DC VS KKR: Prithvi Shaw ୟୂବରାଜଙ୍କ ଭଳି 6 ବଲରେ କରିଦେଇଥିଲେ 6 ଚୌକା, ଯାହାକୁ ଦେଖି ପନ୍ତ ଓ ୟୂବରାଜ କହିଥିଲେ ଏମିତି

ଯେମିତିକି ଆପଣ ମାନେ ସମସ୍ତେ ଜାଣିଛନ୍ତି କି ଦେଶର ସବୁଠାରୁ ବଡ ପରବ ବା ଆପିଏଲ ଆରମ୍ବ ହୋଇ ଶେଷ ହୋଇ ସାରିଲାଣି । ଆପିଏଲ ମ୍ଯାଚକୁ ଦେଖିବା ପାଇଁ ଦେଶର ସବୁ ଜନତା ପ୍ରତି ବର୍ଷ ଅପେକ୍ଷା କରି ରହିଥାନ୍ତି । ସେହି ଭଳି ଏହି ବର୍ଷ ମଧ୍ୟ ଦିଲ୍ଲୀ ଓ କୋଲକାତା ଟିମ ଭିତରେ ମ୍ଯାଚ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଖେଳାଳି ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ପୁରା ବିଶ୍ବରେ ନିଜର ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ସେମାନେ ନିଜର ଜବରଦସ୍ତ ବ୍ୟାଟିଂ, ବୋଲିଂରେ ପୁରା ଦେଶର ଲୋକ ମାନଙ୍କୁ ପ୍ରଭାବିତ କରି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ କ୍ରିକେଟର ପୃଥିବୀ ଶ ୟୁବରାଜଙ୍କ ଭଳି ୬ଟି ଛକା ମାରିଛନ୍ତି । ଦିଲ୍ଲୀ କ୍ୟାପିଟାଲ ଓ କୋଲକାତା ନାଇଡୁ ଟ୍ରେଡ୍ସ  ମୁକାବିଲାରେ କ୍ରିକେଟର ପୃଥିବୀ ସ ନିଜର ସାନଦାର ବ୍ୟାଟିଂରେ କୋଲକାତା ନାଇଡୁ ଟ୍ରେଡ୍ସକୁ ହରାଇଛନ୍ତି । ପ୍ରଥମ ଓଭରରେ ପୃଥିବୀ ଶ ଚମତ୍କାର ପ୍ରଦର୍ଶନ କରିଥିଲେ ।

ଇଣ୍ଡିଆନ ପ୍ରିମିୟମ ଲିଗେଜ ୧୪ରେ ୨୧ତମ ସିଜିନରେ ଦିଲ୍ଲୀ କ୍ୟାପିଟାଲ ଓ କୋଲକାତା ନାଇଡୁ ଟ୍ରେଡ୍ସ ଙ୍କ ମଧ୍ୟରେ ଖେଳା ଯାଇଥିଲା । ଏହାମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ଯାଚ ଖେଳା ଯାଇଥିଲା । ଦିଲ୍ଲୀର କ୍ଯାପଟେନ ରେଶଵ ପନ୍ଥ ପ୍ରଥମ ଟସ ଜିତିଥିଲେ । ରୀତିଶ ରାଣା ଓ ସୁମାନ ପ୍ରଥମେ ଖେଳିବାକୁ ଆସିଥିଲେ । ରାହୁଲ ତ୍ରିପାଠୀ ୧୯ ରନ କରି ଲଲିତ ୟାଦବଙ୍କୁ ହରାଇଥିଲେ ।

ସୁନୀଲ ନରେନଙ୍କୁ ଲଲିତ ୟାଦବ ବୋଲ୍ଡ କରିଥିଲେ । ରସଲ ୪ଟି ଛକା ମାରି ୪୫ ରନ କରିନିଜ ଟିମକୁ ୧୫୪ ରନରେ ପହଞ୍ଚାଇ ଥିଲେ । ଲକ୍ଷ୍ୟ ହାସଲ କରିବା ପାଇଁ ପୃଥିବୀ ସ ଓ ଶେଖର ଧବନ ପ୍ରଥମ ଓଭର ଆରମ୍ଭ କରିଥିଲେ । କ୍ରିକେଟର ଶୁଭମ ମାୱି ପ୍ରଥମ ବଲ ୱ୍ହାଇଟ ଦେଇଥିଲେ । କିନ୍ତୁ ପୃଥ୍ବୀ ବଡ ସର୍ଟ ଖେଳି ଚୌକା ମାରିଥିଲେ । ଏହା ପରେ ଶୁଭମ ମାୱି ପୃଥିବୀଙ୍କୁ ଆଉଟ କରିବାକୁ ଚେଷ୍ଟା କରିଥଲେ ।

କିନ୍ତୁ ପୃଥିବୀ ନିଜର ସାନଦାର ବ୍ୟାଟିଂରେ ମ୍ଯାଚକୁ ଆଗକୁ ନେଇଥିଲେ । ପୃଥିବୀ ଲଗାତାର ୩ଟି ଚୌକା ମାରିଥିଲେ । ଏହା ପରେ ଶୁଭମ ମ୍ଯାଚର ଗତି ପରିବର୍ତ୍ତ୍ନ କରିବାକୁ ଚେଷ୍ଟା କରିଥିଲେ । ଶୁଭମ ସ୍ଲୋ ଓ ଫୁଲଟଚ ବଲ ପକାଇଥିଲେ । କିନ୍ତୁ ପୃଥିବୀ କପଲ ଡ୍ରାଇଭ ମାରି ପୁଣି ଠାରେ ଚୌକା ମାରିଥିଲେ । ପୃଥିବୀ ୪ ବଲରେ ୪ଟି ଚୌକା ମାରିଥିଲେ ।

ଏହା ପରେ କୋଲକାତା ଟିମର ପ୍ରତିକ୍ରିୟା ଦେଖିବାର ଥିଲା । ପୃଥିବୀ ୫ମ ବଲରେ ସର୍ଟ ମାରି ପୁଣି ଥରେ ଚୌକା ମାରି ଶୁଭମଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏହା ପରେ ପୃଥିବୀ ଶେଷ ବଳରେ ଚୌକା ମାରି ୬ ବଲରେ ୬ଟି ଚୌକା ମାରିଥିଲେ । ଏହାଭଳି କରି ପୃଥିବୀ ପୁରା ବିଶ୍ବରେ ରେକର୍ଡ କରିଛନ୍ତି । ଯାହାକୁ ଦେଖି ସେଠି ପନ୍ତ ତାଙ୍କର ବହୁତ ପ୍ରଶଂସା କରି କହିଥିଲେ ଏମିତି କିଏ ସଟ ଖେଳିଥାଏ । ଦିଲ୍ଲୀ ଜିତିବା ପରେ ସମସ୍ତେ ପୃଥିବୀଙ୍କ ପ୍ରଶଂସା କରିଥିଲେ । ଯୁବରାଜ କହିଥିଲେ ଛଟି ବଲରେ ଛ ଟି ଚୌକା ମାରିବା ଛକା ମାରିବାଠାରୁ ବି କଷ୍ଟ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।