ପିଲା ଠାରୁ ବୁଢା ପର୍ଯ୍ୟନ୍ତ ପିଅନ୍ତୁ ଏହି କାଢା, ବଢେଇ ଦେବ ୧୦୦ % ଇମ୍ୟୁନିଟି ପାୱାର, ୭ ଟି ଭାଇରସ ବି ହେଇଯିବେ ଶେଷ

ଦେଶରେ କୋରୋନା ଭୟ ସୃଷ୍ଟି କରିଛି । ଏହା ପାଇଁ ଅନେକ ଲୋକ ମାନେ ନିଜ ଉପରେ ଘରୋଇ ଉପଚାର କରୁଛନ୍ତି । ପ୍ରତେକ ଲୋକ  ନିଜକୁ ନଜ ଭାଇରଷରୁ ବଞ୍ଚାଇବା ପାଇଁ ପ୍ରତେକ ଦିନ କିଛି ନା କିଛି କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କ ପାଇଁ ଏଭଳି ଏକ ଘରୋଇ ଉପଚାର କହିବାକୁ ଯାଉଛୁ ଯାହା ଆପଣଙ୍କୁ ଭାଇରସ ଠାରୁ ଦୂରେଇ ରଖିବ । କିଛି ଲୋକ ଅଧିକ ଗରମ ଜିନିଷ ପିଉଛନ୍ତି ଏହା ଦ୍ଵାରା ଆପଣଙ୍କମୁଣ୍ଡ ମଧ୍ୟ ବୁଲେଇ ପାରେ , କେତେବେଳେ ପେଟ ଗରମ ରହି ପାରେ ।

ମାତ୍ର ଏଇ ଔଷଧୀୟ ପାଣିରେ ଏଭଳି କିଛି ହେବାର ନାଇଁ । ଯଦି ଆପଣଙ୍କ ଥଣ୍ଡା ଦେହ ତେବେ ବି ଆକୁ ପି ପାରିବେ । ଯଦି ଆପଣଙ୍କୁ ଜର ହୋଇଛି ତେବେବି ପି ପାରିବେ । ଏହାକୁ ପିଳେ ଆପଣଙ୍କ ପେଟେରା ସମସ୍ଯା ଦୂର ହୋଇ ଜୀବ । ଏହା ଶରୀରରେ ଆପଣଙ୍କ ଆଣ୍ଟିବଡି କୁ ବଢାଇବ ଆପଣ ସୁସ୍ଥ ଅନୁଭବ କରିବେ ।

ଏହା ଏକ ସାଧାରଣ ଚା ଭଳି । ଏହା କାସ କଫ ମଧ୍ୟ ଦୂର କରେ । ଏହା ଗରମ ଲାଗିବନି ଶରୀରକୁ । ଏହା ପାଇଁ ଆପଣଙ୍କୁ ବାହାର ଜିନିଷ ଅଧିକ ଦରକାର ନାଇ । ଏହାକୁ ଆପଣ ଘରେ ଥିବା ଓ ରୋଷେଇରେ ବ୍ୟବହାର ହଉଥିବା ଜିନିଷରୁ ତିଆରି କରିବେ । ଏବେ ଆସନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ ଜାଣିବା । ଗୋଟେ ଚା ପ୍ୟାନ ରେ କିଛି ପାଣି ନିଅନ୍ତୁ  ଏହା କୁ ଚୂଲିରେ ବସାଇ ଦିଅନ୍ତୁ । । । କିଛି ପାଣି ମାନେ ଆପଣ ଏଥିରେ ୨ ଗ୍ଳାସ ଭଳି ପାଣି ନିଅନ୍ତୁ ।

ଏଥିରେ ଗିଲୋଇ କିମ୍ବା ଆମର ବେଲ ଗଛ କୁହା ଯାଏ । ଏଥିରେ ଆପଣ ତାର ଏକ ଡାଙ୍ଗ  ପକେଇ ଦିଅନ୍ତୁ । ଏହା ରାମ ବାଣ ଭଳି କାମ କରେ ଥଣ୍ଡା ଓ ଜର ପାଇଁ । ଏହା ଆମର ପେଟକୁ ସୁସ୍ଥ ମଧ୍ୟ ରଖେ । ଏହା ପଣି ଗରମ ହେବା ପୂର୍ବ ରୁ ପକେଇବେ । ଏହାକୁ କୁଟିକୀ କିମ୍ବା କାଟିକି ପକାଇ ପାରିବେ । କିଛି ସମୟ ପରେ ଏହାର ପତ୍ର ମଧ୍ୟ ପକେଇ ଦେବେ । ଆମର ଶାସ୍ତ୍ରରେ ଏହା ଲେଖା ହୋଇଛି ।  ଯଦି ଆପଣ ଙ୍କର ଛାତିରେ କଫ ଅଛି ତେବେ ଅଧା ଇଞ୍ଚ ର ଅଦା ନେବେ ।

ଯଦି କଫ ଅଛି ତ ନିଅନ୍ତୁ ନ ହେଲେ ଆବଶ୍ୟକତା ନାଇ । ଏହା ପରେ ଏହାକୁ କେତେ ସମୟ ଫୁଟେଇବେ । ଏହାକୁ ଆପଣ ପାଣି ଅଧାରୁ ଟିକେ ଅଧିକ ଥିବା ଭଳି ଫୁଟେଇବେ। ଏହା ପରେ ଏଥିରେ ଆପଣ ପାନ ମଧୁରୀ ପକାଇବେ । ଏହାକୁ ଏବେ ଅଧିକ ସମୟ ପାଇଁ ଫୁଟାନ୍ତୁ । ଏହା ଉଭୟ ଥଣ୍ଡା ଓ ଗରମ ର ମିଶ୍ରଣ ଅଟେ । ଯଦି ଆପଣ ଚା ସହ ଏହାକୁ ନେବାକୁ ଚାହାଁନ୍ତି ତେବେ ସେଥିରେ ଗିଲୋଇ ର ଡାଙ୍ଗ ପକେଇକି ପି ପାରିବେ ।

ଏହି ମିଶ୍ରଣ ପ୍ରସ୍ତୁତ ହେବା ପରେ ଏଥର ଆପଣ ଏଥିରେ ଅଳ୍ପ ଚିନୀ କିମ୍ବା ଅଳ୍ପ ମିଶିରି ମିଶେଇକି ପିବେ । ଏହା ଟିକେ ପିତା ଲାଗିବ ତେଣୁ  ଆପଣ ଏଥିରେ ଯଦି ଇଛା କରିବେ ମିଠା ପାଇଁ ପକାନ୍ତୁ କିଛି ନଚେତ ଏହାକୁ ସେମିତିରେ ପି ପାରିବେ । ଏହା ଥିଲା ଆମ କାଡା ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ