ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ଭଂଶାଲୀ ପ୍ରସ୍ତୁତ କରିବେ ଫିଲ୍ମ, ବଲୀଉଡର ଏହି ସୁପରଷ୍ଟାର କରିପାରନ୍ତି ଅଭିନନ୍ଦନଙ୍କର ରୋଲ

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କର ଜୀବନ ନିଜ ମଧ୍ୟରେ ହିଁ ଏକ ବହୁତ ବଡ ଇଂସ୍ପିରେଶନ ହୋଇ ଯାଇଛି । ସମସ୍ତେ ଦେଖୁଛନ୍ତି କି କେଉଁଭଳି ଭାବରେ ଅଭିନନ୍ଦନ ପାକିସ୍ତାନର ଫାଇଟର ଜେଟକୁ କେବଳ ମାରି ତଳେ ପକାଇ ନାହାନ୍ତି, ତାହା ସହିତ ଯେଉଁଭଳି ଭାବେ ସେ ପାକିସ୍ତାନ ସେନା ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ଏକଦମ ହିରୋ ଭଳି ଷ୍ଟାଇଲରେ ଫେରି ଆସିଛନ୍ତି ତାହା ଜବରଦସ୍ତ ଅଟେ ।

ଏହି ସବୁ ପରେ ବର୍ତ୍ତମାନ ବଲୀଉଡର ନଜର ଅଭିନନ୍ଦନ ଉପରେ ପଡିସାରିଛି । ତେବେ ଗୋଟିଏ କଥା ଫାଇନାଲ କି ତାଙ୍କ ଉପରେ ଫିଲ୍ମ ନିଶ୍ଚିତ ପ୍ରସ୍ତୁତ କରାଯିବ । ଏବଂ ଏହିଭଳି କିଛି ଘୋଷଣା ବି କରି ଦିଆଯାଇଛି ।

“ଫିଲ୍ମ ଫେୟର”ର ଅଫିସିୟାଲ ଆକାଉଣ୍ଟରେ ଏକ ଘୋଷଣା କାରାଯାଇଛି । ଯେଉଁଥିରେ କୁହାଯାଇଛି କି ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ପ୍ରସ୍ତୁତ ହେବାର ଥିବା ଫିଲ୍ମକୁ ପ୍ରୋଡୂସ କରିବେ ଏବଂ ଏହି ଫିଲ୍ମ ବଲୀଉଡର ସବୁ ରେକର୍ଡକୁ ଭାଙ୍ଗି ଦେବ । ବର୍ତ୍ତମାନ କଥାବାର୍ତ୍ତା କରିବା କି ଏଥିରେ ଅଭିନୟ କିଏ କରିବେ ।

ତେବେ ଏଥିପାଇଁ ଅଭିନନ୍ଦନଙ୍କ ଭଳି ନିଶ ପାଇଁ ରଣବୀର ସିଂହଙ୍କର ନାମ ଆଗକୁ ଆସୁଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଥା ଉପରେ କୌଣସି ସହମତି ଆସି ନାହିଁ କି କିଏ ଏବଂ କେମିତି ଏହି ରୋଲକୁ କରିବେ । ଏହି ଫିଲ୍ମରେ କେତେକ ଲୋକ ଜାବେଦ ଜାଫରୀଙ୍କର ପୁଅ ଅଭିନୟ କରି କରି ପାରନ୍ତି ବୋଲି କହୁଛନ୍ତି । କିନ୍ତୁ ଏହି ନ୍ୟୁଜ ସଠିକ କି ଏହା ଉପରେ ଫିଲ୍ମ ନିଶ୍ଚିତ ପ୍ରସ୍ତୁତ ହେବ । ବର୍ତ୍ତମାନ ଫିଲ୍ମକୁ ନେଇ ବିଭିନ୍ନ ରିସର୍ଚ କରା ଯାଉଛି ।

କେତେକ ତଥ୍ୟ ଯାହାକୁ ସାମନାକୁ ଆଣିବାକୁ ଚେଷ୍ଟା କରା ଯାଉଛି । ଏବଂ ଏହା ପରେ ହିଁ ଫିଲ୍ମ ଉପରେ କାମ ଆରମ୍ଭ କରାଯିବ । ଉରୀ ଭଳି ଫିଲ୍ମକୁ ସଫଳତା ମିଳିବା ପରେ ବଲୀଉଡରେ ବର୍ତ୍ତମାନ ଦେଶଭକ୍ତି ଫିଲ୍ମ ଉପରେ ଅଧିକ ଜୋର ଦିଆ ଯାଉଛି । ବର୍ତ୍ତମାନ ଦେଖିବାର ଅଛି କି ଏହି ଫିଲ୍ମ କେବେ ଏବଂ କେଉଁଭଳି ଭାବରେ ପୁରା କାହାଣୀକୁ ପରଦାରେ ଦେଖାଉଛି । ଆଗକୁ ଏମିତି ଖବର ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।