9 ମାସର ପ୍ରେଗନେଣ୍ଟ Kareena Kapoor ହଟ ଟାଇଟ ଡ୍ରେସ ରେ ଦେଖାଇଲେ Heavy ବେବି ବମ୍ପ, ଭାଇରାଲ ହେଉଛି ଫଟୋ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ‘କରିନା କପୁର’ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ୨୦୧୨ ମସିହାରେ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ସୈଫ ଅଲ୍ଲୀ ଖାଁ ଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ଏହି ଅଭିନେତ୍ରୀ ପ୍ରେଗନେଣ୍ଟ ଅଛନ୍ତି । କରିନା କପୁର ଏହି ସମୟରେ ମଧ୍ୟ ନିଜର ୱାର୍କ କମିଟମେଣ୍ଟ କୁ ପୂର୍ଣ କରିବା ନିମନ୍ତେ କଦାପି ପଛଘୁଞ୍ଚା ଦେଇ ନାହାନ୍ତି । ଏହି ଅଭିନେତ୍ରୀ ଜଣକ କିଛି ଦିନ ପୂର୍ବରୁ ମୁମ୍ବାଇ ରେ ଏକ ଫିଲ୍ମ ସେଟ ରେ ହ୍ଵାଟ ୱୋମେନ୍ସ ୱାଣ୍ଟ’ ର ସେଟ ରେ ତାଙ୍କୁ ସ୍ପଟ କରାଯାଇଥିଲା ।

ଯେଉଁଥିରେ ଏକ ଗ୍ରେ କଲର ର ଡ୍ରେସ ରେ ଅଭିନେତ୍ରୀ କରିନା କପୁର ଖୁବ ସୁନ୍ଦର ଦେଖା ଯାଉଥିଲେ ଏବଂ ତାଙ୍କ ବେବି ବମ୍ପ ସମ୍ପୂର୍ଣ୍ଣ ରୂପରେ ଦେଖା ଯାଉଥିଲା ଏବଂ ତାଙ୍କର ସେହି ଅନ୍ଦାଜ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ବନ୍ଧୁଗଣ ଆପଣ ମାନେ ଏହି ଫଟୋ ମାଧ୍ୟମରେ କରିନା ଙ୍କ ବେବି ବମ୍ପ କୁ ନିଶ୍ଚିତ ଭାବରେ ଦେଖି ପାରୁଥିବେ ଯେଉଁଥିରେ ସେ ବହୁତ ଗ୍ଲାମର ଦେଖା ଯାଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତ୍ରୀ କରିନା କପୁର ଏହି ବର୍ଷ ଫେବୃଆରୀ ମାସରେ ନିଜ ଦ୍ୱିତୀୟ ସନ୍ତାନ ଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି ।

ବଲିଉଡ ଅଭିନେତ୍ରୀ କରିନା କପୁର ଖାଁ ଙ୍କୁ ମୁମ୍ବାଇ ରେ ଏକ ବହୁତ ସୁନ୍ଦର ଅନ୍ଦାଜ ରେ ସ୍ପଟ କରା ଯାଇଥିଲା ଏବଂ ତାଙ୍କର ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ମଧ୍ୟ ହୋଇଥିଲା । କରିନା କପୁର ପ୍ରେଗନେଣ୍ଟ ଅଛନ୍ତି କିନ୍ତୁ ଏହି ସମୟରେ ତାଙ୍କ ଫେସିଆଲ ଷ୍ଟେଟମେଂଟ ମିଡିଆ ସାମ୍ନାରେ ବହୁତ ମାତ୍ରାରେ ଚର୍ଚ୍ଚା ରେ ଆସିଥିଲା । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ କରିନା ନିଜର ଏହି ବଡି ଫିଟିଙ୍ଗ ଡ୍ରେସରେ ବହୁତ ହଟ୍ ଏବଂ ଗ୍ଲାମରିଅସ ଦେଖା ଯାଉଛନ୍ତି ଏବଂ ଏଥିରେ ସେ ଗ୍ଲାମର ପୋଜ ଦେଉଥିବାର ନଜର ରେ ଆସୁଛି ।

ଅଭିନେତ୍ରୀ କରିନା ନିଜର ହାଇ ହିଲ ଙ୍କୁ ନେଇ ମଧ୍ୟ ପ୍ରାୟ ଚର୍ଚ୍ଚା ରେ ଆସିଛନ୍ତି । ବନ୍ଧୁଗଣ ଆପଣ ମାନେ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ଯେ, କରିନା ବ୍ଲାକ କଲର ର ହାଇ ହିଲ ପିନ୍ଧିଛନ୍ତି ଏବଂ ଏହା ସହିତ ନ୍ୟୁଡ଼ ମେକଅପ ଏବଂ ଓପେନ ହେୟାର ରେ କରିନା ଖୁବ ସୁନ୍ଦର ଦେଖା ଯାଉଛନ୍ତି । କରିନା ଙ୍କ ଏହି ପ୍ରେଗନେଣ୍ଟ ଗେଟଅପ ଦେଖି ଏହା କହିବା ମଧ୍ୟ ଭୁଲ ହେବ ନାହିଁ ଯେ, ସେ ନିଜର ଏହି ଲୁକ କୁ ନେଇ ଲାଇମ ଲାଇଟ ରେ ବନି ରହିଛନ୍ତି ଏବଂ ସମସ୍ତ ଦର୍ଶକ ଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛନ୍ତି ।

ବର୍ତ୍ତମାନ କରିନା ନିଜର ପ୍ରେଗନେନସି ଟାଇମ ରେ ବହୁତ ୱେଟ୍ ମଧ୍ୟ ଗେନ କରିସାରିଛନ୍ତି । ଅଭିନେତା ସୈଫ ଅଲ୍ଲୀ ଖାଁ ମଧ୍ୟ ବର୍ତ୍ତମାନ କରିନା ଙ୍କ ଖୁବ ଯତ୍ନ ନେଉଛନ୍ତି ଏବଂ ସେଟ ରେ ମଧ୍ୟ ତାଙ୍କ ସହିତ ରହୁଛନ୍ତି । ପ୍ରେଗନେନସି ଟାଇମ ର ପ୍ରତି ମୁହୂର୍ତ୍ତ କୁ କରିନା ଏବଂ ସୈଫ ଏକାଠି ବିତାଉଛନ୍ତି ।

ଅଭିନେତ୍ରୀ କରିନା କପୁର ଙ୍କ ଫିମେଲ ଫାନ୍ସ ମାନଙ୍କ କହିବା ଅନୁସାରେ କରିନା ନିଜର ପ୍ରେଗନେନସି ଟାଇମରେ ପିନ୍ଧୁଥିବା ଡ୍ରେସ ବହୁତ କମ୍ଫଟେବଲ ଏବଂ ଷ୍ଟାଇଲିସ ଅଟେ । କରିନା ଙ୍କୁ ମୁମ୍ବାଇ ର ଏକ ଫିଲ୍ମ  ସେଟ ରେ ଅରେଞ୍ଜ ଡ୍ରେସରେ ମଧ୍ୟ ସ୍ପଟ କରା ଯାଇଥିଲା ଯେଉଁଥିରେ ସେ ଖୁବ ସୁନ୍ଦର ଦେଖା ଯାଉଥିଲେ ।

ବର୍ତ୍ତମାନ କରିନା ନିଜ ପତି ସୈଫ ଅଲ୍ଲୀ ଖାଁ ଏବଂ ପୁଅ ତୈମୁର ଙ୍କ ସହ ଧର୍ମଶାଳା ରେ କିଛି ଦିନ ସମୟ ଅତିବାହିତ କରି ପୁଣିଥରେ ମୁମ୍ବାଇ ଫେରି ଆସିଛନ୍ତି ଏବଂ ନିଜ କାର୍ଯ୍ୟ ରେ ବ୍ୟସ୍ତ ରହୁଛନ୍ତି । ସଂକ୍ଷେପରେ କହିବାକୁ ଗଲେ ଫ୍ୟାସନ ମାମଲାରେ କରିନା କପୁର ଙ୍କୁ ଟକ୍କର ଦେବା କାଠିକର ପାଠ ଅଟେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ