ସ୍ଵାମୀର ଜନ୍ମ ଦିନରେ ପୁରା ଷ୍ଟାଡିୟମକୁ ବୁକ୍ କରି ନେଇଥିଲେ ପ୍ରିୟଙ୍କା, କାରଣ ଜାଣିବା ପାଇଁ ଦେଖନ୍ତୁ ଭିଡିଓ

ଫିଲ୍ମ ଇଣ୍ଡଷ୍ଟ୍ରିର ହଟ ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କର ସ୍ଵାମୀ ନିକ ଜୋନସ ୧୬ ଡିସେମ୍ବରକୁ ୨୭ ବର୍ଷର ହୋଇ ଯାଇଛନ୍ତି । ଏମିତିରେ ଏହି ଖାସ ଦିନରେ ପ୍ରିୟଙ୍କା ତାଙ୍କୁ ଖୁସି କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିଛନ୍ତି । ପ୍ରିୟଙ୍କା ନିଜର ଇଂସ୍ଟାଗ୍ରାମ ଆକାଉଣ୍ଟରେ ନିଜ ସ୍ଵାମୀ ନିକଙ୍କ ପାଇଁ ଏକ ସ୍ପେଶାଲ ଭିଡିଓ ଶେୟାର କରି ତାଙ୍କୁ ଜନ୍ମ ଦିନର ଶୁଭେଛା ଦେଲେ । ପ୍ରିୟଙ୍କା ନିକ ଙ୍କ ସହିତ ନିଜର ସୁନ୍ଦର ସମୟକୁ ନେଇ ଏହି ଭିଡିଓକୁ ସଜାଇ ଥିଲେ ।

ଏହି ଖାସ ଭିଡିଓକୁ ଶେୟାର କରି ପ୍ରିୟଙ୍କା ବହୁତ ସୁନ୍ଦର କ୍ୟାପ୍ସନ ବି ଦେଇଥିଲେ । ପ୍ରିୟଙ୍କା କ୍ୟାପ୍ସନରେ ଲେଖିଥିଲେ କି ‘ମୋର ଜୀବନର ଆଲୋକ, ତୁମ ସହିତ ପ୍ରତିଟି ଦିନ ପୂର୍ବ ଦିନ ଠାରୁ ଭଲ ରହିଥାଏ । ଏହି ଦୁନିଆର ସବୁ ସୁଖର ତୁମେ ହକଦାର ଅଟନ୍ତି । ମୋ ଜୀବନର ସବୁଠୁ ଭଲ ବ୍ୟକ୍ତି ହେବା ପାଇଁ ତୁମକୁ ଧନ୍ୟବାଦ । ମୋର ହେବା ପାଇଁ ଧନ୍ୟବାଦ । ହ୍ୟାପି ବାର୍ଥଡ଼େ ଜାନ, ଆଇ ଲଭ ୟୁ ।‘

ସ୍ଵାମୀର ଜନ୍ମଦିନରେ ପ୍ରିୟଙ୍କା ନିଜର ଇଂସ୍ଟାଗ୍ରାମରେ ଏକ ରୋମାଣ୍ଟିକ ଭିଡିଓ ଶେୟାର କରିଥିଲେ । ଏହି ଭିଡିଓରେ ଦୁଇ ଜଣ ହ୍ୟାପି ଓ ରୋମାଣ୍ଟିକ ସମୟରେ ନଜର ଆସୁଛନ୍ତି । ପୁରା ଭିଡିଓରେ ଦୁଇ ଜଣ ପରସ୍ପର ମଧ୍ୟରେ ହଜି ଯାଇଛନ୍ତି । ଏହି ଭିଡିଡିଓରେ ନିକ ଓ ପ୍ରିୟଙ୍କାଙ୍କଙ୍କର ବିବାହରୁ ନେଇ ତାଙ୍କର କନ୍ସର୍ଟ ପର୍ଯ୍ୟନ୍ତ ଫଟୋ ଅଛି ।

 

View this post on Instagram

 

The couple goals to end all couple goals ?❤️ #nickjonas #priyankachopra #nickyanka #mrandmrsjonas

A post shared by Nick&Priyanka Jonas FC (@nickyanka18) on

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।