ଜାଣନ୍ତୁ ଓଲିଉଡ ର ଏହି ଫେମସ ହିରୋଇନ ମାନଙ୍କ ଘର କେଉଁଠି ?

ବର୍ତ୍ତମାନ ସମୟରେ ଓଡିଆ ସିନେମାରେ ସବୁଦିନ ନୂଆ ନୂଆ ଅଭିନେତା ଓ ଅଭିନେତ୍ରୀ ଦେଖିବାକୁ ମିଳୁଛନ୍ତି । ଏହା ସହିତ ସବୁଦିନ କୌଣସି ନା କୌଣସି ଓଡିଆ ଫିଲ୍ମ ମଧ୍ୟ ରିଲିଜ ହେଉଛି । ଏହା ମଧ୍ୟରୁ କିଛି ଫିଲ୍ମ ଦର୍ଶକମାନଙ୍କୁ ମନୋରଞ୍ଜନ କରିବାରେ ସଫଳ ହେଉଛି ତ ଅନ୍ୟ କିଛି ଫିଲ୍ମ ସେହିଭଳି କିଛି ଖାସ କମାଲ ଦେଖାଇ ପାରୁ ନାହିଁ । କହିବାକୁ ଗଲେ ଆପଣମାନେ ପ୍ରାୟତଃ ସବୁ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଜାଣିଥିବେ । କିନ୍ତୁ ଏହି କଳାକାରମାନେ କେଉଁ ସ୍ଥାନରେ ରହୁଛନ୍ତି ଏହା ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି ।

ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଓଡିଆ ସିନେମା ଜଗତରେ ଅଭିନୟ କରୁଥିବା କିଛି ଅଭିନେତ୍ରୀମାନଙ୍କ ଘର ଓ ସେମାନେ କେଉଁ ସ୍ଥାନରେ ରହୁଛନ୍ତି ସେହି ବିଷୟରେ କହିବୁ ।

ଭୂମିକା ଦାସ

ଅଭିନେତ୍ରୀ ଭୂମିକା ଦାସ ପିଲାଦିନୁ ହିଁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଛନ୍ତି । କହିଦେଉଛୁ କି ଭୂମିକା ଦାସଙ୍କ ଜନ୍ମ ସ୍ଥାନ ହେଉଛି ରାଉରକେଲା । କିନ୍ତୁ ବର୍ତ୍ତମାନ ସେ ଭୁବନେଶ୍ଵରରେ ରହୁଛନ୍ତି ଓ ନିଜର ଶିକ୍ଷା ଜାରି ରଖିଛନ୍ତି ।

ବର୍ଷା ପ୍ରିୟଦର୍ଶିନୀ

ବର୍ଷା ପ୍ରିୟଦର୍ଶିନୀ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ସେ ଜଣେ ଅଭିନେତ୍ରୀ ସହ ଅଭିନେତା ଅନୁଭବ ମହାନ୍ତିଙ୍କୁ ବିବାହ କରିଛନ୍ତି । କହିଦେଉଛୁ କି ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମ ସ୍ଥାନ ହେଉଛି ଭୁବନେଶ୍ଵର ଓ କିନ୍ତୁ ସେ ଅନୁଭବ ମହାନ୍ତିଙ୍କୁ ବିବାହ କରିବା ପରେ କଟକରେ ରହୁଛନ୍ତି ।

ଶିବାନୀ ସଂଗୀତା

ଶିବାନୀ ସଂଗୀତା ବର୍ତ୍ତମାନ ସମୟରେ ଜଣେ ଆଗଧାଡିର ହିରୋଇନ ଅଟନ୍ତି । କହିଦେଉଛୁ କି ଶିବାନୀଙ୍କ ପ୍ରକୃତ ଓ ତାଙ୍କର ଜନ୍ମ ସ୍ଥାନ ହେଉଛି ଖୋର୍ଦ୍ଧା ସହର ।

ଅର୍ଚିତା ସାହୁ

ଅର୍ଚିତା ସାହୁଙ୍କୁ ଆଜି ପୁରା ଓଡିଶା ଚିହ୍ନଛି । ଅର୍ଚିତାଙ୍କ ବର୍ତ୍ତମାନ ସମୟରେ ଭୁବନେଶ୍ଵରରେ ରହୁଛନ୍ତି ।

ଶୀତଳ

ଆପଣ ସମସ୍ତେ ଅଭିନେତ୍ରୀ ଶୀତଳଙ୍କୁ ଜାଣିଥିବେ । ବର୍ତ୍ତମାନ ଶୀତଳ କଟକରେ ରହୁଛନ୍ତି ।

ରିୟା

ରିୟା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଓ ସେ ବାଲେଶ୍ଵରରେ ରୁହନ୍ତି ।

ଝିଲିକ

ଝିଲିକ ଜଣେ ବେଙ୍ଗଲି ଅଭିନେତ୍ରୀ ଅଟନ୍ତି । କିନ୍ତୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଚର୍ଚିତ ଅଭିନେତ୍ରୀ ଅଟନ୍ତି । ତାଙ୍କର ଜନ୍ମସ୍ଥାନ ହେଉଛି କଲିକତା । କିନ୍ତୁ ବର୍ତ୍ତମାନ ସେ ଓଡିଶାରେ ରହୁଛନ୍ତି ।

ଏଲିନା ସାମନ୍ତରାୟ

ଏଲିନା ଏକ ରିୟାଲିଟି ଶୋ ମାଧ୍ୟମରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଗୋଡ ରଖିଥିଲେ । ଏଲିନା ବର୍ତ୍ତମାନ ଭଦ୍ରକର ଏକ ଗାଁରେ ରହୁଛନ୍ତି ।

ତମନ୍ନା

ତମନ୍ନା ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଆଗଧାଡିର ଅଭିନେତାଙ୍କ ସହ ଅଭିନୟ କରିସାରିଛନ୍ତି । ତମନ୍ନା ବ୍ରହ୍ମପୁରରେ ରହୁଛନ୍ତି ।

ପ୍ରକୃତି ମିଶ୍ର

ପ୍ରକୃତି ମିଶ୍ର ବର୍ତ୍ତମାନ ବଲୀଉଡ ଜଗତରେ ନିଜର ଜଳୱା ଦେଖାଉଛନ୍ତି । ପ୍ରକୃତିଙ୍କ ଅସଲ ଘର ହେଉଛି ଖୋର୍ଦ୍ଧା । କିନ୍ତୁ ବର୍ତ୍ତମାନ ସେ ମୁମ୍ବାଇରେ ରହୁଛନ୍ତି ।

ଦିବ୍ୟା

ଦିବ୍ୟା ଓଡିଆ ସିନେମା ଜଗତର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ଦିବ୍ୟା ବର୍ତ୍ତମାନ ଭୁବନେଶ୍ବରରେ ରହୁଛନ୍ତି ।

ପ୍ରିୟା

ପ୍ରିୟା ଆଗଧାଡିର ଅଭିନେତ୍ରୀ ରୂପରେ କାମ କରୁଥିଲେ । କିନ୍ତୁ ବିବାହ କରିବା ପରେ ସେ ଓଡିଆ ସିନେମା ଜଗତରୁ ଦୂରେଇ ଗଲେ ଓ ବର୍ତ୍ତମାନ ସେ ଖୋର୍ଦ୍ଧାରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।