ଯେତେବେଳେ ପବନରେ ଉଡିଗଲା Rakul Preet Singh ଙ୍କ ଛୋଟ ସ୍କର୍ଟ, ସମସ୍ତଙ୍କ ସାମ୍ନା ରେ Rakul Preet ହେଲେ ଲଜ୍ଜିତ, ଭାଇରାଲ ହେଲା ଭିଡିଓ

ବଲୀଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ସାଉଥ ସିନେମା ଠାରୁ ନେଇ ବଲୀଉଡ ପର୍ଯ୍ୟନ୍ତ ନିଜର ଏକ ଖାସ ପରିଚୟ ତିଆରି କରିବାରେ ସଫଳ ହୋଇଛନ୍ତି । ତାଙ୍କ ପାଖରେ ବଲୀଉଡ ଓ ଟଲୀଉଡ ଦୁଇଟି ଇଣ୍ଡଷ୍ଟ୍ରିରେ ହିଁ ବହୁତ ଫିଲ୍ମ ଅଛି । ଏହା ସହିତ ଅଭିନେତ୍ରୀ ନିଜର ଷ୍ଟାଇଲିସ ଫଟୋକୁ ନେଇ ବି ବହୁତ ଚର୍ଚାରେ ରହିଥାନ୍ତି । କିନ୍ତୁ ଏହି ଷ୍ଟାଲିସ ଡ୍ରେସ ସେତେବେଳେ ସମସ୍ୟା ଛିଡା କରିଦିଏ ଯେତେବେଳ ସେମାନେ ଏହି ଡ୍ରେସ କାରଣରୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହୋଇ ଯାଆନ୍ତି ।

ଏହିଭଳି କିଛି ରକୁଲ ପ୍ରୀତ ସିଂହଙ୍କ ସହ ବି ହୋଇଛି । କହିଦେଉଛୁ କି ବର୍ତ୍ତମାନ କିଛି ଦିନ ତଳେ ହିଁ ରକୁଲ ପ୍ରୀତ ସିଂହ ନଜର ଆସିଥିଲେ । ଏହି ସମୟରେ ସେ ବହୁତ ଗ୍ଲାମରସ ଅନ୍ଦାଜରେ ନଜର ଆସୁଥିଲେ ।

ସେ ଏହି ସମୟରେ ହଳଦିଆ ରଙ୍ଗର ଏକ ଛୋଟ ଡ୍ରେସ ବି ପିନ୍ଧି ଥିଲେ । ଏହା ସହିତ ସେହି ଡ୍ରେସ ଉପରେ ସେ ଏକ ଡେନିମର ଜ୍ୟାକେଟ ବି ପିନ୍ଧି ଥିଲେ । ଏହା ସହିତ ଖୋଲା କେସ, ଅଳ୍ପ ମେକଅପ ଓ ଚଷମା ପିନ୍ଧିଥିଲେ । ରକୁଲ ପ୍ରୀତ ସିଂହଙ୍କ ଏହି ଅନ୍ଦାଜ ଫ୍ୟାନମାନଙ୍କୁ ବହୁତ ପସନ୍ଦ ବି ଆସୁଥିଲା । କହିବାକୁ ଗଲେ ରକୁଲ ପ୍ରୀତ ସିଂହ ସପ୍ଟ ହେବା ମାତ୍ରେ ହିଁ ମିଡିଆ ତାଙ୍କୁ ଫଟୋ କିଳ୍କ କରିବା ପାଇଁ ଅଟକାଇ ଦେଲା । ଏହି ସମୟରେ ସେ ବହୁତ ପୋଜ ଦେଉଥିବାର ବି ନଜର ଆସିଲେ ।

କିନ୍ତୁ ପୋଜ ଦେବା ସମୟରେ ପ୍ରବଳ ବେଗରେ ପବନ ହେଲା ଯେଉଁ କାରଣରୁ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ଡ୍ରେସ ଉଡିବାକୁ ଲାଗିଲା । ଏହା ପରେ କୌଣସି ପ୍ରକାରରେ ସେ ଏହାକୁ ସମ୍ଭାଳି ନେଲେ । କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ଫଟୋ ଉଠି ସାରିଥିଲା । ଏହା ପରେ ଯେତେବେଳେ ଇଂସ୍ଟାଗ୍ରାମରେ ଜଣେ ସେଲିବ୍ରେଟି ଫଟୋଗ୍ରାଫର ରକୁଲ ପ୍ରୀତ ସିଂହଙ୍କ ଭିଡିଓ ଶେୟାର କରିଲେ ତେବେ ବଲୀଉଡ ଷ୍ଟାରମାନେ ତାଙ୍କ ଉପରେ ରାଗିଗଲେ ।

ଯଦି ରକୁଲ ପ୍ରୀତ ସିଂହଙ୍କ ବିଷୟରେ କହିବା ତେବେ ସେ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହନ୍ତି । କହିଦେଉଛୁ କି ରକୁଲ ପ୍ରୀତ ସିଂହ ନିଜର କ୍ୟାରିୟରର ଆରମ୍ଭ କନ୍ନଡ ଫିଲ୍ମ ଗିଲିରୁ କରିଥିଲେ । ଏହା ପରେ ସେ ତାମିଲ ଓ ତେଲୁଗୁ ଭାଷାର ଅନ୍ୟ କେତେକ ଫିଲ୍ମରେ ବି ନଜର ଆସିଛନ୍ତି । ଏହା ପରେ ସେ ୨୦୧୪ରେ ଫିଲ୍ମ ‘ୟାରିୟା’ରୁ ବଲୀଉଡକୁ ଡେବ୍ୟୁ କରିଥିଲେ । ଏହା ପରେ ସେ ତାମିଲ, ତେଲୁଗୁ ଓ ହିନ୍ଦୀର ଅନ୍ୟ କେତେକ ଫିଲ୍ମରେ ବି ନଜର ଆସିଛନ୍ତି ।

ଏହା ଛଡା ରକୁଲ ପ୍ରୀତ ସିଂହ ବର୍ତ୍ତମାନ ଗୋଟିଏ ବଡ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି । ସେ ଜଲ୍ଦି ହିଁ ବଲୀଉଡର ମହାନାୟକ ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ସହ ଫିଲ୍ମରେ ନଜର ଆସିବେ । ଏହା ସହିତ ସେ ଅନ୍ୟ କେତେକ ଫିଲ୍ମର ଶୁଟିଙ୍ଗରେ ବି ବ୍ୟସ୍ତ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।