ଡିଫରେଣ୍ଟ ଲୁକରେ କରିନା କପୁର ମଚେଇଲେ ହଙ୍ଗାମା, ଭାଇରାଲ ହେଲା ବେବୋଙ୍କ ହୃଦୟ ଚୋରୀ କରିଦେବା ଭଳି ଫଟୋ

ବଲୀଉଡରେ ବେବୋ ନାମରେ ପ୍ରସିଦ୍ଧ କରିନା କପୁର ନିଜର ଷ୍ଟାଇଲ ଓ ୟୁନିକ ଡ୍ରେସ ପାଇଁ ଜଣା ଯାଆନ୍ତି । କରିନା କପୁର ନିଜର ଫିଲ୍ମି କ୍ୟାରିୟରରେ ବହୁତ ଫିଲ୍ମରେ କାମ କରିଛନ୍ତି । ଫିଲ୍ମରେ କରିନା କପୁରଙ୍କୁ ବହୁତ ଭଲ ପାଇବା ବି ମିଳିଛି । ଯେଉଁ କାରଣରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ବେବୋ ହୋଇ ଯାଇଛନ୍ତି । କହିବାକୁ ଗଲେ ବଲୀଉଡର ଅଭିନେତ୍ରୀ କରିନା କପୁର ବର୍ତ୍ତମାନ ଦିନରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ଜଜ ରୂପରେ ନଜର ଆସୁଛନ୍ତି ।

ଯେଉଁ କାରଣରୁ ସେ ସବୁଦିନ ନୂଆ ନୂଆ ଲୁକରେ ନଜର ଆସୁଛନ୍ତି । ବର୍ତ୍ତମାନ ହିଁ କରିନା କପୁରଙ୍କର କିଛି ୟୁନିକ ଲେହଙ୍ଗା ବାଲା ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ତାଙ୍କର ସୁନ୍ଦରତା ଦେଖି ସମସ୍ତେ ନିଜର ହୃଦୟ ହାରି ବସିଥିଲେ । ଏମିତିରେ ବର୍ତ୍ତମାନ ପୁଣି ଥରେ କରିନା କପୁର ନିଜର ଫ୍ୟାନମାନଙ୍କ ପାଇଁ ନିଜର ସୁନ୍ଦରତା ର ଜାଦୁ ଦେଖାଇବା ପାଇଁ ଫଟୋଶୁଟ କରାଇଛନ୍ତି ।

ଗର୍ଜିୟସ ରେଡରେ

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରେ କରିନା କପୁର ଏକ ଫଟୋରେ ରେଡ କଲର ର ଡ୍ରେସ ପିନ୍ଧିଛନ୍ତି । ଯେଉଁଥିରେ ତାଙ୍କର ସୁନ୍ଦରତା ଦେଖି ସମସ୍ତେ ଦିୱାନା ହୋଇ ଯାଇଛନ୍ତି । ଏହି ଫଟୋରେ କରିନା କପୁର ନିଜର ଚୁଟିକୁ ଖୋଲା ରଖିଛନ୍ତି । ଏହା ସହିତ ସେ ଏକ ସୁନ୍ଦର ଈୟରିଂଗ ବି କ୍ୟାରି କରିଛନ୍ତି ।

ପର୍ପଲ ସର୍ଟ

ଭାଇରାଲ ହୋଇଥିବା ଫଟୋରେ ଅନ୍ୟ ଏକ ଫଟୋରେ କରିନା କପୁର ପର୍ପଲ ସର୍ଟ ଓ ରେଡ ସ୍କର୍ଟ ରେ ନଜର ଆସୁଛନ୍ତି । ଯେଉଁଥିରେ ସେ ବହୁତ ଲାଇଟ ମେକଅପ କରି ରଖିଛନ୍ତି । ଏହି ଫଟୋରେ କରିନା କପୁରଙ୍କର ଅନ୍ଦାଜକୁ ଲୋକମାନେ ବହୁତ ପସନ୍ଦ ବି କରୁଛନ୍ତି । ଏହି ଫଟୋକୁ ଦେଖି ଲୋକମାନେ ଆହୁରି ତାଙ୍କର ଦିବାନା ହୋଇ ଯାଇଛନ୍ତି । ଏହି ଫଟୋରେ କରିନା କପୁର ପୁଣି ଥରେ ନିଜର ଚୁଟିକୁ ଖୋଲା ରଖିଛନ୍ତି । କିନ୍ତୁ ଏଥିରେ ସେ ଏକ ଘଡି ଲଗାଇ ରଖିଛନ୍ତି ଓ ଈୟରିଂଗ ପିନ୍ଧି ନାହାନ୍ତି ।

ପିଂକ ପିଂକ ହେଲେ କରିନା

ଅଭିନେତ୍ରୀ କରିନା କପୁର ଏହି ଫଟୋରେ ପିଂକ କଲର ଡ୍ରେସରେ ନଜର ଆସୁଛନ୍ତି, ଯେଉଁଥିରେ ତାଙ୍କର ଗାଲ ବି ଆହୁରି ଅଧିକ ପିଂକ ଲାଗୁଛି । ଏମିତିରେ ଏହି ଫଟୋକୁ ଦେଖି ସମସ୍ତେ କହୁଛନ୍ତି କି କରିନା ବହୁତ ଅଧିକ ପିଂକ ପିଂକ ଲାଗୁଛନ୍ତି । କହିଦେଉଛୁ କି ଏହି ଫଟୋରେ କରିନା କପୁର ବହୁତ ସୁନ୍ଦର ଲାଗୁଛନ୍ତି । ଯାହାକୁ ଦେଖି ତାଙ୍କର ଫ୍ୟାନମାନେ ପାଗଳ ହୋଇ ଯାଇଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।