ଯେତେବେଳେ ସମସ୍ତଙ୍କ ସାମ୍ନାରେ ଖସିଗଲା ଏହି ହିରୋଇନ ମାନଙ୍କ ଡ୍ରେସ, ତା’ ପରେ ଯାହା ହେଲା…ଦେଖନ୍ତୁ

ନୋରା ଫତେହି କିଛି ଦିନ ହେଲା ଡ୍ୟାନ୍ସ ଦିବାନେ ସିଜିନ 3 ରେ  ନିଜ ଡ୍ୟାନ୍ସ  ପାଇଁ ଖୁବ  ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁ ଥିରେ ସେ ତୁଷାର ଙ୍କ ସହ ସାକି ସାକି ଗୀତରେ ଡ୍ୟାନ୍ସ  କରୁଥିଲେ ।

ନୋରାଫତେହି ଯେଉଁ ଜାଗାକୁ ଯାଉଛନ୍ତି ତାଙ୍କୁ ଲୋକମାନେ ଖୁବ ଭଲ ପାଇବା ଦେଉଛନ୍ତି ମାତ୍ର ଏଭଳି କିଛି ଜାଗା ଅଛି ଯାହା ପାଇଁ ସେ ନିଜର ଲୂକ୍ଶ କୁ ନେଇକି ଟିକେ ଲାଜ୍ୟା ଅନୁଭବ କରିଛନ୍ତି । କେବଳ ସେ ନୁହେଁ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର କାମକୁ ନେଇ ଚର୍ଚ୍ଚାରେ ଥିବା ସମୟରେ ସେମାନେ ନିଜର ପିନ୍ଧିବା ଶୈଳୀ ପାଇଁ ଅନେକ ସମୟରେ କିଛି ଲାଜ୍ୟା ଅନୁଭବ କରିଛନ୍ତି ଓ ନିଜ ଡ୍ରେସକୁ ସଜାଡିବା ପାଇଁ ଚେଷ୍ଟା କରିଛନ୍ତି ।

ନୋରାଫତେହି ଓ ଭିକି କୌଶଳ ଙ୍କ ଗୀତ ସଫଳତା ପାଇବା ପରେ ଏହା ପାଇଁ ଏକ ପାର୍ଟି ଦିଆ ଯାଇଥିଲା । ଏକ ସ୍ଟେଜ ରେ ନୋରାଫତେହି ଓ  ଭିକି କୌଶଳ ଡ୍ୟାନ୍ସ  ପରଫରମାନ୍ସ ଦେଉଥିବା ବେଳେ ନୋରାଙ୍କ ଛୋଟ ଡ୍ରେସ ଟେକି  ହୋଇ ଯାଇଥିଲା ।

ଏହା ପରେ ନାମ ଆସେ ଶିଲ୍ପା ଶେଠୀଙ୍କ ସେ କିଛି ଦିନ ପାଇଁ ନିଜ ପରିବାର ସହ ଛୁଟି ବିତାଇବା କୁ ଯାଇଥିଲେ ଇଉରୋପ । ସେଠାରେ ସେ ନିଜର ଏକ ଭିଡିଓ କରୁଥିଲେ ଯେଉଁ ଥିରେ ସେ କୃଶ ରେ ଠିଆ ହୋଇ ପୋଜ ଦେଉଥିଲେ ଏହି ସମୟରେ ତାଙ୍କ ଡ୍ରେସ ଉଡି ଯାଇଥିଲା ଓ ସେ ତୁରନ୍ତ ଏହାକୁ ଧରି ନେଇ ଥିଲେ ।

ଏହା ପରେ ପ୍ରିୟାଙ୍କା ଙ୍କ ନାମ ଆସେ ଏକ ଭିଡିଓ ରେ ସେ  ନିକ ଙ୍କ ସହ ଯେଉଁ ଥିରେ ସେ ଏକ ଗୀତ ଗାଉଥିବାର ଦେଖିଥିବେ ଏଥିରେ ସେ ନାଚିଥିବା ସମୟରେ ତାଙ୍କ ଡ୍ରେସ ସାଇଡରୁ ଖସିବାକୁ ଲାଗିଥିଲା । ଏହା ସହ ସେ ନିଜର ଏପଟ ସେପଟ ଡ୍ରେସ ପାଇଁ ସେ ଅନେକ ଥର ଟିକେ ଲାଜ୍ୟା ଅନୁଭବ କରି ଡ୍ରେସ ଠିକ କରିଛନ୍ତି । ସାହିଦ କପୂରଙ୍କ ପତ୍ନୀ ମୀରା ରାଜପୁତ ମଧ୍ଯ ଏଭଳି ଅବସ୍ତାରେ ଦେଖା ଯାଇଛନ୍ତି ଯେଉଁ ଠାରେ ତାଙ୍କୁ କିଛି ଖରାପ ଲାଗି ଥିଲା ।

ଏହି ଦୁଇ ଜଣ ଅନିତା ଦୁବ୍ରେଙ୍କ ପାଇଁ ଏକ ର୍ଯାମ୍ପ ୱାକ କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ଯେତେବେଳେ ସେ ଡ୍ୟାନ୍ସ କରୁଥିଲେ ସେତେବେଳେ ତାଙ୍କ ଓଢଣି ତାଙ୍କ ଚୁଟିରେ ଲାଗି ଯାଇଥିଲା । ଦବୁ ରନତାନି ନିଜର ୨୦୧୮ ର କ୍ଯାଲେଣ୍ଡର ଲଞ୍ଚ କରିଥିଲେ ଏଥିରେ ବଡ ବଡ ତାରକା ମାନେ ଆସିଥିଲେ ଏଥିରେ ଆସିଥିବା କରନ କୁନ୍ଦରା ଓ ତାଙ୍କ ଗାର୍ଲ ଫ୍ରେଣ୍ଡ ଅନୁସା ଙ୍କ ଉପରେ ଲୋକଙ୍କ ନଜର ପଡିଥିଲା ଏଥିରେ ଅନୁସା ଅରେଞ୍ଜ ରଙ୍ଗର ବ୍ୟାକ ଲେସ ଡ୍ରେସ ପିନ୍ଧିଥିଲେ ।

ଏହି ସମୟରେ ସେ ମିଡିଆକୁ ପୋଜ ଦେବା ସମୟରେ ତାଙ୍କ ସାଇଡରୁ ଡ୍ରେସ ଖରାପ ଦେଖା ଯିବାକୁ ଲାଗୁଥିଲା ।  ଏହା ପରେ ନାମ ଆସେ ସୋନାମ କପୁରଙ୍କ । ସେ ନିଜ ଡ୍ରେସରେ ଏକ କ୍ରୋପଟପ ପିନ୍ଧିଥିଲେ ଓ ଏହା ଉପରକୁ ଉଠି ଯାଇଥିଲା ଏହା ପାଇଁ ସେ ଟିକେ ଲଜ୍ୟା ଅନୁଭବ କରିଥିଲେ । ଏଭଳି ଅନେକ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ଲାଜ୍ୟା ଅନୁଭବ କରନ୍ତି ନିଜ ଡ୍ରେସ କୁ ନେଇକି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।