ଭୁଲରେ ବି ଅଧିକ ସମୟ ପର୍ଯ୍ୟନ୍ତ କରିବା କଥା ନୁହେଁ ଏହି 4 ଟି କାମ, ନହେଲେ ସାରା ଜୀବନ ହେଇଯିବ ବର୍ବାଦ- Vishnu Puran

ବିଷ୍ଣୁ ପୂରଣ ଅନୁସାରେ କିଛି ଏମିତି କଥା ଅଛି ଯାହାକୁ ପାଳନ କଲେ ଜୀବନରେ ସୁଖ ମିଳିଥାଏ । ଏହି ପୁରାଣକୁ ଶ୍ରୀ ପରାଶର ମୁନି ଲେଖିଛନ୍ତି ।ଏଥିରେ ଦେବୀ ଦେବତାଙ୍କଠାରୁ ଆରମ୍ଭ କରି ଭୂତକାଳ ଓ ଭବିଷ୍ୟତବାଣୀ ରହିଛି । ଋଷିବର ବିଷ୍ଣୁ ପୁରାଣରେ ଏମିତି କିଛି ନିୟମ ଉଲ୍ଲେଖ କରିଛନ୍ତି ।ଯାହା ସମସ୍ତେ ପାଳନ କରିବା ଉଚିତ । ଏହି ପୁରାଣରେ ଏମିତି କିଛି କାମ ଅଛି ଯାହାକୁ ଅଧିକ ସମୟ ଯାଏ କରିବା ଉଚିତ ନୁହେଁ । ବିଷ୍ଣୁ ପୁରାଣ ଅନୁସାରେ ତଳେ ଦିଆଯାଇଥିବା କାମକୁ ଅଧିକ ସମୟ ଯ।ଏ କଲେ ନିଜର କ୍ଷତି ହୋଇଥାଏ । ତେବେ ଆସନ୍ତୁ ଏହି କାମ ବିଷୟରେ ଜାଣିବା ।

ଭୁଲରେ ବି ଏହି କାମ କରିବେ ନାହିଁ –

ସ୍ନାନ କରିବା –  ବିଷ୍ଣୁ ପୂରଣ ଅନୁସାରେ ପ୍ରତ୍ୟକ ଦିନ ସ୍ନାନ କରିବା ଉଚିତ ।କିଛି ଲୋକଙ୍କର ଅଧିକ ସମୟ ପର୍ଯ୍ୟନ୍ତ  ସ୍ନାନ କରିବାର ଅଭ୍ୟାସ ରହିଛି । ବିଷ୍ଣୁ ପୁରାଣ ଅନୁସାରେ ଅଧିକ ସମୟ ପର୍ଯ୍ୟନ୍ତ ସ୍ନାନ କରିବା ଉଚିତ ନୁହେଁ । ଯେଉମାନେ ଅଧିକ ସମୟ ସ୍ନାନ କରନ୍ତି ସେମାନେ ରୋଗରେ ପୀଡିତ ହୋଇଥାନ୍ତି ।ସକାଳ ସମୟଟା ଥଣ୍ଡା ରହୁଥିବାରୁ ଅଧିକ ସମୟ ଯାଏଁ ଗାଧୋଇବା ଉଚିତ ନୁହେଁ ।

ଶୋଇବା – ବିଷ୍ଣୁ ପୁରାଣ ଅନୁସାରେ ଅଧିକା ସମୟ ଯାଏଁ ଶୋଇବା ଉଚିତ ନୁହେଁ । ମଣିଷ  ପ୍ରତେକ ଦିନ ୭ରୁ ୮ଘଣ୍ଟା ଶୋଇବା ଦରକାର । କିନ୍ତୁ ଏହି ସମୟରୁ ଅଧିକ ସମୟ ଶୋଉଥିବା ଲୋକ ରୋଗର ଶିକାର ହୋଇଥାନ୍ତି । ଅଧିକ ସମୟ ଶୋଇ ରହିଲେ ମଣିଷ ମୋଟା ହୋଇଯାଏ । ସେଥିପାଇଁ ଅଧିକ ସମୟ ଯାଏ ଶୋଇବାର ଅଭ୍ୟାସକୁ ବର୍ଜନ କରନ୍ତୁ ।

ଅଧିକ ସମୟ ଯାଏଁ ଶୋଇବା – ଯେଉଁମାନେ କମ ସମୟ ଯାଏଁ ଶୁଅନ୍ତି ସେମାନେ ଅଧିକାଂଶ କାମରେ ବ୍ୟସ୍ତ ରୁହନ୍ତି ।ସେମାନଙ୍କ ସ୍ୱାସ୍ଥ୍ୟ ଅଧିକାଂଶ ଖରାପ ରୁହେ । ବିଷ୍ଣୁ ପୂରଣ ଅନୁସାରେ ଅଧିକ ସମୟ ଶୋଇରହିଲେ ନିଜର କ୍ଷତି ହୋଇଥାଏ । ଅଧିକ ସମୟ ଶୋଇ ରହିଲେ ନିଜର ମୁଣ୍ଡ କମ କରେ ନାହିଁ ।ସେଥି ପାଇଁ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ସେଥି ପାଇଁ ଅଧିକ ସମୟ ଶୋଇବା ଉଚିତ ନୁହେଁ । ପ୍ରତିଦିନ କମ ସେ କମ ୮ଘଣ୍ଟା ଶୋଇବା ଉଚିତ ନୁହେଁ ।

ବ୍ୟାୟାମ – ଅଧିକ ବ୍ୟାୟାମ କଲେ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।ବିଷ୍ଣୁ ପୁରାଣ ଅନୁସାରେ ଯେଉଁମାନେ ଅଧିକ ସମୟ ବ୍ୟାୟାମ କରନ୍ତି ସେମାନଙ୍କ ଶରୀର ଉପରେ ପ୍ରଭାବ ପଡିଥାଏ । ଅଧିକ ସମୟ ବ୍ୟାୟାମ କଲେ ଥକା ଲାଗେ । ଶରୀରରେ ପୀଡା ଅନୁଭବ ହୋଇଥାଏ । ତା ହେଲେ ବନ୍ଧୁଗଣ ଏହି ସବୁ କାର୍ଯ୍ୟ ଗୁଡିକୁ ଅଧିକ ସମୟ ପର୍ଯ୍ୟନ୍ତ କରିବା ଉଚିତ ନୁହେଁ । ତେଣୁ ଆପଣ ମାନେ ମଧ୍ୟ ଏହି ସବୁ କାର୍ଯ୍ୟ ଗୁଡିକୁ ଅଧିକ ସମୟ ପର୍ଯ୍ୟନ୍ତ କରନ୍ତୁ ନାହିଁ  ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।