ମୌନୀ ରାୟଙ୍କର ପୁରୁଣା ଫୋଟୋ ଦେଖିଲେ ଲାଗିବ ଝଟକା, ଆଗରୁ ଏତେ ସୁନ୍ଦର ନ ଥିଲେ ” ନାଗିନ”

ସମୟ ସମସ୍ତଙ୍କୁ ବଦଳାଇ ଦେଇ ଥାଏ, ମଣିଷ ନିଜର ଭାବନା କୁ କିମ୍ବା ତାହାର ଚାଲି-ଚଳନ ବି, ଯେତେବେଳେ ଆପଣ କେତେ ବର୍ଷ ପରେ କାହା ସହିତ ଦେଖା କରୁଛନ୍ତି ତେବେ ତାଙ୍କୁ ଚିହ୍ନି ପାରନ୍ତି ନାହିଁ ଏହା ଆପଣଙ୍କ ସହ ମଧ୍ୟ ହେଉଥିବ । ଆପଣ ବି କୌଣସି ଲାମ୍ବା ସମୟପରେ କାହା ସହିତ ଦେଖା କରନ୍ତି ତେବେ ଲୋକମାନେ ବି ଆପଣଙ୍କୁ ଚିହ୍ନି ପାରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏମତି ଏକ ଝିଅ ମୌନୀ ରୟ (Mouni Roy) ବିଷୟରେ କହିବାକୁ ଯାଉଛୁ ଯାହା ଭିତରେ ସମୟ ସହିତ ଏତେ ଚେଞ୍ଜେସ ଆସିଲା କି ଆପଣ ନିଜେ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରଥମ ଫଟୋ ମୌନୀ ରୟଙ୍କର

‘ଷ୍ଟାର ପ୍ଲସ’ ରେ ଆସୁଥିବା ‘ଏକତା କପୁର’ଙ୍କ ଧାରାବାଇକ ‘କ୍ଯୋଂକି ସାସ ଭୀ କଭୀ ବହୂ ଥି’, ଏହି ଧାରାବାଇକ ରେ ତୁଲସୀ ର ଅଭିନୟ କରୁଥିବା ଝିଅ କୃଷ୍ଣା ତୁଲସୀ ମାନେ ମୌନୀ ରୟ, ଯେଉଁ ଫଟୋ ଆପଣ ଉପରେ ଦେଖୁଛନ୍ତି ସେ ମୌନୀ ରୟ ଅଟନ୍ତି ଯିଏ ଆଜିଠୁ ପ୍ରାୟ ୧୧ ବର୍ଷ ପୁରବାରୁ ଏହି ଧାରାବାଇକ ଜରିଆରେ ଟିବି ଇଣ୍ଡଷ୍ଟ୍ରି ରେ ଗୋଡ ରଖିଥିଲେ ।

ମୌନୀ ରୟଙ୍କର ଟିଭି ଠୁ ଆରମ୍ଭୀ କରି ଫିଲ୍ମ ପର୍ଯ୍ୟନ୍ତ

ମୌନୀ ରୟ ୨୦୦୭ ରେ ଷ୍ଟାର ପ୍ଲସ ରେ କ୍ଯୋଂକି ସାସ ଭୀ କଭୀ ବହୂ ଥି’ ରୁ ନିଜର କାରିୟର ଆରମ୍ଭ କରିଥିଲେ । ଏହା ପରେ ୨୦୦୮ ରେ ଡାଂସ ରିଏଲିଟୀ ଶୋ ‘ଜରା ନଚ କେ ଦିଖା’ ରେ କଂଟେସ୍ଟେଂଟ ଏବଂ ଗୋଟେ ପରେ ଗୋଟେ ମୌନୀ ରୟ ବହୁତ ଧାରାବାଇକ ରେ କାମ କରିଛନ୍ତି ।

ମୌନୀ ରୟଙ୍କୁ ମିଳିଲା ବଡ ପରିଚୟ

ସେ ବହୁତ ଟିଭି ଚାନେଲ ର କାମ ଅକଲେ କିନ୍ତୁ ତାଙ୍କୁ ୨୦୧୧ ରେ ‘ଲାଇଫ ଓକେ’ ରେ ଆରମ୍ଭ ହୋଇଥିବା ଶୋ “ଦେବୋଂ କେ ଦେବ ମହାଦେବ ସେ” ରେ ବଡ ପରିଚୟ ମିଳିଲା । ଏଥିରେ ସେ ସତିର ରୋଲ କରିଥିଲେ ଏବଂ ଏଥିରୁ ହିଁ ସେ ପପୁଳାର ହୋଇଥିଲେ ।

ଏହା ପରେ ସେ ଗୋଟେ ପରେ ଗୋଟେ ସୋ କରି ପପୁଳାର ହେବାକୁ ଲାଗିଲେ । ଏହା ପରେ ତାଙ୍କୁ ୨୦୧୫ ରେ କଲର୍ସ ଟୀଭି ର ଶୋ ‘ନାଗିନ’ ରେ ବ୍ରେକ ମିଳିଲା । ଏଥିରେ ସେ ଦେଶ ସାରା ଲୋକମାନଙ୍କର ହୃଦୟ ଜିତି ନେଲେ ।

ଏହା ପରେ ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ଗୋଲ୍ଡ’ ରେ କାମ କରିଛନ୍ତି । ଏହା ପରେ ସେ ‘ବ୍ରହ୍ମାସ୍ତ୍ର’ ରେ ମଧ୍ୟ ରଣବୀର କପୁରଙ୍କ ସହ କାମ କରୁଛନ୍ତି ।

ଉପରେ ଦିଆ ଯାଇଥିବା ତାଙ୍କର ୧୦ ବର୍ଷ ର ପୁରୁଣା ଫଟୋ ।