ଏହି 7 bollywood ହିରୋଇନଙ୍କ ଠାରୁ ବହୁତ ହଟ ଓ ସୁନ୍ଦର ଏମାନଙ୍କ ମା

ବଲିଉଡ ରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ ସୁନ୍ଦର ହେବା ସହିତ କାଫି ଷ୍ଟାଇଲିସ ବି ଅଟନ୍ତି । କିନ୍ତୁ ସବୁଠୁ ବଡ କଥା ଏହା ହେଲା କି ଏମାନଙ୍କ ଠାରୁ ଏମାନଙ୍କ ମା ମଧ୍ୟ ବହୁତ ଅଧିକ ସୁନ୍ଦର ଫ୍ୟାସନେବୁଲ ନଜର ଆସନ୍ତି । ଆଜି ଆମେ ଆପଣଙ୍କୁ କହିବୁ ବଲିଉଡର ଏମିତି ହିଁ କିଛି ମା ଝିଅ ଯୋଡ଼ିଙ୍କ ବିଷୟରେ ଯେଉଁମାନେ ସୁନ୍ଦରତା ମାମାଲାରେ କେହି କାହାକୁ କମ ନୁହଁନ୍ତି । ତେବେ ଚାଲନ୍ତୁ ଆରମ୍ଭ କରିବା ।

ପୂଜା ବେଦୀ

ସର୍ଵ ପ୍ରଥମେ ଜାଣିବା ପୂଜା ବେଦୀଙ୍କ ବିଷୟରେ ସେ ବଲିଉଡର ପ୍ରସିଦ୍ଧ ଅଭିନେତା କବିର ବେଦୀଙ୍କ ଝିଅ ଅଟନ୍ତି । ସେ ପେହେଲା ନଶା ଗୀତର ଅଭିନୟରେ ସମସ୍ତଙ୍କୁ ଦିବାନା କରି ଦେଇଥିଲେ ଏବେ ଏବେ ତାଙ୍କ ଝିଅ ଆଲିଆ ଫନୀଚର ଵାଲା ସୈଫ ଅଲି ଖାନଙ୍କ ସହ ଫିଲ୍ମ ଜବାନି ଜାନେମନରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଛନ୍ତି ଏବଂ ସେ ତାଙ୍କ ମାଙ୍କ ଠାରୁ ମଧ୍ୟ ସୁନ୍ଦର ଅଟନ୍ତି ।

ମୀରା ସିଂ

ଦ୍ଵିତୀୟରେ ଅଛନ୍ତି ଉର୍ବଶୀ ରୌତେଲା । ଉର୍ବଶୀଙ୍କ ଭଳି ତାଙ୍କ ମା ମୀରା ସିଂଙ୍କ ମଧ୍ୟ ଖୁବ ସୁନ୍ଦର ଦେଖାଯାନ୍ତି । ଏହି ମା ଝିଅଙ୍କୁ ଏକା ସାଙ୍ଗରେ ଦେଖିଲେ ଦୁଇଜଣ ମା ଝିଅ ଭଳି ଜଣା ପଡନ୍ତି ନାହିଁ ।

ମୁନମୁନ ସେନ

ତୃତୀୟରେ ରିୟା ସେନ ଓ ରାଇମା ସେନ ଏମାନେ ଏବେକାର ବଲିଉଡର ପ୍ରସିଦ୍ଧ ନାୟିକା ଅଟନ୍ତି ଏବଂ ସୁନ୍ଦରରେ ମଧ୍ୟ କିଛି କମ ନୁହନ୍ତି । ଏମାନଙ୍କ ମା ମୁନ ମୁନ ସେନ ବଲିଉଡର ଜଣେ ଫେମସ ଅଭିନେତ୍ରୀ ଥିଲେ ।  ସେ ହିନ୍ଦୀ ଫିଲ୍ମ ସହ ମରାଠୀ, ବଙ୍ଗାଳି , ତେଲଗୁ , ତାମିଲ, ମାଲାୟାଲାମ ଫିଲ୍ମରେ ଅଭିନୟରେ ଛାପ ଛାଡିଛନ୍ତି କିନ୍ତୁ ୨୦୧୪ ରେ ରାଜନୀତି ରେ ଯୋଗ ଦେଇ ଫିଲ୍ମ ଦୁନିଆରୁ ବିଦାୟ ନେଇଥିଲେ । ସେ ମଧ୍ୟ ତାଙ୍କ ଝିଅମାନଙ୍କ ଠାରୁ ବହୁତ ସୁନ୍ଦର ଦେଖା ଯାଆନ୍ତି ।

ଡ଼ିମ୍ପଲ କାପାଡ଼ିଆ

ଏହା ପରେ ଟ୍ଵିଙ୍କିଲ ଖାନା ଓ ଡ଼ିମ୍ପଲ କାପାଡ଼ିଆଙ୍କ କଥା କହିବା ଏମାନେ ଏବେ ବି ବଲିଉଡରେ ସକ୍ରିୟ ଅଛନ୍ତି । କିନ୍ତୁ ଡ଼ିମ୍ପଲଙ୍କ ଅପେକ୍ଷା ଟ୍ଵିଙ୍କିଲ ବଲିଉଡରେ ଅଧିକ ନାମ କରିନାହାନ୍ତି ।  ଯଦି ଏମାନଙ୍କୁ ଏକା ସାଙ୍ଗରେ ଦେଖାଯାଏ ତେବେ ଏମାନେ ମା ଝିଅ ଭଳି ଜଣାପଡନ୍ତି ନାହିଁ । ଡ଼ିମ୍ପଲ ଏବେ ବି ଏତେ ସୁନ୍ଦର ଅଛନ୍ତି କି ତାଙ୍କ ସମୟର ହିରୋଇନ ଭଳି ଦେଖାଯାନ୍ତି ।

ଶିବାଙ୍ଗି କପୁର

ଶ୍ରଦ୍ଧା କପୁରଙ୍କ ମା ଶିବାଙ୍ଗି କପୁର ମଧ୍ୟ ବଲିଉଡର ଜଣେ ପ୍ରସିଦ୍ଧ କଳାକାର ଥିଲେ ଏବଂ ଏହା ସହ ସେ ଜଣେ ସିଙ୍ଗର ମଧ୍ୟ ଥିଲେ ସେ ୟାଦୋ କି ବାରାତ , ସାଜନ ବିନା ଶୁହାଗନ , କିସ୍ମତ ଓ ବିଧାତା ଭଳି ହିଟ ଫିଲ୍ମରେ ଅଭିନୟ କରିଥିଲେ ।

ପୁନମ ସିହ୍ନା

ଯଦି ସୋନାକ୍ଷୀ ସିହ୍ନାଙ୍କ ମା ପୁନମ ସିହ୍ନାଙ୍କ କଥା କହିବା ତେବେ ସେ ମଧ୍ୟ ଜଣେ ବଲିଉଡର ଜଣା ଶୁଣା ଅଭିନେତ୍ରୀ ଥିଲେ । କିନ୍ତୁ ହିନ୍ଦୀ ଫିଲ୍ମରେ ତାଙ୍କ ନାମ କୋମଳ ଥିଲା । ସେ ୧୯୬୮ ରେ ମିସ ଇଣ୍ଡିଆ ଥିଲେ । ଏବେ ସେ ବଲିଉଡକୁ ଛାଡି ସମାଜ ବାଦି ପାର୍ଟିରେ ଯୋଗ ଦେଇଛନ୍ତି ।

ଭାବନା ପାଣ୍ଡେ

ଏବେ ଏବେ ବଲିଉଡରେ ଏଣ୍ଟ୍ରି କରିଥିବା ଅନନ୍ୟା ପାଣ୍ଡେଙ୍କ ମାଙ୍କ ନାମ ଭାବନା ପାଣ୍ଡେ ଅଟେ ସେ ବଲିଉଡର ଜଣେ ଫେମସ କସଟ୍ୟୁମ ଡିଜାଇନର ଅଟନ୍ତି ଏବଂ ତାଙ୍କ ବୟସ ଅନୁସାରେ ସେ ବହୁତ ୟଙ୍ଗ ଦେଖାଯାନ୍ତି । ସେ ଚଙ୍କି ପାଣ୍ଡେଙ୍କ ସହ ୧୯୯୮ ରେ ବିବାହ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।