SBI ଆଣିଲା ଏକ ଶାନଦାର ଲୋନ ଅଫର, ଏବେହିଁ ଜାଣନ୍ତୁ ତାର ଲାଭ ବିଷୟରେ

ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଟଙ୍କାର ଆବଶ୍ୟକତା ରହି ଅଛି । ଏହାକୁ ଆଖି ଆଗରେ ରଖି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ଗ୍ରାହକ ମାନଙ୍କ ପାଇଁ ସବୁବେଳେ କିଛି ନ କିଛି ନୂଆ ସ୍କିମ ଏବନ ଅଫର୍ସ ଆଣିଥାଏ । ବର୍ତ୍ତମାନ ଏସବିଆଇ ବ୍ୟାଙ୍କ ଦରମା ପାଉଥିବା ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ଭଲ ଅଫର ଆଣୁଛି ଯାହାର ବହୁତ ଭଲ ଲାଭ ମଧ୍ୟ ଅଛି ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Image courtesy: Google

ପ୍ରି ଆପୃବ୍ଡ ଲୋନକୁ ପ୍ରଦର୍ଶନ କରାଯିବ

ଏସବିଆଇ କହିଛି କି ବ୍ୟାଙ୍କ ଦରମା ପାଉଥିବା ଖାତାଧିକାରୀ ମାନଙ୍କ ପାଇଁ ଏକ ନୂଆ ଲୋନ ଅଫର ଆସିବାକୁ ଯାଉଛି । ଏହି ଲୋନ ପରସୋନାଲ ଲୋନ ହେବ । କେବଳ ଦରମା ଶ୍ରେଣୀର ଖାତାଧିକାରୀ ମାନଙ୍କ ପାଇଁ ଆସୁଥିବା ଏହି ଲୋନ ଅଫରର ସବୁଠାରୁ ଖାସ କଥା ଏହା କି ଏହା ପ୍ରି ଆପୃବ୍ଡ ଲୋନ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟାଙ୍କ ଏହି ଲୋନ ସୁଧହାରର କୌଣସି ଘୋଷଣା କରିନାହିଁ । ଏସବିଆଇ ବହୁତ ଶୀଘ୍ର ଏହି ସ୍କିମର ଅଧିକାରିକ ଘୋଷଣା କରିବେ ।

୪୫ ମିନିଟ ସମୟ ଭିତରେ ଲୋନ ବିଷୟରେ କହିଲେ ଏସବିଆଇ

ଷ୍ଟେଟ ବ୍ୟାଙ୍କ ସମ୍ପୂର୍ଣ ଭାବେ ଖୋଲି କହିଛନ୍ତି କି ୪୫ ମିନିଟ ରେ ଲୋନ ମିଳିବା କଥା ସମ୍ପୂର୍ଣ ଭାବେ ମିଛ ଅଟେ ଏବଂ ବ୍ୟାଙ୍କ ଏମିତି କିଛି ସ୍କିମ କିଛି ସ୍କିମ ଆଣୁନାହିଁ ବୋଲି କହିଛନ୍ତି । ବ୍ୟାଙ୍କ ଗ୍ରାହକ ମାନଙ୍କୁ କହିଛି ଯେ କୌଣସି ବି ସୂଚନା ପାଇଁ ବ୍ୟାଙ୍କର ସ୍ଥାନୀୟ ବ୍ରାଞ୍ଚ ସହିତ ସମ୍ପର୍କ କରିବା ପାଇଁ ।

ସୁଧହାର ଉପରେ ହେବ ଏତିକି ପ୍ରତିଶତ ଛାଡ

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସୁଧହାର ଉପରେ ୦.୧୫ ପ୍ରତିଶତ ଛାଡ କରିଛନ୍ତି । ଏହି ଛାଡ ହେବା ପରେ ଧନରାଶି ୭.୪୦ ପ୍ରତିଶତ ରୁ ୭.୨୫ ପ୍ରତିଶତ ହୋଇ ଯାଇଛି । ନୂଆ ସୁଧହାର ୧୦ ମେ ଠାରୁ ଲାଗୁ କରାଯାଇଛି । ଏସବିଆଇ ଲଗାତାର ୧୨ ଥର MCLR କମ କରିଛନ୍ତି । ଚଳିତ ବର୍ଷ ୨୦୨୦-୨୧ ରେ ଦୁଇଥର କମ କରାଯାଇଛି । ଏହା ପୂର୍ବରୁ ଏପ୍ରିଲ ରେ ଏସବିଆଇ ସୁଧହାର ଉପରେ ୦.୩୫ ପ୍ରତିଶତ ଛାଡ କରିଥିଲା । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।