ବାଛନ୍ତୁ ନିଜ ପସନ୍ଦର ସର୍କସ ର କୌଣସି ଗୋଟିଏ ଚିତ୍ର ଓ ଜାଣନ୍ତୁ କଣ ଅଟେ ଆପଣଙ୍କର ସବୁଠୁ ବଡ କମଜୋରି – Personality Test

ଆମେ ସବୁବେଳେ ଭଲଟାକୁ ଖୋଜିବା ପାଇଁ ଚେଷ୍ଟା କରିଥାଉ । ଆମେ ଜାଣିବାକୁ ଚାହୁଁ ଯେ ଆମ ଭିତରେ କଣ କଣ ଭଲ ଗୁଣ ଲୁଚିକି ଅଛି । ଆମର ସବୁଠୁ ବଡ ଖରାପ ଗୁଣ ହେଲା ଆମର ଦୁର୍ବଳତା । କୌଣସି ଜଣେ ବୁଦ୍ଧିମାନ ପୁରୁଷ କହିଛନ୍ତି ଯେଉଁ ବ୍ୟକ୍ତି ଦୁର୍ବଳତାକୁ ସୁଧାରୀ  ନିଅନ୍ତି  ସେମାନେ ଜୀବନରେ ବହୁତ ସଫଳତା ପାଇଥାଆନ୍ତି । ଏହି ଦୁର୍ବଳତା କଣ ଅଟେ କିଭଳି ଏହାକୁ ଜାଣିବା ସମସ୍ତଙ୍କ ପାଇଁ ଚର୍ଚାର ବିଷୟ ହୋଇଥାଏ । ଆପଣ ଜୀବନରେ ସର୍କସ ଦେଖିଥିବେ ।

ସର୍କସରେ ଯେଉଁ ଚରିତ୍ରରେ ଲୋକମାନେ  ଅଛନ୍ତି  ତାଙ୍କୁ ଭଲ ଭାବରେ ଜାଣିଥିବେ । ସର୍କସର କିଛି ଚରିତ୍ର ମଧ୍ୟରୁ ଗୋଟିଏ  ଚରିତ୍ରକୁ ପସନ୍ଦ କରନ୍ତୁ ଯାହାଦ୍ବାରା କି  ଆମେ  ଆପଣଙ୍କୁ କହିବୁ ଯେ ଆପଣଙ୍କର ଦୁର୍ବଳତା କି ପ୍ରକାରର ଅଟେ ଓ ଏହି ଦୁର୍ବଳତା କିଭଳି ଆପଣଙ୍କର ସଫଳତା ପଛରେ ବାଧା ଦେଇଥାଏ ।

ଯୋକର

ଯଦି ସର୍କସର ଏହି ଚରିତ୍ରଟାକୁ ପସନ୍ଦ ଆସିଛି ତେବେ ଆପଣଙ୍କର ସବୁଠୁ ବଡ ଦୁର୍ବଳତା ହେଉଛି କିଛି ଆପଣ କାହାକୁ କୌଣସି କଥାରେ ନା କରିପାରିବେ ନାହିଁ । ଆପଣ ଚାହିଁଲେ ମଧ୍ୟ କାହାକୁ ମନା କରିପାରିବେ ନାହିଁ ସେ ସ୍ଵାର୍ଥପର ଲୋକ ହେଉ କି ଶତ୍ରୁ ଲୋକ ହେଉ କିନ୍ତୁ ଏହି ଅଭ୍ୟାସ ଆପଣଙ୍କୁ ସମସ୍ୟାରେ ନିଶ୍ଚୟ ପକେଇ ଦେଇପାରିବ । ଯଦି ଆପଣଙ୍କୁ କେହି ସାହାଜ୍ୟ କରିବା ପାଇଁ କହୁଛନ୍ତି ଆପଣଙ୍କର  ଇଚ୍ଛା ନ ଥିଲେ ମଧ୍ୟ ତାକୁ ସାହାଜ୍ୟ କରିଥାଆନ୍ତି ।ଆପଣ ଏହି ଅଭ୍ୟାସକୁ  ସମୟ ଅନୁସାରେ ନିୟନ୍ତ୍ରଣ କରନ୍ତୁ । ଯାହାଦ୍ଵାରା କି ଆପଣ ଠିକ ସମୟରତେ ଠିକ ନିସ୍ପତି ନେବାରେ ସଫଳ ହେବେ ।

ପଶୁ ଟ୍ରେନର

ଏହି ଚରିତ୍ରଟିକୁ ଯଦି ବାଛିଛନ୍ତି ତେବେ ଆପଣ କାହା ସହିତ ବ୍ୟକ୍ତି ଗତ ସମ୍ପର୍କ ବନେଇବାକୁ ହେଲେ ଟିକେ ଦୁର୍ବଳତା ରହିଥାଏ । ଆପଣ ସମସ୍ତଙ୍କ ସହିତ କଥା କହିଦିଅନ୍ତି । କିନ୍ତୁ କାହାକୁ ବି ହେଲେ ନିଜ ସାଥିରେ ନେଇକି ଚାଲିପାରନ୍ତି ନାହିଁ । ସରକସରେ ଥିବା ପଶୁ ମାନଙ୍କର ଶିକ୍ଷକ ପଶୁ ମାନଙ୍କର ଚାଲିଚାଳନକୁ ଦେଖି ତାଙ୍କ ସହିତ ସବନ୍ଧ ରଖିଥାଆନ୍ତି । ସେହିପରି ଆପଣ ଅନ୍ୟମାନକ କଥାକୁ ଗୁରୁତ୍ଵ ଦେବା ଉଚ୍ଛିତ । ବିଚାର ଓ ବ୍ୟବହାରକୁ ଧ୍ୟାନରେ ରଖିକି କଥା କହିବା ଉଚିତ ।

ଦଉଡି ଚଢାଳୀ

ଏହି ଚରିତ୍ରାଟାକୁ ଯଦି ପସନ୍ଦ କରିଛନ୍ତି ତେବେ ଆପଣ ସବୁବେଳେ ନିଜକୁ ସାମାନ୍ୟ ଓ ନିରାଶବାଦି ବୋଲି ମାନିଥାଆନ୍ତି । ସେଥିପାଇଁ ଆପଣ ସବୁବେଳେ ଚାପରେ ରହିଥାଆନ୍ତି । ଆପଣ ନିଜର ଭାବନାକୁ ବିକାଶ କରିବା ଜରୁରୀ ଅଛି । ଆପଣ ହେଉଛନ୍ତି କରିସମା ଯେଉଁଦିନ ଆପଣ ଏଭଳି ଭବିବେ ଆପଣ ନିଜ ଭିତରେ ପରିବର୍ତନ ଦେଖିବେ । ସମସ୍ତଙ୍କୁ ପ୍ରେରିତ କରି ଦେଖାନ୍ତୁ ଯେ ଆପଣ ବହୁତ ସ୍ପେଶଲ ଅଟନ୍ତି । ଏଭଳି କରିବା ଦ୍ଵାର ଆପଣ ସକାରାତ୍ମକ ହୋଇଯିବେ । ଜୀବନରେ ଯାହା ବି ଲକ୍ଷ ଅଛି ତାହା ନିଶ୍ଚୟ ପୁରୁଣ ହୋଇଯିବ ।

ଜାଦୁଗର

ଏହି ଚରିତ୍ରକୁ ଯଦି ପସନ୍ଦ କରିଛନ୍ତି ତେବେ ନିଜ ବିଚାର ଧାରାକୁ ଯଦି ଉପରେ ରଖିଛନ୍ତି । ଆପଣଙ୍କର ସବୁଠୁ ବଡ ଦୁର୍ବଳତା ଅଟେ । ଆପଣ ସେଇ କଥାଟାକୁ ବୁଝନ୍ତି ଯେଉଁଟା ଆପଣଙ୍କ ମୁଣ୍ଡରେ ବୁଦ୍ଧି ଆସିଥାଏ । ସେଥିପାଇଁ ଆପଣ ଛୋଟୋ ଛୋଟୋ କଥାରେ ଉତ୍ତେଜିତ ହୋଇ ତାକୁ ବଡ ଝଗଡାରେ ପରିଣତ କରିଦେଇଥାଆନ୍ତି । ସେଥିପାଇଁ କୌଣସି କଥାକୁ କହିବା ଆଗରୁ କଥାଟିକୁ ବୁଝାନ୍ତୁ । ତାପରେ ନିଜର ବିଚାରକୁ ରଖନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।