Anuska Sharma ଙ୍କ ଏହି 4ଟି ଖରାପ ଫିଲ୍ମକୁ Virat Kohli ବି କେବେ ଦେଖିବାକୁ ଚାହାନ୍ତି ନାହିଁ, ଆପଣ ବି ଦେଖିଲେ କହିବେ ଠିକ କଥା

ବନ୍ଧୁଗଣ ୯୦ ଦଶକର କିଛି ଅଭିନେତ୍ରୀ ନିଜ ବିବାହ ପୂର୍ବରୁ ରୋମାଣ୍ଟିକ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ପସନ୍ଦ କରୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ରୋମାଣ୍ଟିକ ଚଳଚ୍ଚିତ୍ର ରେ ଅଭିନୟ କରିବା ବନ୍ଦ କରିଦେଇଥିଲେ । ଠିକ୍ ସେହିପରି ଅନୁଷ୍କା ଙ୍କୁ ବିବାହ କଲା ପରେ ତାଙ୍କ ସ୍ଵାମୀ ବିରାଟ କୋହଲି ତାଙ୍କର ଏହି ପ୍ରକାର ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଆସନ୍ତୁ ଦେଖିବା ବିରାଟ କୋହିଲି ଅନୁଷ୍କାଙ୍କ କେଉଁ ଚାରୋଟି ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି ନାହିଁ ।

ନ°୧- ବ୍ୟାଣ୍ଡ ବାଜା ବାରାତ୍

ଏହି ଚଳଚ୍ଚିତ୍ର ବିଷୟରେ ଆପଣମାନେ ଭଲ ଭାବରେ ଜାଣିଥିବେ ଯେ ଏହି ଚଳଚ୍ଚିତ୍ରରେ ଅନୁଷ୍କା ଶର୍ମା ରଣବୀର ସିଂ ଙ୍କ ସହିତ ରୋମାନ୍ସ କରିଥିଲେ । ଯେଉଁଥି ପାଇଁ ଦୁଇ ଜଣ ଚର୍ଚ୍ଚା ରେ ଥିଲେ । ଆମେ ଆପଣଙ୍କୁ ଜଣାଇ ରଖୁଛୁ କି ଏହି ଚଳଚ୍ଚିତ୍ରର ଶେଷ ସିନ୍ ରେ ଅନୁଷ୍କା ଶର୍ମା, ରଣବୀର ଙ୍କ ସହିତ ଏକ ରୋମାଣ୍ଟିକ କିସ୍ କରିଥିଲେ । ଯାହାକି ବିରାଟ କୋହଲି କେବେ ବି ଦେଖିବାକୁ ପସନ୍ଦ କରନ୍ତି ନାହିଁ ।

ନ°୨- ପିକେ

ସୁଶାନ୍ତ ସିଂହ ରାଜପୁତ ଙ୍କ ସହିତ ପିକେ ଚଳଚ୍ଚିତ୍ରରେ ଅନୁଷ୍କା ଶର୍ମା ଏକ ହଟ୍ ରୋମାଣ୍ଟିକ ସିନ୍ କରିଥିଲେ । ଯେଉଁଥି ପାଇଁ ବିରାଟ କୋହଲି ଅନୁଷ୍କା ଙ୍କ ଉପରେ ବହୁତ୍ ରାଗିଥିଲେ । କାହିକିଁ ନା ଏହି ଚଳଚ୍ଚିତ୍ର ରେ ଅନୁଷ୍କା ସମସ୍ତ ସୀମା ପାର କରି ଦେଇଥିଲେ ।

ନ°୩- ଏନଏଚ୍ ୧୦

୨୦୧୫ ରେ ରିଲିଜ୍ ହେଇଥିବା ଏହି ଚଳଚ୍ଚିତ୍ରରେ ମଧ୍ୟ ଅନୁଷ୍କା ଶର୍ମା ଅନେକ ଗୁଡ଼ିଏ ହଟ୍ ରୋମାଣ୍ଟିକ ସିନ୍ କରିଥିଲେ । ଖାଲି ଏତିକି ନୁହେଁ ଅନୁଷ୍କା କେତେ ଗୁଡ଼ିଏ କିସ୍ ସିନ୍ ମଧ୍ୟ କରିଥିଲେ । ଯେଉଁଥିପାଇଁ ବିରାଟ କୋହଲି ଅନୁଷ୍କାଙ୍କ ଉପରେ ରାଗିଥିଲେ ।

ନ°୪- ବମ୍ବେ ଭେଲଭେଟ୍

୧୨୦ କୋଟି ଟଙ୍କାର ବ୍ୟବସାୟ କରିଥିବା ରଣବୀର ଆଉ ଅନୁଷ୍କାଙ୍କ ଏହି ଚଳଚ୍ଚିତ୍ରରେ ମଧ୍ୟ ଅନୁଷ୍କାଙ୍କର ବହୁତ୍ ରୋମାଣ୍ଟିକ ସିନ୍ ଥିଲା । ସେଥିପାଇଁ ବିରାଟ କୋହଲି ଏହି ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଏକ ସାକ୍ଷାତକାରରେ ବିରାଟଙ୍କୁ ଯେତେବେଳେ ଏହିସବୁ ଚଳଚ୍ଚିତ୍ର ବିଷୟରେ ପଚରାଗଲା ସେ କହିଥିଲେ, ସେ କେବେ ବି ଏହି ଚଳଚ୍ଚିତ୍ର ଗୁଡ଼ିକ ଦେଖିବାକୁ ପସନ୍ଦ କରନ୍ତି ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।