Salman Khan ଙ୍କ ମା’ ଏହି ଅଭିନେତ୍ରୀ ଙ୍କୁ ବନେଇବାକୁ ଚାହୁଁଥିଲେ ନିଜ ବୋହୁ, ଏହି ଅଭିନେତ୍ରୀ ଥିଲେ ତାଙ୍କ ପରିବାରର ପ୍ରସମ ପସନ୍ଦ

ବନ୍ଧୁଗଣ ଆପଣ ମାନେ ବଲିଉଡ ଜଗତକୁ ନିଶ୍ଚିନ୍ତ ଭଲ ଭାବେ ଜାଣିଥିବେ । ବଲିଉଡ ସାରା ଦୁନିଆରେ ପରିଚିତ ଅଟେ ନ। ଏହି ବଲିଉଡ ଜଗତରେ ଥିବା ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ସାରା ବିଶ୍ବରେ ପରିଚିତ ଅଟନ୍ତି । ବଲିଉଡରେ କିଛି ଏଭଳି ସିନେମା ଅଛି ଯାହା ପୁରା ଦେଶରେ ସମସ୍ତେ ପସନ୍ଦ କରନ୍ତି । ଆଉ କିଛି କଳାକାର ମାନକ ସିନେମାକୁ ମଧ୍ୟ ଆପଣ ମାନେ ଖୁବ ପସନ୍ଦ କରୁଥିବେ ।

ଆପଣ ନିଜ ମନ ପସନ୍ଦ ଅଭିନେତା ଇ ଅଭିନେତ୍ରୀ ମାନକ ସିନେମା ଦେଖିବାକୁ ମଧ୍ୟ କେବେ ବି ଭୁଲନ୍ତି ନାହି । ବଲିଉଡ ଜଗତରେ ଅଭିନୟ କରି କଳାକାର ମାନେ ନିଜର ଅଲଗା ଜାଗା ଦର୍ଶକ ମାନଙ୍କ ହୃଦୟରେ ସୃଷ୍ଟି କରି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସଲମାନ ଖାନଙ୍କ ଜୀବନୀ ବିଷୟରେ କିଛି ଅନୋଖା କଥା କହିବାକୁ ଯାଉଛୁ । ବଲିଉଡ ଜଗତରେ ସୁପର ଷ୍ଟାର ସଲମାନ ଖାନଙ୍କୁ କିଏ ନ ଜାଣିଛନ୍ତି । ବର୍ତ୍ତମାନ ତାଙ୍କୁ ୫୨ ବର୍ଷ ହୋଇଥିଲେ ମଧ୍ୟ ଏବେ ବି ସେ ବ୍ୟାଚଲର ଅଛନ୍ତି ।

ତାଙ୍କ ବୟସକୁ ନେଇ ବଲିଉଡରେ ତାଙ୍କୁ ଦବଙ୍ଗ ନାମରେ ମଧ୍ୟ ଜଣାଯାଏ । ପୁରା ବିଶ୍ବରେ ତାଙ୍କର କୋଟି କୋଟି ଫ୍ୟାନ୍ସ ମାନେ ଅଛନ୍ତି । ସେ ବଲିଉଡରେ ଅନେକ ଅଭିନେତ୍ରୀ ମାନଙ୍କର କ୍ଯାରିଅରକୁ ଆଗକୁ ନେବାରେ ସହାୟତା କରିଛନ୍ତି । ସେ ବଲିଉଡରେ ଜଣେ ମସୁର ଅଭିନେତା ହେବା ସହ ଅନେକ ଅଭିନେତ୍ରୀ ମାନଙ୍କ ସହ ରୋମାନ୍ସ ମଧ୍ୟ କରିଛନ୍ତି । ଏହି କଥା ତାଙ୍କୁ ସମସ୍ତଙ୍କ ଠାରୁ ଅଲଗା କରି ପାରିଛି । ବଲିଉଡରେ ଅଭିନେତା ସଲମାନ ଖାନଙ୍କୁ ସଲୁ ଭାଇଜାନ ନାମରେ ମଧ୍ୟ ଜଣାଯାଏ ।

ଅଭିନେତା ସଲମାନ ଜଣେ କୋମଳ ହୃଦୟର ବ୍ୟକ୍ତି ଅଟନ୍ତି । ସେ ଦୁଖୀ ଗରିବ ଲୋକ ମାନଙ୍କୁ ସାହାଜ୍ଯ କରିବାକୁ ପସନ୍ଦ କରନ୍ତି । ତାଙ୍କ ପରିବାରରେ ତାଙ୍କ ମା ଓ ଭଉଣୀ ମଧ୍ୟ ଅଛନ୍ତି । ବର୍ତ୍ତମାନ ତାଙ୍କ ମା ସଲମାନଙ୍କର ବିବାହ କରିବାକୁ ଚାହୁଛନ୍ତି । ତାଙ୍କ ମା ଅଭିନେତ୍ରୀ କ୍ୟାଟ୍ରିନା କେଫଙ୍କ ସହ ସଲମାନଙ୍କର ବିବାହ କରିବାକୁ ଇଛୁକ ଅଟନ୍ତି । ସଲମାନ ଖାନ ୧୦ ବର୍ଷ ପୂର୍ବେ କ୍ଯାଟ୍ରିନାଙ୍କ ସହ ବିବାହ କରିବାକୁ ଚାହୁଥିଲେ ମଧ୍ୟ କିଛି ବିଶେଷ କାରଣ ପାଇଁ ସଲମାନ ଖାନ କ୍ଯାଟ୍ରିନାଙ୍କ ସହ ବିବାହ କରି ପାରି ନାହାନ୍ତି ।

ଏକ ଇଣ୍ଟରବିୟୁରେ ଅଭିନେତ୍ରୀ କ୍ଯାଟ୍ରିନା କେଫ କହିଥିଲେ ଯେ ସେ ଯଦି ଆଖି ବନ୍ଦ କରି କାହା ଉପରେ ଅଧିକ ଭରସା କରନ୍ତି ତେବେ ସେ ହେଉଛନ୍ତି ସଲମାନ ଖାନ । ସଲମାନ ଓ କ୍ଯାଟ୍ରିନାଙ୍କ ସମ୍ପର୍କରେ  ବହୁତ ଭଲ ବଣ୍ଡିଙ୍ଗ ମଧ୍ୟ ରହିଛି । ଦୁହିଙ୍କ ଭିତରେ ଭଲ ବୁଝାମଣା ରହିବା ସହ ଭଲ ସମ୍ପର୍କ ରହିଛି । ହୁଏତ ଆଗକୁ ଯାଇ ସଲମାନ ଓ କ୍ଯାଟ୍ରିନା ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଅନ୍ୟ ମାନଙ୍କ ସହ ଶେୟାର କରି ଲାଇକ କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହ ଯୋଡି ରୁହନ୍ତୁ ।