ନେପାଳ ସହିତ ଶତ୍ରୁତା ସତ୍ବେ ଭାରତ ଦେଲା ଏହି ବଡ ଉପହାର

ନେପାଲ ସହିତ ଭାରତର ପୂର୍ବରୁ ଭଲ ସମ୍ପର୍କ ଥିଲେ ମଧ୍ୟ ଏବେ ନେପାଳ ଚୀନ କଥାରେ ପଡି ଭାରତ ସହିତ ଶତ୍ରୁତା କରୁଛି କିନ୍ତୁ ଭାରତ ନିଜ ପଡୋଶୀର ଉନ୍ନତି ପାଇଁ ନିଜର ଯୋଗଦାନ ଦେବାର ପରମ୍ପରା କୁ ଏବେ ବି ପାଳନ କରୁଛି । ଭାରତ ଏବେ ବି ନେପାଳକୁ ନିଜ ସହଯୋଗୀ ଭାବୁଛି ଓ ନେପାଳକୁ ଭାରତ ତରଫରୁ ଗୋଟେ ଉପହାର ମଧ୍ୟ ଦିଆ ଯାଇଛି ।

ତେବେ ଆପଣ ମଧ୍ୟ ଜାଣନ୍ତୁ ଆମ ପ୍ରଧାନ ମନ୍ତ୍ରୀ ମୋଦୀ ନେପାଳକୁ ଏମିତି କଣ ଦେଇଛନ୍ତି ଯାହା ଦେଖି ପୁରା ସଂସାର ଆଶ୍ଚର୍ଯ୍ୟ ହୋଇଛନ୍ତି । ଖବର ଅନୁଯାୟୀ ଭାରତ ନେପାଳକୁ ଅତ୍ୟାଧୁନିକ ସୁବିଧା ଥିବା ଦୁଇଟି DEMU ଟ୍ରେନ ଦେଇଛି ଯାହା ଏୟର କଣ୍ଡିସନ ହେବା ସହ ସେଥିରେ ୩ଟି କାର ମଧ୍ୟ ଅଛି ଯାହାକୁ ଆବଶ୍ୟକତା ସମୟରେ ବ୍ୟବହାର କରା ଯାଇ ପାରିବ ।

ଏଥିରେ ଗୋଟେ ଡିଜଲ ଟ୍ରେଲର କାର, ଗୋଟେ ଡିଜଲ ପାୱର କାର ଓ ୩ଟି ଟ୍ରେଲର କାର ସହ ଗୋଟେ ଏୟର କଣ୍ଡିସନଇଙ୍ଗ କାର ମଧ୍ୟ ଅଛି । ଏହି ଟ୍ରେନ ଦୁଇଟି ତାମିଲନାଡୁ ର ରାଜଧାନୀ ଚେନାଇ ସ୍ଥିତ ଇଣ୍ଟେରିଆଲ କୋଚ ଫ୍ୟାକ୍ଟ୍ରି ରେ ବନା ଯାଇଛି । ଦୁଇ ଟ୍ରେନ ରେ ଏମିତି କଣ୍ଟ୍ରୋଲ ପ୍ରୋପେନ୍ସିଆଲ ସିସ୍ଟମ ଲାଗିଛି ଯାହା ଦାମ ୫୨.୪୬ କୋଟି ଟଙ୍କା ଅଟେ ।

ଏହି ଦୁଇ ଟ୍ରେନ ଭାରତ ଜୟ ନଗର ରେଲଵେ ଷ୍ଟେସନରୁ ନେପାଳ ଜନକପୁର ରେଲଵେ ଷ୍ଟେସନ ପର୍ଯ୍ୟନ୍ତ ନିଆ ଯାଇଛି, ଯାହାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଲାଗିଛି । ଏତେ ସାହାର୍ଯ୍ୟ କରିବା ପରେ ମଧ୍ୟ ନେପାଳ ନିଜ କାମ କରିବା ଢଙ୍ଗ ବଦଳି ନାହିଁ ଓ ତାଙ୍କ ଅଭିଯୋଗ ଭାରତରୁ କମୁ ନାହିଁ । ଆମ ଭାରତ ସମସ୍ତଙ୍କୁ ସାହାର୍ଯ୍ୟ କରିବାରେ ଲାଗିଛି କିନ୍ତୁ ଅନ୍ୟ ଦେଶ ଏହାକୁ ଖୋଳି ଖାଇବାରେ ଲାଗିଛନ୍ତି । ଚୀନ ନେପାଳକୁ ନିଜ ଇଶାରାରେ ନଚାଉଛି ଓ ନେପାଳ ଚୀନ କଥା ମାନି ଏପଟ ସେପଟ ବାଦ ବିବାଦ ସୃଷ୍ଟି କରୁଛନ୍ତି ।

ନେପାଳ ମଧ୍ୟ ନିଜ ଝଣ୍ଡା ଭାରତ କିଛି ଜମି ଉପରେ ଚାହୁଁଛି ଯାହା ଲୋଭରେ ସେ ଯାଇ ଚୀନ ସହ ମିଶି ଯାଇଛି କିନ୍ତୁ କରୋନାରେ ମଧ୍ୟ ଭାରତ ନେପାଳ ସହ ଶତ୍ରୁତା ନୁହେଁ ମିତ୍ରତା କରିବା ପ୍ରୟାଶରେ ଲାଗି ରହିଛି । ଏହି ଦୁଇଟି ଟ୍ରେନରେ ଭାରତର ବହୁତ ଟଙ୍କା ଖର୍ଚ ହୋଇଛି ସତ କିନ୍ତୁ ଲୋକଙ୍କୁ ନେପାଳ ଯିବା ଆସିବା ସୁବିଧା ହୋଇଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।