ଘର ଚଳାଇବା ପାଇଁ ଦେହ ବେପାର କରିଥିଲେ ଏହି ବଲୀଉଡ ହିରୋଇନମାନେ, ଲିସ୍ଟରେ ସାମିଲ ଅଛି ଅନେକ ବଡ ବଡ ନାମ

କୌଣସି ବି ବ୍ୟକ୍ତିକୁ ଆଜିର ମହଙ୍ଗା ଓ ଆଧୁନିକ ସମୟରେ ଜୀବନ ଯାପନ କରିବା ପାଇଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ନିଜର ଓ ନିଜ ଘରର ଖର୍ଚ ଚଳାଇବା ପାଇଁ କିଛି ଲୋକମାନେ ବାଧ୍ୟରେ କିଛି ଏମିତି ପଦକ୍ଷେପ ନେଇ ଯାଆନ୍ତି ଯାହା ବହୁତ ଲଜ୍ୟାଜନକ ହୋଇଥାଏ । ଯଦି ଆମେ ଫିଲ୍ମ ଇଣ୍ଡଷ୍ଟ୍ରିର କଥା କହିବା ତେବେ ଏହା ବାହାର ଆଡକୁ ବହୁତ ଭଲ ଦେଖା ଯାଇଥାଏ କିନ୍ତୁ ଏହା ଭିତରେ ବହୁତ କଷ୍ଟ ଓ ବାଧ୍ୟତା ଲୁଚି ରହିଥାଏ ।

ଯଦି ଆମେ ଗତ କିଛି ବର୍ଷ ଉପରେ ନଜର ପକାଇବା ତେବେ ୧୦ ରୁ ଅଧିକ ଅଭିନେତ୍ରୀ ଦେହ ବ୍ୟାପାର ଭଳି ଧନ୍ଦାରେ ସାମିଲ ଥିବା ଆରୋପରେ ଗିରଫ୍ ହୋଇ ସାରିଛନ୍ତି ।

୧. ଶ୍ୱେତା ବସୁ ପ୍ରସାଦ

ଅଭିନେତ୍ରୀ ଶ୍ୱେତା ବସୁ ପ୍ରସାଦଙ୍କୁ ହାଇଦ୍ରାବାଦ ପୋଲିସ ଦେହ ବ୍ୟାପାର ଧନ୍ଦାରେ ଜଡିତ ଥିବା କାରଣରୁ ଗିରଫ୍ କରିସାରିଛି । ୨୩ ବର୍ଷର ଶ୍ୱେତା ବିଶାଲ ଭାରଦ୍ୱାଜଙ୍କର ଚର୍ଚିତ ଫିଲ୍ମ ‘ମକଡ଼ୀ’ରେ ବାଲ୍ୟ କଳାକାର ରୂପରେ କାମ କରିଥିଲେ । ଏଥିପାଇଁ ତାଙ୍କୁ ୨୦୦୨ରେ ସର୍ବଶ୍ରେଷ୍ଠ ବାଲ୍ୟ କଲାକାର ର ରାଷ୍ଟ୍ରୀୟ ପୁରଷ୍କାର ବି ମିଳିଥିଲା । ପରେ ତାଙ୍କୁ ପୁଣି ଥରେ ଅନ୍ୟ ଏକ ଚର୍ଚିତ ଫିଲ୍ମ ‘ଇକବାଲ’ରେ ବି ଦେଖା ଯାଇଥିଲା ।

ଏହା ଛଡା ସେ କେତେକ ସିରିୟଲରେ ବି କାମ କରିଛନ୍ତି । ସେ ଗତ କିଛି ବର୍ଷ ହେବ ହାଇଦ୍ରାବାଦରେ ରହି ତେଲୁଗୁ ଫିଲ୍ମରେ କାମ କରୁଥିଲେ ।

୨. ମିସ୍ଟୀ ମୁଖର୍ଜୀ

୯ ଜାନୁୟାରୀ ୨୦୧୪ରେ ମୁମ୍ବାଇର ଏକ ଆଈଏଏସ (ବେସ୍ଟ ର ଜିଏମ) ଓପୀ ଗୁପ୍ତାଙ୍କ ଘରେ ଚଢଉ ସମୟରେ ହାଇ ପ୍ରୋଫାଇଲ ଦେହ ଧନ୍ଦାର ଏକ ରାକେଟ ଧରା ପଡିଥିଲା । ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏହି ରାକେଟକୁ ଆଉ କେହି ନୁହନ୍ତି ବଲୀଉଡର ଅଭିନେତ୍ରୀ ମିସ୍ଟୀ ମୁଖର୍ଜୀ ଚଲାଉ ଥିଲା । ଚଢଉ ସମୟରେ ମିସ୍ଟୀ ମୁଖର୍ଜୀକୁ ଆପତ୍ତିଜନକ ସ୍ଥିତିରେ ଗିରଫ୍ କରାଯାଇଥିଲା ।

୩. ଶ୍ରାବଣୀ

ତେଲୁଗୁ ଧାରାବାହିକ ‘ହିମାବିନ୍ଦୁ’ ଓ ‘ଲାୟା’ ରେ କାମ କରି ସାରିଥିବା ଅଭିନେତ୍ରୀ ଶ୍ରାବଣୀଙ୍କୁ ଏକ ହାଈ – ପ୍ରୋଫାଇଲ ଦେହ ଧନ୍ଦା ରାକେଟ ମାମଲାରେ ୩ ଅକ୍ଟୋବର, ୨୦୧୩ରେ ମଧାପୁର ରୁ ଗିରଫ୍ କରାଯାଇଥିଲା ।

୪. ଭୁବନେଶ୍ୱରୀ

କେତେକ ତାମିଲ ଫିଲ୍ମ ଓ ଧାରାବାହିକରେ କାମ କରି ଭଲ ଆୟ କରିଥିବା ସତ୍ତ୍ୱେ ଭୁବନେଶ୍ୱରୀ ଦେହ ବ୍ୟାପାର ଭଳି ଧନ୍ଦାକୁ ଆପଣାଇ ଥିଲେ । ୨୦୦୯ରେ ଭୁବନେଶ୍ୱରୀଙ୍କୁ ଚେନ୍ନାଈରେ ମୁମ୍ବାଇର ଦୁଇଟି ଯୁବତୀଙ୍କ ସହ ଦେହ ବ୍ୟାପାର ଧନ୍ଦା କରୁଥିବା ସମୟରେ ଗିରଫ୍ କରାଯାଇଥିଲା । ଭୁବନେଶ୍ୱରୀ ନିଜ ଅର୍ପାଟମେଂଟରେ ଦେହ ବ୍ୟାପାର ଧନ୍ଦା କରୁଥିଲେ  ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।