ସୁନ୍ଦରତାରେ କୌଣସି Bollywood ହିରୋଇନ ଙ୍କ ଠାରୁ କମ ନୁହଁନ୍ତି Aishwarya Rai ଙ୍କ ଭାଉଜ, ବିଶ୍ଵାସ ହେଉନି ତ ଦେଖନ୍ତୁ ଫଟୋ

ମିସ ୱାର୍ଲ୍ଡ ଐଶ୍ୱର୍ୟା ରାୟ ବଚ୍ଚନ ଦୁନିଆର ସବୁଠୁ ସୁନ୍ଦର ମହିଳା ଅଟନ୍ତି । କହିବାକୁ ଗଲେ ପ୍ରିୟଙ୍କା ଚୋପଡା ଓ ଦୀପିକା ପାଦୁକୋଣ ହଲିଉଡରେ ଏଣ୍ଟ୍ରି କରିସାରିଛନ୍ତି କିନ୍ତୁ ଐଶ୍ୱର୍ୟା ରାୟ ବଚ୍ଚନ ହିଁ ଥିଲେ ଯିଏକୁ ପ୍ରଥମ ଥର ବଲୀଉଡକୁ ଇଣ୍ଟରନ୍ୟାସନାଲ ଲେବୁଲ ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ ଓ ନିଜର ଲକ୍ଷ ଲକ୍ଷ ଫ୍ୟାନଙ୍କୁ ନିଜର ଦିବାନା କରିଥିଲେ । ଐଶ୍ୱର୍ୟା ରାୟ ବଚ୍ଚନ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଐଶ୍ୱର୍ୟା ରାୟ ବଚ୍ଚନଙ୍କୁ ତାଙ୍କର କିଛି ଫିଲ୍ମ ପାଇଁ ତାଙ୍କୁ ବହୁତ ପୁରସ୍କୃତ ମଧ୍ୟ କରାଯାଇସାରିଛି ।

କହିଦେଉଛୁ କି ଐଶ୍ୱର୍ୟା ରାୟ ବଚ୍ଚନ ସଲମାନ ଖାନ ଓ ବିବେକ ଓବରାୟଙ୍କୁ ଡେଟ କରିସାରିଛନ୍ତି । କିନ୍ତୁ ଦୁଇ ଜଣଙ୍କ ଠାରୁ ଅଲଗା ହେବା ପରେ କିଛି ଦିନ ପରେ ଫିଲ୍ମ ଗୁରୁର ସେଟ ଉପରେ ଅଭିଷେକ ବଚ୍ଚନ ତାଙ୍କୁ ପ୍ରପୋଜ କରିଥିଲେ । ଏହା ପରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ।

ଏହି ଦମ୍ପତ୍ତି ନିଜ ବିବାହ ପରେ ବହୁତ ଖୁସିରେ ଅଛନ୍ତି । ଏହା ସହିତ ଏହି ଦୁଇ ଜଣଙ୍କର ଗୋଟିଏ ଝିଅ ବି ଅଛି । ଯାହାର ନାଁ ଆରାଧ୍ୟା ଅଟେ । ବଲୀଉଡ ଇଣ୍ଡଷ୍ଟ୍ରିର ବଚ୍ଚନ ପରିବାରକୁ ତ ସମସ୍ତେ ଜାଣିଛନ୍ତି । କିନ୍ତୁ ବହୁତ କମ ଲୋକମାନେ ଅଛନ୍ତି ଯେଉଁମାନେ ଐଶ୍ୱର୍ୟା ରାୟ ବଚ୍ଚନଙ୍କ ପରିବାରଙ୍କୁ ରୟ ପରିବାରକୁ ଜାଣିଛନ୍ତି । ବର୍ତ୍ତମାନ କିଛି ଦିନ ତଳେ ଐଶ୍ୱର୍ୟା ରାୟ ବଚ୍ଚନଙ୍କ ଗୋଟିଏ ଫଟୋ ସାମ୍ନାକୁ ଆସିଥିଲା ।

ଯେଉଁଥିରେ ତାଙ୍କର ମା, ଭାଇ ଭାଉଜ ଓ ତାଙ୍କର ପିଲାମାନେ ନଜର ଆସୁଛନ୍ତି । କହିଦେଉଛୁ କି ଐଶ୍ୱର୍ୟା ରାୟ ବଚ୍ଚନଙ୍କ ଭାଇଙ୍କ ନାଁ ଆଦିତ୍ୟ ରୟ ଅଟେ । ଆଦିତ୍ୟ ରୟ ମରଚାନ୍ଟ ନେଭିରେ ଇଞ୍ଜିନିୟର ଥିଲେ ଓ ଏହା ସହିତ ସେ ଫିଲ୍ମ ‘ଦିଲ କେ ରିସ୍ତେ’ର ପ୍ରଡ୍ୟୁସର ବି ରହିସାରିଛନ୍ତି ।

ଯେଉଁଥିରେ ଐଶ୍ୱର୍ୟା ରାୟ ବଚ୍ଚନ ଲିଡ ରୋଲରେ ନଜର ଆସିଥିଲେ । ଯଦି ତାଙ୍କର ଭାଉଜଙ୍କ ବିଷୟରେ କହିବା ତେବେ ତାଙ୍କର ଭାଉଜଙ୍କ ନାଁ ଶ୍ରୀମା ରୟ ଅଟେ । ଖବର ଅନୁସାରେ ଐଶ୍ୱର୍ୟା ଓ ତାଙ୍କ ଭାଉଜ ଶ୍ରୀମା ରୟଙ୍କ ମଧ୍ୟରେ ନିବିଡ ସମ୍ପର୍କ ଅଛି । ଗତ କିଛି ଦିନ ତଳେ ପୁରା ରୟ ପରିବାର ବଚ୍ଚନ ପରିବାର ସହ ନଜର ଆସିଥିଲା ।

ଐଶ୍ୱର୍ୟା ରାୟଙ୍କ ଭାଉଜଙ୍କ ବିଷୟରେ କହିବା ତେବେ ଶ୍ରୀମା ରୟ ଦେଖିବାକୁ ବହୁତ ସୁନ୍ଦର ନଜର ଆସନ୍ତି । କିଛି ଲୋକମାନେ ଏହା ବି କୁହନ୍ତି କି ଐଶ୍ୱର୍ୟା ରାୟଙ୍କ ଠାରୁ ତାଙ୍କର ଭାଉଜ ଆହୁରି ଅଧିକ ସୁନ୍ଦର ଅଟନ୍ତି । ଶ୍ରୀମା ରୟ ଜଣେ ଗୃହୁଣୀ ଅଟନ୍ତି କିନ୍ତୁ ସେ ଫ୍ୟାସନ ମାମଲାରେ ବି ପଛରେ ନାହାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।