ବହୁତ ଜଲ୍ଦି Bollywood ରେ ଡେବ୍ୟୁ କରିବାକୁ ଯାଉଛନ୍ତି Bollywood ର ଏହି 6 ଜଣ ଷ୍ଟାର ଙ୍କ ଭଉଣୀ

ବଲିଉଡ ଜଗତରେ ଅଭିନୟ କରି ଅନେକ କଳାକାର ମାନେ ନିଜର ସାନଦାର ଅଭିନୟରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ବତନ୍ତ ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେମାନେ ନିଜର ଅନ୍ଦାଜ, ଲୁକ, ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ମଧ୍ୟ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ବଲିଉଡ ଜଗତକୁ ଅନେକ ହିଟ ଫିଲ୍ମ ଦେଇ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ପାଇଁ ଡେବ୍ୟୁ କରି ସାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉ ମାନଙ୍କର ଭଉଣୀ ମାନେ ବର୍ତ୍ତମାନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

୧- ଅଭିନେତ୍ରୀ ପ୍ରୀତି ସନଙ୍କାଙ୍କ ସାନ ଭଉଣୀ ନୁପୁର ସନଙ୍କା ଯିଏ ଜଣେ ଭଲ ସିଙ୍ଗର ଭାବେ ପରିଚିତ ଅଟନ୍ତି । ୨୦୧୯ ରେ ନୁପୁର ସନଙ୍କା ଫିଲହାଲ ଫିଲ୍ମରେ ଅଭିନେତା ଅକ୍ଷୟ କୁମାରଙ୍କ ସହ ଗୀତା ଗାଇ ସାରିଛନ୍ତି । ତାଙ୍କର ଏହି ଗୀତାକୁ ୯୦୦ରୁ ଅଧିକ ଲାଇକ ମିଳି ସାରିଛି । ତାଙ୍କର ଗାଇଥିବା ଏହି ଗୀତଟି ୨୦୧୯ରେ ମୋଷ୍ଟ ପପୁଲାର ହୋଇପାରିଥିଲା । ବର୍ତ୍ତମାନ ନୁପୁର ଅକ୍ଷୟ କୁମାରଙ୍କ ସହ ଫିଲ୍ମରେ କାମ କରିବାକୁ ଯାଉଛନ୍ତି ।

୨- ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଭଉଣୀ ଆରାନା ପାଣ୍ଡେ କରଣ ଜୋହରଙ୍କ କୌଣସି ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି ।

୩- ବଲିଉଡର ମୋଷ୍ଟ ବିୟୁଟିଫୁଲ ଅଭିନେତ୍ରୀ କ୍ୟାଟ୍ରିନା କେଫଙ୍କ ଭଉଣୀ ଯିଏ ତାଙ୍କ ଠାରୁ ୮ ବର୍ଷ ସାନ ଈଶା ୱେଲ କେଫ ଯିଏ ଫିଲ୍ମ “କ୍ଵାଥା”ରେ ଅଭିନୟ କରିବା ପାଇଁ ପୂରାପୂରି ପ୍ରସ୍ତୁତ ଅଛନ୍ତି । ଏହି ଫିଲ୍ମରେ ମନିଶ ଶର୍ମାଙ୍କ ସହ ଈଶା ନଜର ଆସିବେ । ଈଶା “ଦି ବିଗ ବ୍ୟାଙ୍ଗ ଥିଓରି”ରେ ମଧ୍ୟ କାମ କରି ସାରିଛନ୍ତି ।

୪- ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସାନ ଭଉଣୀ ଖୁସି କପୁର ଯିଏ ବହୁତ ଜଲ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିରେ ଡବ୍ୟୁ କରିବାକୁ ଯାଉଛନ୍ତି । ସେ ଆହାନ ପାଣ୍ଡେଏନକେ ସହ ଫିଲ୍ମ କରିବାକୁ ଚାଉଛନ୍ତି ବୋଲି ଏକ ଇଣ୍ଟରବିୟୁରେ କହିଥିଲେ । କିନ୍ତୁ ଅଭିନେତ୍ରୀ ଜାହ୍ନବୀ ତାଙ୍କ ଭଉଣୀ ନିଜାନ ଜାଫ୍ରେଙ୍କ ସହ ଡେବ୍ୟୁ କରନ୍ତୁ ବୋଲି ପ୍ରକାଶ କରିଥିଲେ ।

୫- ଅଭିନେତ୍ରୀ ୟାମି ଗୌତମୀଙ୍କ ସାନ ଭଉଣୀ ସୁରିଲି ଜସରାଜ ସିଂ ଯିଏ ବଲିଉଡରେ ନିଜର ଅଭିନୟ କ୍ଯାରିଆର ଆରମ୍ଭ କରିବାକୁ ଚାହୁଛନ୍ତି । ସେ ରନଦୀପ ହୁଦା ଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି । ୨୦୧୨ ରେ ରିଲିଜ ହୋଇଥିବା ପାୱାର କଟ ଫିଲ୍ମରେ ନଜର ଆସିଥିଲେ । ସୋସିଆଲ ମିଡିଆରେ ତାଙ୍କର ଅନେକ ଫ୍ୟାନ୍ସ ମଧ୍ୟ ରହିଛନ୍ତି । ସେ ତାଙ୍କର ସୁନ୍ଦରତା ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି ।

୬- ବଲିଉଡର ମସୁର ଅଭିନେତା ସୁନୀଲ ଶେଠୀଙ୍କ ପୁଅ ଓ ଅଭିନେତ୍ରୀ ଆର୍ଥିୟା ଶେଠୀଙ୍କ ଭାଇ ରିହାନ ଆହାନ ଶେଠୀ ୨୦୧୮ରେ ତେଲୁଗୁ ଫିଲ୍ମ “ଆର-ଏକ୍ସ ହିନ୍ଦୀ ମେ” ନିଜର ଜବରଦସ୍ତ ଅଭିନୟ କରିବାକୁ ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ