ଏମାନେ ହେଲେ TV ଇଣ୍ଡଷ୍ଟ୍ରି ର ସବୁଠୁ ଗେଡା ଅଭିନେତ୍ରୀ, 4 ନମ୍ବର ଅଭିନେତ୍ରୀ ଙ୍କ ହାଇଟ କେତେ ଜାଣିଲେ ହେବେ ଆଶ୍ଚର୍ଯ୍ୟ !

ଟିଭି ଜଗତରେ କଳାକାର ମାନଙ୍କର ଅଭିନୟ ଅପେକ୍ଷା ସେମାନଙ୍କର ଲୁକକୁ ଅଧିକ ଗୁରୁତ୍ଵ ଦିଆଯାଏ । ଗୋଟେ କଳାକାରର ପର୍ଶନାଲିଟି ଓ ଲୁକ ପାଇଁ ସେ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥାଏ । ଟିଭି ଜଗତରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ କମ ଉଚ୍ଚତା ହୋଇଥିଲେ ମଧ୍ୟ ସଫଳତା ହାସଲ କରିବାରେ ସଫଳ ହୋଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଟିଭି ଜଗତର ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର କମ ଉଚ୍ଚତା ରହିଥିଲେ ମଧ୍ୟ ପ୍ରମାଣ କରିଛନ୍ତି ଯେ ସେମାନେ ମଧ୍ୟ କାହା ଠାରୁ କମ ନୁହନ୍ତି । ୧- “ଟିନା ଦତ୍ତା” : ସିରିଏଲ “ଉତ୍ତରନ”ରେ ଫ୍ଯମସ ହୋଇଥିବା ଅଭିନେତ୍ରୀ ଟିନା ଦତ୍ତା ଆଜି ବି ଲୋକଙ୍କ ମନରେ ଫ୍ଯମସ ହୋଇ ରହିଛନ୍ତି । ତାଙ୍କର ଉଚ୍ଚତା ହେଉଛି ୫ଫୁଟ ୧ଇଞ୍ଚ ହୋଇଥିଲେ ମଧ୍ୟ ସେ ନିଜର ଟ୍ଯାଲେନ୍ଟ ପାଇଁ ନ୍ସାଫଳତା ହାସଲ କରିଛନ୍ତି ।

୨- “ଦୀପିକା କକ୍କର” : ସିରିଏଲ “ଶଶୁରାଲ ସୀମର କା” ରୁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଦୀପିକା କକ୍କର ଆଜି ବି ଦର୍ଶକ ମାନଙ୍କ ହୃଦୟରେ ଅଛନ୍ତି । ତାଙ୍କର ଉଚ୍ଚତା ହେଉଛି ୫ଫୁଟ ୧ଇଞ୍ଚ ହୋଇଥିଲେ ମଧ୍ୟ ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଆଜି ସଫଳତା ପାଇଛନ୍ତି ।

୩- “ହେଲି ସାହା” : ଟିଭି ଜଗତରେ ମୋଷ୍ଟ ପପୁଲର ଅଭିନେତ୍ରୀଙ୍କ ମଧ୍ୟରେ ହେଲି ସାହା ଜଣେ ଅଟନ୍ତି । ସେ ଅନେକ ସିରିଏଲରେ ଖୁବ ସୁନ୍ଦର ଅଭିନୟ କରି ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଉଚ୍ଚତା ହେଉଛି ୫ଫୁଟ ୨ଇଞ୍ଚ ହୋଇଥିଲେ ମଧ୍ୟ ସେ ନିଜର ଟ୍ଯାଲେନ୍ଟ ପାଇଁ ସଫଳତା ହାସଲ କରିଛନ୍ତି ।

୪- “ରିୟା ଶୁକ୍ଲା” : “ନଟି ପିଙ୍କି କି ଲମ୍ବି ଲଭ ଷ୍ଟୋରି” ସିରିଏଲରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ରିୟା ଶୁକ୍ଲା ଏହି ଲିଷ୍ଟରେ ସାମିଲ ଅଛନ୍ତି । ତାଙ୍କର ଉଚ୍ଚତା ହେଉଛି ୪ଫୁଟ ୧୦ ଇଞ୍ଚ ହୋଇଥିଲେ ମଧ୍ୟ ସେ ନିଜର ଏହି କମିକୁ ପଛରେ ପକାଇ ଆଜି ସଫଳତା ହାସଲ କରିଛନ୍ତି ।

୫- “ରଶ୍ମୀ ଦିଶାଇ” : “ଉତ୍ତରନ”, “ଦିଲ ସେ ଦିଲ ତକ”, “ବିଗ ବସ” ଆଦି ସୋ ରେ ନଜର ଆସିଥିବା ଅଭିନେତ୍ରୀ ରଶ୍ମୀ ଦିଶାଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଉଚ୍ଚତା ହେଉଛି ୫ଫୁଟ ୩ଇଞ୍ଚ ଯାହା ଜଣେ ଅଭିନେତ୍ରୀ ପାଇଁ ବହୁତ କମ ହୋଇଥାଏ । ଏହା ପରେ ମଧ୍ୟ ସେ ନିଜର ଟ୍ଯାଲେନ୍ଟ ପାଇଁ ସଫଳତା ହାସଲ କରିଛନ୍ତି ।

୬- “ଜନତ ଯୁବେର” : ସିରିଏଲ “ଫୁଲବା” ରେ କମ ବୟସରୁ ଅଭିୟନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଜନତା ଯୁବେରା ଆଜିକା ଡେଟରେ ନିଜର ଫ୍ୟାସନ ସୋ ଓ ଷ୍ଟାଇଲିସ ଅନ୍ଦାଜ ପାଇଁ ପରିଚିତ ଅଟନ୍ତି । ତାଙ୍କର ଉଚ୍ଚତା ହେଉଛି ୫ଫୁଟ ୧ଇଞ୍ଚ ହୋଇଥିଲେ ମଧ୍ୟ ସେ ସଫଳତା ହାସଲ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।