ଘରେ ନିର୍ବନ୍ଧ ପାଇଁ ଚାଲି ଥିଲା ପାର୍ଟି, ହେଲେ ଏଠି ବର ଗାଁର ଝିଅ ସହିତ କରୁଥିଲା….

ଆମ ସମାଜରେ ପ୍ରଥମ ଅପେକ୍ଷା ବର୍ତ୍ତମାନ ବହୁତ ଚେଞ୍ଜେସ ଆସିଛି । ସବୁଦିନ ଆମ ସମାଜର ନୂଆ ନୂଆ କଥା ସାମନ୍ନାକୁ ଆସୁଛି । ପ୍ରଥମ ସମୟରେ ସମ୍ପର୍କକୁ ବହୁତ ମହତ୍ଵ ଦିଆ ଯାଉଥିଲା, ଆଜିର ସମୟରେ ସମ୍ପର୍କର ମହତ୍ଵ ଧୀରେ ଧୀରେ କମି ଯାଉଛି । ଆଜି ଭାଇ ହିଁ ଭାଇ ର ବେକ କାଟିବା ପାଇଁ ପଛଘୁଞ୍ଚା ଦେଉ ନାହିଁ ଏବଂ ସ୍ଵାମୀ ନିଜର ସ୍ତ୍ରୀ କୁ ଧୋକା ଦେବା ପୂର୍ବରୁ ଥରେ ହେଲେ ବି ଭାବୁ ନାହାନ୍ତି । ଏହା ଦ୍ଵାରା ସମାଜ କେଉଁ ଦିଗକୁ ଯାଉଛି, ଏହା କହିବା ବହୁତ କଷ୍ଟ ଅଟେ ।

ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ନିଜର ପ୍ରେମିକା ସହ ବାହା ହେବା ପାଇଁ କେହି ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀ ର ବେକ କାଟି ଦେଇଥିଲା, ଏହି ଭଳି ବହୁତ ଖବର ନଜରକୁ ଆସିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ମାମଲା ବିଷୟରେ କହିବାକୁ ଯାଉଛୁ, ସେ ପୁରା ଅଲଗା ଅଟେ । ଫିରୋଜାବାଦରେ ବର ନିଜର ନିର୍ବନ୍ଧ ଦିନ ନିଜର ପ୍ରେମିକା ସହ ଫେରାର ହୋଇଗଲା । କେବଳ ଏତିକି ନୁହେଁ ନିଜ ସହିତ କନ୍ୟା ପାଇଁ ତିଆରି ହୋଇଥିବା ଗହଣାକୁ ବି ନେଇ ଫେରାର ହୋଇଗଲା ।

ସୂଚନା ଅନୁସାରେ ଏହି ମାମଲା କିଛି ଦିନ ତଳର ଅଟେ । ଫିରୋଜାବାଦ ର ଗାଁ ରେ ଉସାୟନି ନିବାସୀ ଜଣେ ଯୁବକ ଗୁରୁବାର ଦିନ ବାହା ହେବାର ଥିଲା । ସେଥିପାଇଁ ଶୁକ୍ରବାର ଦିନ ନିର୍ବନ୍ଧ ଟୀକା କରିବା ପାଇଁ ଝିଅବାଲା ଘରୁ କିଛି ଲୋକ ଆସିଥିଲେ । ଘରେ ନିର୍ବନ୍ଧ ପାଇଁ ସବୁ ପ୍ରସ୍ତୁତି ହୋଇ ସାରିଥିଲା । ଘରର ଲୋକମାନେ ଝିଅବାଲା ଘରର ଲୋକମାନଙ୍କୁ ସ୍ଵାଗତ କରୁଥିଲେ । ଅଚାନକ ଯୁବକ ସେବିଙ୍ଗ ହେବ ବୋଲି କହି ବାହରକୁ ପଳାଇଲା ।

ପୁଅ ନିଜ ସହିତ ଗାଁ ର ଏକ ଝିଅକୁ ନେଇ ଫେରାର ହୋଇଗଲା । ଯେତେବେଳ ପୁଅ ବେଶୀ ସମୟ ଧରି ଫେରିଲା ନାହିଁ ତେବେ ତାକୁ ଖୋଜିବାର ଲାଗିଲେ ।

ଯେତେବେଳେ ବର ଘର ଲୋକମାନେ ଦେଖିଲେ କି କନ୍ୟା ପାଇଁ ତିଆରି ହୋଇଥିବା ଗହଣା ବି ନାହିଁ, କିଛି ସମୟ ପରେ ଜଣା ପଡିଲା ଯେ ଗାଁ ର ଜଣେ ଯୁବତୀ ମହିଳା ବି ଘରୁ କେଉଁଠି କୁ ପଳାଇଛି । ଯେତେବେଳେ ବହୁତ ସମୟ ପରେ ଯୁବକର କିଛି ଠିକଣା ମିଳିଲା ନାହିଁ ସେତେବେଳେ ଝିଅବାଲା ଘର ଖାଲି ହାତରେ ଫେରିଗଲେ । ଗାଁ ଲୋକମାନେ କହିଲେ କି ଯୁବକ ଗାଁର ଏକ ଯୁବତୀ ସହ ଫେରାର ହୋଇଯାଇଛି । ତାହାର ଭାଇ ର ଏହି ମାସରେ ବାହା ହେବାର ଥିଲା ।