ହୃଦୟରୁ ବହୁତ ସଚ୍ଚୋଟ ହୋଇଥାନ୍ତି ଏହି 4 ଟି ନାମର ଝିଅ- Jyotish Shastra

ଏମିତି କିଛି ଝିଅ  ଅଛନ୍ତି ସେମାନେ ବହୁତ ଭଲ ଅଟନ୍ତି ଓ ସେମାନେ କାହାକୁ ଭଲପାଇବାରେ କେବେ କାହାକୁ ଧୋକା ଦିଅନ୍ତି ନାହିଁ । କିଛି ଲୋକଙ୍କ କହିବା କଥାକି ଝିଅଙ୍କର ମନ କଥା ଦେବତା ମାନେ ମଧ୍ୟ ଜାଣିପାରନ୍ତି ନାହିଁ ତ ଆମେ କେମିତି ଜାଣିବା ।  ସେମିତି କିଛିବି ନୁହେଁ ଆଜି ଆମେ ଯେଉଁ ଝିଅଙ୍କର ଯେଉଁ ବିଷୟରେ କହିବୁ ଯାହାକି ଆପଣମାନେ ସବୁ କିଛି ଜାଣିପାରିବେ ।

ଶାସ୍ତ୍ର ଅନୁସାରେ ତାଙ୍କର ନାମ ଓ ପ୍ରଥମ ଅକ୍ଷରରୁ ହିଁ ଜଣାପଡିଯାଏ ସେମାନେ କେଉଁ ଭଳି ସ୍ଵଭାବର ଅଟନ୍ତି । ଝିଅଙ୍କ ବୁଝିବା ପାଇଁ ବେସୀ ମୁଣ୍ଡ ଖଟାଇ ବାକୁ ପଡିବନି ଓ ତାଙ୍କର ସବୁ ରାଜ ତାଙ୍କର ପ୍ରଥମ ଅକ୍ଷରରୁ ହିଁ ଜଣାପଡି ଯାଏ । ଆଜି ଆମେ ଏମିତି ୪ଟି ନାମ ଥିବା ଝିଅଙ୍କ ବିଷୟରେ ଯେଉଁ ମାନେକି ଭଲ ପାଇବାରେ କେବେ ଧୋକା ଦେଇନଥାନ୍ତି ।

‘ J ‘ ନାମର ଝିଅ- ଯେଉଁ ଝିଅ ର ନାମ ’ J ‘ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ କେବେବି କାହାକୁ ଧୋକା ଦେଇନଥାନ୍ତି । ସେମାନେ ଯାହାକୁ ଭଲ ପାଇଥାନ୍ତି କେବେ ତାକୁ ଛାଡି ନଥାନ୍ତି ଓ ସେ ତାଙ୍କ ପ୍ରତି ସମର୍ପଣ ଭାବ ରଖିଥିବା ସହ ସଚୋଟ ରହିଥାନ୍ତି । ସେମାନେ ଅନ୍ତର ଆତ୍ମାରୁ ବହୁତ ସରଲ ଅଟନ୍ତି ଓ ତାଙ୍କ ଚେହେରା ବହୁତ ସରଲ ହୋଇଥାଏ ସେଥିପାଇଁ ସେମାନେ ଖୁବ ଶୀଘ୍ର ଲୋକଙ୍କର ମନ ମୋହି ନେଇଥାନ୍ତି । ମିଠା ମିଠା କଥା କହି ସମସ୍ତଙ୍କର ନିଜର ଦିଵାନ ବନାଇ ଥାନ୍ତି । କେବଳ ଯେ ନିଜ ସ୍ଵାମୀ ପ୍ରତି ଭଲ ପାଇବା ନୁହେଁ ସେମାନେ ନିଜ ପିଲାଙ୍କ ପ୍ରତି ମଧ୍ୟ ବହୁତ ଭଲ ପାଆନ୍ତି ।

‘ K ‘ ନାମର ଝିଅ- ଏହି ନାମର ଝିଅ ମାନେ ଦେଖିବାରେ ସେ ବହୁତ ସୁନ୍ଦର ଅଟନ୍ତି । ତାଙ୍କର ଅଣାଇବା ଶୈଳୀ ବହୁତ ବଢିଆ ଅଟେ ସେ କିଛି କ୍ଷଣ ମଧ୍ୟରେ କାହାର ମନ ମୋହିନେଇଥାନ୍ତି । ତାଙ୍କର କାନ୍ଧ ନା ବହୁତ ବଡ ହୋଇଥାଏ ନା ଛୋଟ ହୋଇଥାଏ କିନ୍ତୁ ଏମାନେ ଭଲ ପାଇବାରେ ବିଶ୍ଵାସ କରନ୍ତି ନାହିଁ, ଯଦି ସେମାନେ କାହାକୁ ଭଲ ପାନ୍ତି ତେବେ ସେ ତାଙ୍କ ବିନା ବଞ୍ଚି ପାରିବେନି ବୋଲି ଭାବନ୍ତି । ସ୍ଵଭାବରେ ସେ ବହୁତ ସରଳ ଅଟନ୍ତି ଓ ବହୁତ ଚଞ୍ଚଲ ।

‘ M ‘ ନାମର ଝିଅ- ତାଙ୍କ ବାଣୀ ଏତେ ମଧୁର ଅଟେ କି ସେ କାହାକୁ ମଧ୍ୟ ନିଜ ଜାଲରେ ଖୁବ କମ ସମୟରେ ନିଜର କରିଦେଇଥାନ୍ତି । ‘ M ‘ ଏହି ନାମର ବ୍ୟକ୍ତି  ମାନେ ଯାହାକୁ ଭଲ ପାଇଥାନ୍ତି ତାକୁ ବିଭାହ କରିଥାନ୍ତି । ସେମାନଙ୍କୁ କୌଣସି ଧର୍ମ ବା ଜାତି କିଛି ବି ଦେଖା ଯାଏ ନାହିଁ ନା କୌଣସି ଧନ ଦେଖନ୍ତି । ସେମାନଙ୍କୁ ଯାହା ସାଙ୍ଗରେ ପ୍ରେମ ହୋଇଗଲାପରେ ସେ ଆଉ କାହା କଥା ଭାବନ୍ତି ନାହିଁ । ଦେଖିବାକୁ ସେମାନେ ଯେଟିକି ବହୁତ ସୁନ୍ଦର ଓ ପ୍ରେମ ସମ୍ପର୍କରେ ସେ ଲିଭାଇବା ଖୁବ ଭଲ ଭାବରେ ଜାଣିବା ଛଡା ସେମାଙ୍କଙ୍କର ଉତ୍ତମ ଗୁଣ ଅଟେ । ସେମାନେ ତାଙ୍କ ସାଥିଙ୍କୁ ଧୋକା ଦେବା କଥା ସ୍ଵପ୍ନ ରେ ବି ଭାବି ନଥାନ୍ତି ।

‘ S ‘ ନାମର ଝିଅ- ‘S‘ ଏହି ନାମର ଝିଅ ମାନେ ବହୁତ ଶାନ୍ତ ସ୍ଵାଭାବର ଓ ବହୁତ ସୁନ୍ଦର ଅଟନ୍ତି ।  ବଡ ମାନଙ୍କର ସାଂମାନ କରନ୍ତି ଅନ୍ତର ଆତ୍ମାରୁ ସେମାନେ ସମସ୍ତଙ୍କୁ ବହୁତ ଭଲପାନ୍ତି ଓ ତାଙ୍କ ମନରେ ଯାହାବି ଥାଏ ସେମାନେ ମନ ଖୋଲି କହିଥାନ୍ତି କେବେ କାହାକୁ କୌଣସି କଥା ଲୁଚାଇ ନଥାନ୍ତି । ଏହି ନାମର ଝିଅ ମାନେ ପ୍ରେମରେ ପଡନ୍ତି ନାହିଁ କିନ୍ତୁ ଯଦି ହୋଇଯାଏ ତେବେ ସେମାନେ କାହାକୁ ଖାତିର ନକରି ସେମାନଙ୍କର ପ୍ରେମ କୁ ଅଧିକ ଗୁରୁତ୍ଯ ଦେଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।