ଏହି ଦେଶର ମଡେଲ ଙ୍କୁ ମିଳିଲା “ମିସ୍ ୱାର୍ଲ୍ଡ” ର ତାଜ୍, ମାନୁଷୀ ପିନ୍ଧେଇଲେ କ୍ରାଉନ

ଚୀନ ର ସାନ୍ୟା ସହରରେ ଏଥର ମିସ ଓର୍ଲ୍ଡ ର ପ୍ରତିଯୋଗୀତା ର ଆୟୋଜନ କରଯାଇଥିଲା । ଏହି ବର୍ଷ ମିସ ୱୋର୍ଲ୍ଡ ମିକ୍ସିକୋର ବେନେସା ପନ୍ସ ଡୀ ଲିୟୋନଙ୍କର ମୁଣ୍ଡରେ ଲାଗିଥିଲା । ତାଙ୍କୁ ଗତ ବର୍ଷ ମିସ ୱୋର୍ଲ୍ଡ ରହିଥିବା ଭାରତର ମାନୁଷି ଛିଲ୍ଲର ତାଜ ପିନ୍ଧାଇ ଥିଲେ । ଏହି ପ୍ରତିଯୋଗିତାରେ ବେନେସା ୧୧୮ ପ୍ରତିଯୋଗିତାଙ୍କୁ ପଛରେ ପକାଇ ଏହି ତାଜ୍ କୁ ନିଜ ନାମରେ କରି ଥିଲେ ।

ଏହି ପ୍ରତିଯୋଗିତାରେ ପ୍ରଥମ ରନର ଅପ ମିସ ଥାଈଲୈଂଡ ନିକୋଲୀନ ଲିମ୍ସନୁକାନ ଥିଲେ । କହିଦେଉଛୁ ଯେ ପ୍ରିୟଙ୍କା ଚୋପଡାଙ୍କର ୧୭ ବର୍ଷ ପରେ ମାନୁଷି ଏହି ତାଜ ଗତ ବର୍ଷ ଜିତିଥିଲେ ।

ଟପ ୩୦ ଜଣଙ୍କ ମଧ୍ୟରେ ଭାରତର ଅନୁକୃତି ଟପ ୧୨ ଜଣଙ୍କ ମଧ୍ୟରେ ନିଜର ସ୍ଥାନ ବନାଇ ପାରିଲେ ନାହିଁ । ଭାରତର ପ୍ରତିନିଧି କରୁଥିବା ଅନୁକୃତି ଯିଏ ଏକ ଭଲ ନୁର୍ତ୍ୟଶିଳ୍ପୀ ଅଟନ୍ତି । ଏତିକି ନୁହେଁ ସେ ରାଜ୍ୟ ସ୍ତରରେ ଆଥଲେଟ ଅଛନ୍ତି । ଅନୁକୃତିଙ୍କ ମା ଚାହୁଁଥିଲେ କି ସେ ଫ୍ରେଂଡ କୋର୍ସ କରି ଟ୍ରାଂସଲେଟର ହୁଅନ୍ତୁ ।

ସେଠୀ ବେନେସା ଫୁଲ୍ଲ ଟାଇମ ମ୍ଡ଼େଲେ ଥିଲେ । ମିସ ୱୋର୍ଲ୍ଡ ୨୦୧୮ ରେ ଟପ ୩୦ ରେ ବହୁତ ଦେଶର ବ୍ଯୂଟୀ କ୍ୱୀନ ନିଜର ଜାଗା ବନାଇଥିଲେ । ସେହି ଦେଶ ଗୁଡିକ ହେଉଛି ଫ୍ରାଂସ, ଭାରତ, ଚିଲୀ, ବାଂଗ୍ଲାଦେଶ, ମଲେଶିୟା, ମରିଶସ, ମେକ୍ସିକୋ, ନ୍ଯୂଜୀଲୈଂଡ, ସିଂଗାପୁର, ୟୁଗାଂଡା, ଆମେରିକା, ବେନେଜୁଏଲା ଏବଂ ବିୟତନାମ ।

ବେନେସା ହେଲେ ମିସ ୱୋର୍ଲ୍ଡ

ଫୁଲ୍ଲ ଟାଇମ ମଡେଲ ବେନେସା ଡୀ ପନ୍ସଙ୍କର ଜନ୍ମ ୭ ମାର୍ଚ ୧୯୯୨ କୁ ହୋଇଥିଲା । ସେ ପ୍ରଥମ ମଡେଲ ଅଟନ୍ତି ଯାହାଙ୍କ ମୁଣ୍ଡରେ ଏହି ତାଜ ସାଜିଥିଲା । ବେନେସା ଯୂନିୱର୍ସିଟୀ ଫ ଗୁୱାନାଜୂ ଅଟୋ ରେ ଇଂଟରନେଶନଲ କମର୍ସ ର ଡିଗ୍ରୀ ନେଇଥିଲା । ସେ ମଧ୍ୟ ହ୍ଯୂମନ ରାଇଟ୍ସରେ ଡିପ୍ଲୋମା କରିଥିଲେ । ସେ ଭଲିବଲ ଏବଂ ପେଣ୍ଟିଙ୍ଗ କରିବାକୁ ପସନ୍ଦ କରନ୍ତି ।

ମୁଣ୍ଡରେ ତାଜ ସାଜିବା ପରେ ତାଙ୍କର ଖୁସିକୁ ଦେଖିବାର ଥିଲା । ତାଙ୍କୁ ବିଶ୍ଵାସ ହେଉନଥିଲା । ସେ ୬୮ତମ ମିସ ୱୋର୍ଲ୍ଡ ର ଟାଇଟେଲ ଜିତି ସାରିଛନ୍ତି ।

ବହୁତ ଖୁସି ଅଛନ୍ତି ବେନେସା

ବେନେସା କହିଲେ କି ତାଙ୍କୁ ବିଶ୍ଵାସ ହେଉନଥିଲା କି ଏହା ସବୁ ସତ ଅଟେ । ସେ କହିଲେ କି ସେ ନିଜର ଦେଶକୁ ଗର୍ଭ କରାଇବାକୁ ଚାହୁଁଥିଲେ । ସେ କହିଲେ କି ଆସା କରୁଛି ମୁଁ ଆପଣଙ୍କ ହୃଦୟକୁ ଛୁଇଁ ପାରିଛି ।

ଆପଣଙ୍କୁ କେମିତି ଲାଗିଲା ଆମର ତଳେ ଥିବା କମେନ୍ଟ ବକ୍ସ ରେ ଲଖେନ୍ତୁ । ଏବଂ ଏହାକୁ ନିଜର ବନ୍ଧୁମାନଙ୍କ ସହ ସେୟାର କରନ୍ତୁ ।