CSK ର ଷ୍ଟାର କ୍ରିକେଟର ବ୍ରାଭୋ କରୁଛନ୍ତି ଏହି ବଲିଉଡ ଆକ୍ଟ୍ରେସଙ୍କୁ ଡେଟ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଖେଳ ଦୁନିଆ ଏବଂ ବଲୀଉଡର ସମ୍ପର୍କ ବହୁତ ପୁରୁଣା ଅଟେ, ବଲୀଉଡର ବହୁତ ଅଭିନେତ୍ରୀ କ୍ରିକେଟରଙ୍କ ସହିତ ବିବାହ କରିଛନ୍ତି । ବଲୀଉଡର ଅଭିନେତ୍ରୀ ସର୍ମିଳା ଟେଗୋର ଠୁ ଆରମ୍ଭ କରି ରିନା ରୟ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟରଙ୍କୁ ନିଜର ଜୀବନସାଥୀ ରୂପରେ ବାଛିଛନ୍ତି । ବର୍ତ୍ତମାନ ହିଁ ଭାରତୀୟ ଟିମ ର କପ୍ତାନ ବିରାଟ କୋହଲି ବଲୀଉଡର ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନିଜର ଜୀବନ ସାଥି ବାଛିଛନ୍ତି ।

ଆଇପିଏଲ ର ମଞ୍ଚରେ ବଲୀଉଡ ର ବଡ ବଡ ଷ୍ଟାରଙ୍କ ସହିତ କ୍ରିକେଟର ଖେଳାଳିଙ୍କୁ ଦେଖା ଯାଇଥାଏ । ଏହା ସହିତ ଆପଣ ଏମାନଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ବିଷୟରେ ମଧ୍ୟ ଶୁଣିଥିବେ । ଆଜିକାଲି ଏମିତି ଏକ ଖବର ଶୁଣିବାକୁ ଆସୁଛି କି ଆଇପିଏଲ ରେ ଚେନ୍ନାଇ ସୁପରକିଙ୍ଗସ ର ଷ୍ଟାର କ୍ରିକେଟର ଡ୍ଵେନ୍ ବ୍ରାଭୋ ବଲୀଉଡ ର ଅଭିନେତ୍ରୀ ନତାସା ସୂରୀଙ୍କୁ ଡେଟ କରୁଛନ୍ତି ।

ଆପଣ ଜାଣିବା ନିମନ୍ତେ କହୁଛୁ ଯେ ନତାସା ସୂରୀ ଇଣ୍ଡିଆନ – ଆମେରିକାନ ୱେବ ସିରିଜ ‘ଇନସାଇଡ – ଏଯ’ ରେ କାମ କରିଛନ୍ତି ।

ବର୍ତ୍ତମାନ ହିଁ ନତାସାଙ୍କୁ ଆଇପିଏଲ ସମୟରେ CSK କୁ ଚିୟର କରୁଥିବାର ଦେଖା ଯାଇ ଥିଲା । ବଲୀଉଡର ଏହି ଅଭିନେତ୍ରୀ ସୋସିୟାଲ ମିଡିୟାର ବହୁତ ଦିବାନି ଅଟନ୍ତି । ସମୟ ସମୟ ରେ ସେ ନିଜର ଫଟୋ ଛାଡନ୍ତି । ତାଙ୍କର ବର୍ତ୍ତମାନ ଏହି ଫୋଟରେ ଡ୍ଵେନ୍ ବ୍ରାଭୋଙ୍କୁ ଚିୟର କରୁଥିବାର ଦେଖାଯାଉଛି । ନତାସା ନିଜର ଏହି ଫୋଟକୁ ଇଂଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି କି, ଯାଓ ବ୍ରାବୋ ଯାଓ , ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଆଇପିଏଲ ମ୍ୟାଚ ରେ କାଲି ରାତିରେ ଭଲ ରେ ଖେଳ #ManOfTheMachhonou ।

ଆପଣଙ୍କୁ କହିଦେଉଛୁ ଯେ ନତାସା ଏବଂ ବ୍ରାଭୋଙ୍କୁ ଗୋଟିଏ ହୋଟେଲ ରେ ଦେଖା ଯାଇ ଥିଲା ।

ସୂଚନା ଅନୁସାରେ ନତାସା ଏବଂ ବ୍ରାବୋ ପରସ୍ପରକୁ 10 ବର୍ଷ ପୂର୍ବରୁ ଜାଣି ଛନ୍ତି । ନତାସା ନିଜର ଫୋଟକୁ ସୋସିୟାଲ ମିଡିୟାରେ ସେୟାର କରି ଥିଲେ, ଯେଉଁଥିରେ ଦୁଇଜଣ ଏଞ୍ଜୋଏ କରୁ ଥିବାର ଦେଖା ଯାଉଛନ୍ତି ।

ଏହି ଫଟୋକୁ ସୋସିୟାଲ ମିଡିୟାରେ ଆସିବା ପରେ ଲୋକମାନେ ଭିନ୍ନ ଭିନ୍ନ କଥା କହୁ ଛନ୍ତି । ଆପଣଙ୍କୁ କହିଦେଉଛୁ କି ବ୍ରାବୋ ୱେଷ୍ଟଣ୍ଡିଜ ର ଦମଦାର ଖେଳାଳି ଅଟନ୍ତି, ଯାହାଙ୍କୁ ପାର୍ଟି କରିବା ବହୁତ ପସନ୍ଦ ଆସେ ।