ଏମାନେ ହେଲେ South ଇଣ୍ଡଷ୍ଟ୍ରି ର ଫେମସ ଅଭିନେତା ମାନଙ୍କର ରିଅଲ ଲାଇଫ ମା-ପୁଅ ଯୋଡି, ନମ୍ବର 2 Actor ତ ନିଜ ମା’ ଙ୍କର ଆଜ୍ଞାକାରୀ ପୁଅ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ମନୁଷ୍ୟ ତା ଜୀବନରେ କିଛି ଖୁସି ଖୋଜିଥାଏ ଏବଂ ସେହି ଖୁସି ପାଇବା ପାଇଁ ସେ ଚଳଚିତ୍ର ର ସାହାଯ୍ୟ ନେଇଥାଏ ।ଏହି ଚଳଚିତ୍ରରେ ବହୁତ ଅଭିନେତା ଅଭିନେତ୍ରୀ କାମ କରିଥାନ୍ତି ।ଜଣେ ଭଲ ପ୍ରେମିକ ର ଭୂମିକା ଚଳଚ୍ଚିତ୍ରରେ ବହୁତ ଜଣ ଅଭିନେତା କରିଛନ୍ତି । କିନ୍ତୁ ଏମିତି କିଛି ବି ବହୁତ ଅଭିନେତା ଅଛନ୍ତି ଯିଏ କି ଚଳଚିତ୍ରରେ ଜଣେ ଭଲ ପୁଅ ଭାବରେ ମଧ୍ୟ ତାଙ୍କ ଭୂମିକା ବହୁତ ଭଲ ଭାବରେ କରିଛନ୍ତି ।

ଯେପରି କି ସେ ଚଳଚ୍ଚିତ୍ର ବାହୁବଳୀ ହେଉ କିମ୍ବା ଚଳଚ୍ଚିତ୍ର କେଜିଏଫ । ଯେଉଁ ଥିରେ କି ଜଣେ ପୁଅ ତା ମା ପାଇଁ କିଛି ବି କରିଦେଇପାରୁଛି ।ଏମିତି କି ନିଜ ଜୀବନ ମଧ୍ୟ ଦେଇଦେଇପାରୁଛି । ଆଉ ଦର୍ଶକ ବି ଏହାକୁ ବହୁତ ଭାବରେ ପସନ୍ଦ କରିଛନ୍ତି । କିନ୍ତୁ ଦର୍ଶକ ଆପଣ କଣ ଜାଣିଛନ୍ତି କି ଏହି ଭଲ ପୁଅ ଭାବରେ ଅଭିନୟ କରୁଥିବା ଏହି ଅଭିନେତା ଅସଲ ଜୀବନରେ ବି ବହୁତ ଭଲ ହେଇଥାନ୍ତି । ସେ ତାଙ୍କ ଅସଲ ଜୀବନରେ ବି ଜଣେ ଭଲ ପୁଅ ର କର୍ତ୍ତବ୍ୟ ଖୁବ ଭଲ ଭାବରେ କରିଥାନ୍ତି ।

ତେବେ ଆଜି ଆମେ ଏମିତି କିଛି ସାଉଥ ଚଳଚିତ୍ର ର ଅଭିନେତା ଙ୍କ ବିଷୟରେ ଜାଣିବା ଯିଏ କି କେବଳ ଟିଭି ପଛ ପରଦାରେ ନୁହେଁ ବରଂ ନିଜ ଅସଲି ଜୀବନରେ ମଧ୍ୟ ଖୁବ ଭଲ ଭାବରେ ନିଜର ଭୂମିକା ଆଉ କର୍ତ୍ତବ୍ୟ ପାଳନ କରିଥାନ୍ତି ।

୧ . ସୁପରଷ୍ଟାର ୟସ ଯିଏ କି ନିଜ ଚଳଚିତ୍ରରେ ରୋମାଣ୍ଟିକ , ଏବଂ କମେଡି ଭୂମିକାରେ ଲୋକଙ୍କ ମନ ଖୁବ ଭଲ ଭାବରେ ଜିତି ସାରିଛନ୍ତି । ସେମିତି ହିଁ ଫିଲ୍ମ କେଜିଏଫ ରେ ବି ଖୁବ ଭଲ ଭୂମିକାରେ ସମସ୍ତଙ୍କର ପ୍ରିୟ ର ପାତ୍ର ହେଇପାରିଛନ୍ତି । ଯେଉଁ ଥିରେ କି ୟସ ରକି ଭୂମିକାରେ ନିଜ ମା ଙ୍କର ସବୁ ଇଚ୍ଛା ପୁରା କରୁଥିବାର ନଜରରେ ଆସିଛନ୍ତି । ଯଦି ଆମେ ତାଙ୍କ ଅସଲି ଜୀବନର ମା ଙ୍କ ବିଷୟ ରେ ଜାଣିବା ଯାହାଙ୍କ ନାମ ପୁଷ୍ପା । ଯିଏ କି ଜଣେ ଗୃହିଣୀ ମହିଳା ଅଟନ୍ତି । ଆଉ ସେ ତାଙ୍କ ଘରକୁ ଖୁବ ଭଲ ଭାବରେ ଚଳେଇଆସିଛନ୍ତି । ଆଉ ୟସ ମଧ୍ୟ ତାଙ୍କ ମା ଙ୍କର ବହୁତ ଯତ୍ନ କରନ୍ତି ଆଉ ବହୁତ ଭଲ ମଧ୍ୟ ପାଆନ୍ତି ।

୨ . ସୁପରଷ୍ଟାର ପ୍ରଭାସ ଯିଏ କି ଚଳଚିତ୍ର ବହୁବଳୀ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସିଏ ତାଙ୍କର ଅଭିନୟ ଦ୍ବାରା ସମସ୍ତଙ୍କର ମନ ଜିତି ପାରିଛନ୍ତି ।ଯଦି ତାଙ୍କ ମା ଙ୍କ କଥା କହିବା ତେବେ ତାଙ୍କ ମା ଙ୍କ ନାମ ଶୁଭ କୁମାରି ଅଟେ । ଇଏ ବି ଜଣେ ଗୃହିଣୀ ମହିଳା ଯିଏ କି ନିଜ ଘରକୁ ଖୁବ ଭଲ ଭାବରେ ଚଳେଇଆସିଛନ୍ତି । ତେବେ ପ୍ରଭାସ ଖାଲି ସମୟରେ ତାଙ୍କ ମା ଙ୍କୁ ବାହାରକୁ ବୁଲେଇ ବାକୁ ନେଇଯାଆନ୍ତି । ଏବଂ ସେ ତାଙ୍କର ଛୋଟ ରୁ ଛୋଟ କଥା ତାଙ୍କ ମା ଙ୍କୁ କହିଥାନ୍ତି । ଯେତେବେଳେ କି ମା ବି ପୁଅ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କର ଛୋଟ ରୁ ଛୋଟ ଦରକାର ସବୁ ପୁରା କରିଥାନ୍ତି ।

୩ . ନୈନି ଟଲିଉଡ଼ ଇଣ୍ଡଷ୍ଟ୍ରି ର ପ୍ରସିଦ୍ଧ ନବୀନ ବାବୁ ଘଣ୍ଟା ବା ନୈନି ତାଙ୍କ ଅଭିନୟ ମାଧ୍ୟମରେ ଖୁବ ଦର୍ଶକ ଙ୍କର ମନ ଜିତି ପାରିଛନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ଦିୱାନା ବନାଇଛନ୍ତି । ଯଦି ତାଙ୍କ ଅସଲି ଜୀବନ ରେ ତାଙ୍କ ମା ଙ୍କ କଥା କହିବା ତେବେ ତାଙ୍କ ମା ଙ୍କ ନାମ ବିଜୟଲକ୍ଷ୍ମୀ ଘଣ୍ଟା । ଯିଏ ଜଣେ ଗୃହିଣୀ ମହିଳା ଏବଂ ସେ ତାଙ୍କ ଘରକୁ ବହୁତ ଭଲଭାବରେ ଚଳାଇଆସିଛନ୍ତି । ନୈନି ବି ତାଙ୍କ ମା ଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ମା ବି । ମା ପୁଅଙ୍କର ସମ୍ପର୍କ ପୁରା ବନ୍ଧୁ ପରି ।

୪. ଅଭିନେତା ଅଲୁ ଅର୍ଜୁନ ନିଜର ସବୁ ଫିଲ୍ମରେ ଏକ ଭିନ୍ନ ଅବତାରରେ ନଜର ଆସନ୍ତି । ଫ୍ୟାନମାନେ ବି ତାଙ୍କୁ ବହୁତ ପସନ୍ଦ କରନ୍ତି । ଯଦି ତାଙ୍କର ମାଙ୍କ ବିଷୟରେ କହିବା ତେବେ ତାଙ୍କ ମା ଙ୍କର ନାମ ନିର୍ମଲା ଅଲୁ ଅଟେ । ଜିଏକି ନିଜ ଘରକୁ ଭଲ ଭାବରେ ସମ୍ଭାଳନ୍ତି । ଅଲୁ ଅର୍ଜୁନଙ୍କ ମା ବି ଅଲୁ ଅର୍ଜୁନଙ୍କୁ ବହୁତ ଭଲ ପାଆନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ କେଉଁ ଯୋଡି ଟି ସବୁଠୁ ଅଧିକ ଭଲ ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ