TV ଇଣ୍ଡଷ୍ଟ୍ରି ର ଗୋଟିଏ ହିଁ ହିରୋଇନ ଙ୍କୁ ବିବାହ କରିବାକୁ ଚାହାଁନ୍ତି TV ର ଏହି 2 ଜଣ ଫେମସ Actor, ହିରୋଇନ ଙ୍କ ନାମ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ ଯାହାଙ୍କୁ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର ୨ଜଣ ଅଭିନେତା ବିବାହ କରିବାକୁ ଚାହୁଁଛନ୍ତି । ବନ୍ଧୁଗଣ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ରେ ଯଦି ସବୁଠାରୁ ପ୍ରସିଦ୍ଧ ଅଭିନେତା ଙ୍କ ସମ୍ବନ୍ଧରେ ପ୍ରଶ୍ନ ଉଠିଥାଏ ତେବେ ସେତେବେଳେ ୨ ଅଭିନେତା ଙ୍କ ନାଁ ଅଵଶ୍ୟ ଆସିଥାଏ । ସେହି ୨ ଅଭିନେତା ମାନେ ହେଉଛନ୍ତି, ‘ହର୍ଷଦ ଚୋପ୍ରା’ ଏବଂ ‘କରନ୍ ୱାହି’ ।

ବନ୍ଧୁଗଣ ଅଭିନେତା ‘ହର୍ଷଦ ଚୋପ୍ରା’ ନିଜ ଅଭିନୟ ଏବଂ ରୋମାଣ୍ଟିକ ସ୍ଵଭାଵ ରେ ଦର୍ଶକ ମାନଙ୍କୁ ମୋହିତ କରି ଦେଇଛନ୍ତି । ଟିଭି ସିରିଏଲ ‘ବେପ୍ନହା’ ରୁ ଏହି ଅଭିନେତା ଜଣକ ପ୍ରସିଦ୍ଧି ଲାଭ କରିଥିଲେ ଏବଂ ଦର୍ଶକ ମାନଙ୍କ ହୃଦୟରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।

ବନ୍ଧୁଗଣ ଯଦି ଅଭିନେତା ‘କରନ୍ ୱାହି’ ଙ୍କ ସମ୍ବନ୍ଧରେ କହିବା ତେବେ ଏହି ଅଭିନେତା ଜଣକ ନିଜ କମିକ ଅନ୍ଦାଜ ରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି ଏବଂ ଦର୍ଶକ ମାନେ ତାଙ୍କର ଏହି ଅନ୍ଦାଜ କୁ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି ।

ଏହି ଦୁଇ ଅଭିନେତା ନିଜ ନିଜ କ୍ୟାରିଆର କ୍ଷେତ୍ରରେ ବହୁତ ସଫଳତା ହାସଲ କରିଛନ୍ତି । କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜଣିଛନ୍ତି ଯେ, ଏହି ଦୁଇ ଅଭିନେତା ଜଣକ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର ଜଣେ ଅଭିନେତ୍ରୀ ଙ୍କୁ ହିଁ ବିବାହ କରିବାକୁ ଚାହୁଁଛନ୍ତି ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ଯିଏ ନିଜର ସୁନ୍ଦରତା ଏବଂ ବ୍ୟକ୍ତିତ୍ବ ବଳରେ ଏହି ଦୁଇ ପ୍ରସିଦ୍ଧ ଅଭିନେତା ଙ୍କୁ ଆକର୍ଷିତ କରିଛନ୍ତି ଏବଂ ଯାହା ଫଳ ରେ ଏହି ଦୁଇ ଅଭିନେତା ତାଙ୍କୁ ହିଁ ବିବାହ କରିବାକୁ ଚାହୁଁଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ, ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

ବନ୍ଧୁଗଣ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର ଯେଉଁ ଅଭିନେତ୍ରୀ ଏହି ଦୁଇ ଅଭିନେତାଙ୍କୁ ଆକର୍ଷିତ କରିଛନ୍ତି, ସେ ଅନ୍ୟ କେହି ନୁହେଁ ସେହି ଅଭିନେତ୍ରୀ ଜଣକ ଅନ୍ୟ କେହି ନୁହେଁ ସେ ହେଉଛନ୍ତି ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ‘ଜେନିଫର ବିଂଗେଟ’ । ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କ ସୁନ୍ଦରତା ରେ ଅଭିନେତା ‘ହର୍ଷଦ ଚୋପ୍ରା’ ଏବଂ ‘କରନ୍ ୱାହି’ ଆକର୍ଷିତ ହୋଇଛନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ।

୧. ପ୍ରଥମେ ଆସନ୍ତୁ ଜାଣିବା ଅଭିନେତା ହର୍ଷଦ ଚୋପ୍ରା ଏବଂ ଜେନିଫର ବିଂଗେଟ ଙ୍କ ସମ୍ବନ୍ଧରେ । ତେବେ ବନ୍ଧୁଗଣ ଅଭିନେତା ହର୍ଷଦ ଚୋପ୍ରା ଏବେ ନୁହେଁ ସେବେଠାରୁ ଅଭିନେତ୍ରୀ ଜେନିଫର ବିଂଗେଟ ଙ୍କୁ ପସନ୍ଦ କରୁଛନ୍ତି, ଯେବେଠାରୁ ଦୁହେଁ ଟିଭି ସିରିଏଲ ‘ବେପ୍ନହା’ ରେ ଅଭିନୟ କରି ଆସୁଛନ୍ତି । ଏହି ସିରିଏଲ ରେ ହର୍ଷଦ ‘ଆଦିତ୍ୟ’ ନାମକ ଚରିତ୍ର ରେ ଅଭିନୟ କରିଥିବା ବେଳେ ଜେନିଫର ‘ଜୋୟା’ ନାମକ ଚରିତ୍ର ରେ ଅଭିନୟ କରିଥିଲେ । ଏହି ସିରିଏଲ ରେ ଦୁହେଁ ପତି ଏବଂ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ ।

ଏହି ସିରିଏଲ ମଧ୍ୟମ ରୁ ହିଁ ହର୍ଷଦ ଙ୍କ ମନରେ ଜେନିଫର ଙ୍କ ପାଇଁ ପ୍ରେମ ଜାଗ୍ରତ ହୋଇଥିଲା ଏବଂ ସେ ତାଙ୍କୁ ପସନ୍ଦ କରିବାକୁ ଲାଗିଥିଲେ । ହର୍ଷଦ ଚାହାନ୍ତି ଯେ ଅନସ୍କ୍ରିନ ଯେପରି ଦୁହେଁ ପତି ପତ୍ନୀ ଭୂମିକା ରେ ଅଭିନୟ କରୁଛନ୍ତି ସେହିପରି ଅଫସ୍କ୍ରିନ ରିଅଲ ଲାଇଫ ରେ ମଧ୍ୟ ବିବାହ କରି ଏକାଠି ରୁହନ୍ତୁ ବୋଲି । କିନ୍ତୁ ଅଭିନେତା ହର୍ଷଦ ଚୋପା ନିଜ ମନର କଥା ବର୍ତ୍ତମାନ ପର୍ଯ୍ୟନ୍ତ ଜେନିଫର ଙ୍କୁ କହି ନାହାନ୍ତି । କାରଣ ସେ ଚାହୁଁ ନାହାନ୍ତି ଯେ ଏଥିପାଇଁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଯେପରି ଖରାପ ନ ହୋଇଯାଉ । ତେଣୁ ଦୁହେଁ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଧୁତାର ସଂପର୍କ ରଖିଛନ୍ତି ।

୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଅଭିନେତା ‘କରନ୍ ୱାହି’ ଏବଂ ‘ଜେନିଫର ବିଂଗେଟ’ ଙ୍କ ମଧ୍ୟରେ ଥିବା ସମ୍ପର୍କ ସମ୍ବନ୍ଧରେ । ଏହି ଦୁହିଁଙ୍କ ସାକ୍ଷାତ ଏକ ପାର୍ଟି ରେ ହୋଇଥିଲା ଯେଉଁଠାରେ କରନ୍ ଙ୍କ ହାତରେ କ୍ଷତ ହୋଇଗଲା ଏବଂ ସେଠାରେ ଜେନିଫର ତୁରନ୍ତ ଡାକ୍ତର ଙ୍କୁ ଫୋନ କରିଥିଲେ ଏବଂ ତାଙ୍କୁ ଘରକୁ ନେଇ ଯାଇଥିଲେ । କରନ୍ ଏହା ଦେଖି ଜେନିଫର ଙ୍କୁ ପସନ୍ଦ କରିବାକୁ ଲାଗିଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ ଚାହିଁଥିଲେ ।

ସେ ଯେତେବେଳେ ଜେନିଫର ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ସେତେବେଳେ ଜେନିଫର ମନା କରି ଦେଇଥିଲେ । ସେ କହିଥିଲେ ଯେ, ସେ ପ୍ରମରେ ବହୁତ ଥର ଧୋକା ଖାଇ ସାରିଛନ୍ତି ପୁଣି ଥରେ ଏହି ଭୁଲ କରିବାକୁ ଚାହୁଁ ନାହାନ୍ତି ଏବଂ ସେ କରନ୍ ଙ୍କୁ ବିବାହ କରିବା ପାଇଁ ମନା କରି ଦେଇଥିଲେ । ଏହା ପରେ କରନ୍ ଙ୍କ ହୃଦୟ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିଲା ଏବଂ ସେ ପରେ ଏହି ପ୍ରସ୍ତାବ କେବେବି ଜେନିଫର ଙ୍କ ସାମ୍ନା ରେ ରଖି ନଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେ ଅଭିନେତ୍ରୀ ଜେନିଫର ବିଂଗେଟ ଙ୍କ ଅପେକ୍ଷା ରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।