ ପୂଜା ଦେଓଲ ଅଟେ, ଯିଏକି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ସେ ସବୁବେଳେ ଲାଇମଲାଇଟରୁ ଦୂରରେ ରହିଥାନ୍ତି । ସୁନ୍ଦରତା ବିଷୟରେ କହିଲେ ସେ କୌଣସି ବଲୀଉଡ ଅଭିନେତ୍ରୀ ଠାରୁ ମଧ୍ୟ କମ ନୁହଁନ୍ତି ।

Image courtesy: Google

ବଲୀଉଡ ଜଗତର ଅଭିନେତା ବବି ଦେଓଲ ବି ବଲୀଉଡରେ ବହୁତ ହିଟ ଫିଲ୍ମରେ କାମ କରିଛନ୍ତି । ତାଙ୍କ ପତ୍ନୀଙ୍କର ନାମ ତାନ୍ୟା ଦେଓଲ ଅଟେ । ବବି ଦେଓଲଙ୍କର ବିବାହ ୧୯୯୬ରେ ହୋଇ ଥିଲା । ଯଦି ଆମେ ତାନ୍ୟା ଦେଓଲଙ୍କର ସୁନ୍ଦରତା ବିଷୟରେ କହିବୁ ତେବେ ତାଙ୍କର ସୁନ୍ଦରତା ଆଗରେ ବଲୀଉଡର ସବୁ ଅଭିନେତ୍ରୀ ଫେଲ ମାରନ୍ତି ।

Image courtesy: Google

ସେ ବି ହେମା ମାଳିନୀଙ୍କର ବଡ ବୋହୁଙ୍କ ଭଳି ଲାଇମ ଲାଇଟରୁ ଦୂରେଇ ରୁହନ୍ତି । ଆପଣମାନେ ବି ଫଟୋ ଦେଖି ଜାଣି ପାରିବେ କି ସେମାନେ ଦେଖିବାକୁ କେତେ ସୁନ୍ଦର ଅଟନ୍ତି । ପୋଷ୍ଟଟି ଭଲ ଲାଗିଥିଲେ ଲାଇକ ଓ ସେଆର କରିବାକୁ ଭୁଲିବେନି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।