ପ୍ରଥମ ଥର ଦେଖନ୍ତୁ ଓଲିଉଡର ହିରୋ ହିରୋଇନ ମାନଙ୍କ ଭାଇ ଓ ଭଉଣୀ ଦେଖିବାକୁ କେମିତି ?

ଓଡିଆ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଅନ୍ଦାଜ, ଷ୍ଟାଇଲ, ଲୁକ ପାଇଁ ଖୁବ ଚର୍ଚ୍ଚିତ ହୋଇ ରହିଛନ୍ତି । କିଛି କଳାକାର ମାନଙ୍କର ନିଜସ୍ଵ ଲାଇଫ ଷ୍ଟାଇଲ ରହିଛି ଯାହାକୁ ଖୁବ କମ ଲୋକ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଳାକାର ମାନଙ୍କର ଭାଇ ଓ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ।

୧- “ସାତ୍ଵିକ”: ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା “ନୂଆ ବୋହୁ” ସିରିଏଲର ମୁଖ୍ୟ ଚରିତ୍ରରେ ଅଭିନେତା ସାତ୍ଵିକ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର ଜଣେ ସାନ ଭଉଣୀ ଅଛନ୍ତି ।

୨-“ଝିଲିକ ଭଟ୍ଟାଚାର୍ଜ୍ୟ”: ଓଡିଆ ଜଗତର ଅଭିନେତ୍ରୀ ଓ ବେଙ୍ଗଲି ନାୟିକା ଝିଲିକ ଅନେକ ଫିଲ୍ମରେ କାମ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର ଜଣେ ଭାଇ ଅଛନ୍ତି ।

୩- “ଜିନା”: ଟିଭି ଜଗତରେ ଅନେକ ସିରିଏଲ ଓ ଫିଲ୍ମରେ ଅଭିନୟ କରି ଅଭିନେତ୍ରୀ ଜିନା ନିଜର ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ତାଙ୍କର ଜଣେ ଭାଇ ଅଛନ୍ତି ।

୪- “ଲିପି”: ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା “ତାରା ତାରିଣୀ” ସିରିଏଲର ମୁଖ୍ୟ ଭୂମିକାରେ ଅଭିନୟ କରି ଲିପି ତାରିଣୀ ଭୂମିକାରେ ଅଭିନୟ କରି ଏହି ସିରିଏଲଟିକୁ ଆଗକୁ ନେବାରେ ସଫଳ ହୋଇଛନ୍ତି । ତାଙ୍କର ଜଣେ ଭାଇ ଅଛନ୍ତି ।

୫- “ପ୍ରିୟଙ୍କା” ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା “ତେଜସ୍ବିନୀ” ସିରିଏଲରେ ଅଭିନେତ୍ରୀ ପ୍ରିୟଙ୍କା ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିଲେ । ତାଙ୍କର ଜଣେ ଭାଇ ଅଛନ୍ତି ।

୬- “ସ୍ଵରାଜ”: ଶିଶୁ କଳାକାର ଭାବେ ଅଭିନେତା ସ୍ଵରାଜ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଶେ ଅନେକ ଫିଲ୍ମରେ ଅଭିନୟ କରିସାରିଛନ୍ତି । ତାଙ୍କର ୩ଟି ଭଉଣୀ ଅଛନ୍ତି ।

୭- “ଏଲିନା ସାମନ୍ତରାଏ” : “ଇଶକ ତୁ ହି ତୁ” ଫିଲ୍ମରେ ପ୍ରଥମ ଥର ଅଭିନୟ କରି ଅଭିନେତ୍ରୀ ଏଲିନା ଓଡିଆ ଜଗତରେ ପାଦ ଦେଇଥିଲେ । ତାଙ୍କର ଜଣେ ଭାଇ ଅଛନ୍ତି ।

୮- “ଶୀତଳ” : ଓଡିଆ ଜଗତରେ ଭଲ ଅଭିନେତ୍ରୀ ଓ ଡ୍ୟାନ୍ସ କରୁଥିବା ଅଭିନେତ୍ରୀ ଶୀତଳ ଅନେକ ଫିଲ୍ମରେ କାମ କରି ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କର ଜଣେ ସାନ ଭାଇ ଅଛନ୍ତି ।

୯- “ପୁନମ ମିଶ୍ର” : ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମରେ ଅଭିନୟ କରି ଅଭିନେତ୍ରୀ ପୁନମ ମିଶ୍ର ନିଜର ଅଲଗା ଜାଗା ସୃଷ୍ଟି କରିଛନ୍ତି । ତାଙ୍କର ଜଣେ ଭାଇ ଅଛନ୍ତି ।

୧୦- “ରୁଦ୍ରୀ”: ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା “ମାୟା” ସିରିଏଲରେ ଅଭିନେତ୍ରୀ ରୁଦ୍ରୀ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ତାଙ୍କର ଏହି ସାନଦାର ଅଭିନୟ ପାଇଁ “ମାୟା” ସିରିଏଲଟି ତରଙ୍ଗ ଚ୍ୟାନେଲରେ ନମ୍ବର ୱାନ ହୋଇ ପାରିଛନ୍ତି । ତାଙ୍କର ଜଣେ ସାନ ଭାଇ ଅଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।