ଯେତେବେଳେ ସଲମାନ ଖାନ କରିଥିଲେ ଡେବ୍ୟୁ ସେତେବେଳେ କୋଳରେ ଖେଳୁଥିଲେ ତାଙ୍କର ଏହି ୫ ଟି ହିରୋଇନ, ବର୍ତ୍ତମାନ ତାଙ୍କ ସହିତ କରୁଛନ୍ତି ରୋମାନ୍ସ

ବଲୀଉଡର ଦବଙ୍ଗ ସଲମାନ ଖାନ ଯେତେବଳେ ଫିଲ୍ମରେ ଡେବ୍ୟୁ କରିଲେ ତେବେ ତାଙ୍କୁ ସେହି ଫିଲ୍ମରେ କେହି ନୋଟିସ କରିଲେ ନାହିଁ, ପୁଣି ତାଙ୍କର ଦ୍ଵିତୀୟ ଫିଲ୍ମ ସୁପରହିଟ ରହିଲା । ଏହା ପରେ ତାଙ୍କର କିଛି ଫିଲ୍ମ ଫ୍ଲପ ରହିଲା କିନ୍ତୁ ବର୍ତ୍ତମାନ ତାଙ୍କର ସବୁ ଫିଲ୍ମ ୧୦, ୨୦୦ କୋଟି ଉପରେ କାରୋବାର କରିଥାଏ । ତାଙ୍କ ଫିଲ୍ମର ହିରୋଇନ ବି ସେ ନିଜେ ସିଲେକ୍ଟ କରିଥାନ୍ତି ।

ସେଥିପାଇଁ ସେ ବହୁତ ନୂଆ ଅଭିନେତ୍ରୀଙ୍କୁ ଚାନ୍ସ ଦେଇଥାନ୍ତି । କହିଦେଉଛୁ ଯେ ସେ ୧୯୮୮ ମସିହାରେ ଫିଲ୍ମ ଦୁନିଆରେ ନିଜର କାରିୟର ଆରମ୍ଭ କରିଥିଲେ । ବର୍ତ୍ତମାନର ହିରୋଇନ ମାନଙ୍କର ବୟସ ସେତେବେଳେ ୧ – ୨ ବର୍ଷ କିମ୍ବା ୧୦ ବର୍ଷ ଭିତରେ ଥିଲେ । ଆଜି ସଲମାନ ଯେଉଁ ଅଭିନେତ୍ରୀଙ୍କ ସହିତ ରୋମାନ୍ସ କରୁଛନ୍ତି ସେ ତାଙ୍କଠୁ ବହୁତ ଛୋଟ ଅଟନ୍ତି ।

ଏବଂ କେହି କେହି ତାଙ୍କୁ ସେହି ସମୟରେ ଅଙ୍କଲ ବି ଡାକୁ ଥିଲେ । ଯେତେବେଳେ ସଲମାନ ଖାନ କରିଥିଲେ ଡେବ୍ୟୁ ସେତେବେଳେ କୋଳରେ ଖେଳୁଥିଲେ ତାଙ୍କର ଏହି ୫ ଜଣ ଅଭିନେତ୍ରୀ, ବିଶ୍ୱାସ ହେଉ ନାହିଁ ତେବେ ଦେଖି ନିଅନ୍ତୁ ତାଙ୍କ ବୟସ ମଧ୍ୟରେ ଥିବା ପାର୍ଥକ୍ୟକୁ ।

ଯେତେବେଳେ ସଲମାନ ଖାନ କରିଲେ ଡେବ୍ୟୁ ସେତେବେଳେ କୋଳରେ ଖେଳୁଥିଲେ ଏହି ୫ ଜଣ ଅଭିନେତ୍ରୀ

୧. କଟରିନା କୈଫ

କଟରିନାଙ୍କର ଜନ୍ମ ୧୯୮୩ରେ ହୋଇଥିଲା ଏବଂ ସଲମାନଙ୍କୁ ସେତେବେଳେ ୧୮ ବର୍ଷ ହୋଇଥିଲା । ଆଜି ସଲମାନ ୫୩ ବର୍ଷର ଏବଂ କଟରିନା ୩୫ ବର୍ଷର ଅଟନ୍ତି । କଟରିନାଙ୍କୁ ସେ ହିଁ ଇଣ୍ଡଷ୍ଟ୍ରିରେ ଆଣିଥିଲେ । ଏବଂ ସେ ତାଙ୍କ ସହିତ ବହୁତ ଫିଲ୍ମ ମଧ୍ୟ କରିଛନ୍ତି ।

୨. ଅନୁଷ୍କା ଶର୍ମା

ସଲମାନ ଖାନଙ୍କର ସୁପରହିଟ ଫିଲ୍ମ ସୁଲ୍ତାନରେ ସେ ଅନୁଷ୍କା ଶର୍ମାଙ୍କ ସହିତ ରୋମାନ୍ସ କରିସାରିଛନ୍ତି । କିନ୍ତୁ ସଲମାନଙ୍କ ଡେବ୍ୟୁ ସମୟରେ ଅନୁଷ୍କା ମାତ୍ର ୩ ବର୍ଷର ଥିଲେ । ଅନୁଷ୍କାଙ୍କର ଜନ୍ମ ୧୯୮୮ ମଶିହାରେ ହୋଇଥିଲା । ସେହି ସମୟରେ ସଲମାନ ୨୨ ବର୍ଷର ଥିଲେ ।

୩. କରିନା କପୁର

କରିନା କପୂର ସଲମାନ ଖାନଙ୍କୁ ପ୍ରଥମ ଦେଖାରେ ଅଙ୍କଲ ବୋଲି ଡ଼ାକିଥିଲେ । କରିନାଙ୍କର ଜନ୍ମ ୧୯୮୦ରେ ହୋଇ ଥିଲା । ଏବଂ ସଲମାନଙ୍କର ଡେବ୍ୟୁ ସମୟରେ ସେ ୮ ବର୍ଷର ଥିଲେ । ଏବଂ ସେ ସଲମାନଙ୍କ ସହିତ ବହୁତ ହିଟ ଫିଲ୍ମରେ କାମ କରିଛନ୍ତି ।

୪. ଜ୍ୟାକଲିନ ଫର୍ନେଡିସ

ଶ୍ରୀଲଙ୍କା ଅଭିନେତ୍ରୀ ଜ୍ୟାକଲିନ ଫର୍ନେଡିସ ସଲମାନଙ୍କ ସହିତ ଫିଲ୍ମରେ ରୋମାନ୍ସ କରି ସାରିଛନ୍ତି । ବର୍ତ୍ତମାନ ଜ୍ୟାକଲିନଙ୍କର ବୟସ ୩୩ ବର୍ଷ ଅଟେ । ସଲମାନ ଯେତେବେଳେ ୨୩ ବର୍ଷର ଥିଲେ ସେତେବେଳେ ଜ୍ୟାକଲିନ ୩ ବର୍ଷର ଥିଲେ ।

୫. ସୋନାକ୍ଷୀ ସିନ୍ହା

ସୋନାକ୍ଷୀ ସିନ୍ହାଙ୍କ ସହିତ ବି ସଲମାନ ରୋମାନ୍ସ କରିଛନ୍ତି । କହିଦେଉଛୁ ଯେ ସଲମାନ ୧୯୮୮ ମସିହାରେ ୨୩ ବର୍ଷର ହୋଇଥିଲେ । ସେତେବେଳେ ସୋନାକ୍ଷୀ ସିନ୍ହା ମାତ୍ର ୧ ବର୍ଷର ଥିଲେ ଏବଂ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ସଲମାନଙ୍କର କୋଳରେ ସୋନାକ୍ଷୀ ଖେଳିଛନ୍ତି ।

ଆଗକୁ ଏମିତି ଚଟପଟା ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ । ପୋଷ୍ଟ ଟି ଭଲ ଲାଗିଲେ ଶେୟାର କରିବେ, ଧନ୍ୟବାଦ ।