ସିରିଏଲ “ସାଥ ନିଭାନା ସାଥୀୟା” ର କୋକିଲା ମୋଦୀ ଆଜି ରିଅଲ ଲାଇଫ ରେ ଦେଖା ଯାଆନ୍ତି କିଛି ଏମିତି…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଟିଭି ସିରିଆଲ ସାଥ ନିଭାନା ସାଥିୟା ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଟିଭି ସିରିଆଲ ୨୦୧୦ ମସିହାରେ ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ ହୋଇଥିଲା । ଏହି ସିରିଆଲ ସେହି ସମୟର ସବୁଠାରୁ ଲୋକପ୍ରିୟ ଧାରାବାହିକ ଥିଲା । ଏହି ସିରିଆଲ ରଶ୍ମି ଶର୍ମା ଙ୍କ ଦ୍ବାରା ନିର୍ଦେସିତ ହୋଇଥିଲା । ଏହି ସିରିଆଲ ର ସମସ୍ତ କଳାକାର ନିଜର ଅଭିନୟ କୁ ଖୁବ ସୁନ୍ଦର ଭାବରେ ପରଦା ରେ ପ୍ରଦର୍ଶନ କରିଥିଲେ ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ ।

କିନ୍ତୁ ଏହି ସିରିଆଲ ର ସବୁଠାରୁ ମୁଖ୍ୟ ଭୂମିକା ରହିଥିଲା କୋକିଲା ମୋଦି ନାମକ ଚରିତ୍ର ର । ତେବେ ବନ୍ଧୁଗଣ ଆପଣ ମାନେ କୋକିଲା ମୋଦି ଙ୍କୁ ପରଦା ରେ ତ ନିଶ୍ଚିତ ଭାବରେ ଦେଖିଥିବେ ।

କିନ୍ତୁ କଣ ଆପଣ ମାନେ ଏହି ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ ଜାଣିଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଟିଭି ସିରିଆଲ ସାଥ ନିଭାନା ସାଥିୟା ରେ କୋକିଲା ମୋଦି ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ରିଅଲ ନାଁ ହେଉଛି ରୂପଲ ପଟେଲ । ଏହି ଅଭିନେତ୍ରୀ ଙ୍କ ଜନ୍ମ ୧ ଜାନୁଆରୀ ୧୯୭୫ ମସିହାରେ ହୋଇଥିଲା । ଏହି ଅଭିନେତ୍ରୀ ଙ୍କୁ ଛୋଟ ବେଳୁ ହିଁ ଅଭିନୟ କ୍ଷେତ୍ରରେ ଗଭୀର ରୁଚି ରହିଥିଲା ।

ସେ ୧୯୯୧ ମସିହାରେ ନିଜର ଅଭିନୟ କ୍ୟାରିଅର ର ଆରମ୍ଭ କରିଥିଲେ । ଏହି ଅଭିନେତ୍ରୀ ଅନେକ ଟିଭି ସିରିଆଲ ଏବଂ ଫିଲ୍ମ ରେ କାମ କରି ସାରିଛନ୍ତି ଏବଂ ତାଙ୍କୁ ଅନେକ ପ୍ରକାର ଆୱାର୍ଡ ମଧ୍ୟ ମିଳି ସାରିଛି । ବନ୍ଧୁଗଣ ଯଦି ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ କହିବା ତେବେ ତାଙ୍କ ରିଅଲ ଲାଇଫ ପତି ଙ୍କ ନାମ ହେଉଛି ରାଧାକୃଷ୍ଣ ଦତ୍ତ ଅଟେ ।

ସେ ମଧ୍ୟ ଜଣେ ଅଭିନେତା ଅଟନ୍ତି । ଏହି ଅଭିନେତ୍ରୀ ଙ୍କ ଦୁଇ ଭଉଣୀ ମଧ୍ୟ ଅଛନ୍ତି । ଯାହାଙ୍କୁ ହୁଏତ ଆପଣ ମାନେ ଆଗରୁ କେବେବି ଦେଖି ନଥିବେ । ରୂପଲ ପଟେଲ ଙ୍କୁ ତାଙ୍କ ଭଉଣୀ ମାନଙ୍କ ସହିତ ବହୁତ କମ ଦେଖିବାକୁ ମିଳିଥାଏ । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଅଭିନେତ୍ରୀ ରୂପଲ ପଟେଲ ଙ୍କ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।