Bollywood ଓ South ର ଏହି ଷ୍ଟାର ମାନଙ୍କ ମଧ୍ୟରେ ରହିଛି ଦିଅର-ଭାଉଜ ସମ୍ପର୍କ, 4 ନମ୍ବର ଯୋଡି ସବୁଠୁ ଅଧିକ ଲୋକପ୍ରିୟ

ବଲିଉଡ କଳାକାର ମାନଙ୍କ ଭଳି ସାଉଥ ଇଣ୍ଡଷ୍ଟ୍ରିର କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁଆ ଲୋକପ୍ରିୟ ଅଟନ୍ତି । ବଲିଉଡ ଓ ସାଉଥ ଦୁନିଆରେ କଳାକାର ମାନେ ଦିଅର ଓ ଭାଉଜଙ୍କର ଯୋଡି ଖୁବ ଚର୍ଚ୍ଚାରେ ରହି ଆସିଛି ।

ଠିକ ସେହିଭଳି ରିୟଲ ଲାଇଫରେ ମଧ୍ୟ ଦିଅର ଓ ଭାଉଜଙ୍କର ସମ୍ପର୍କ ବେଶ ନିଆରା ଅଟେ । ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଓ ସାଉଥ ଦୁନିଆର ଏମିତି କିଛି କଳାକାର ମାନଙ୍କ ଦିଅର ଓ ଭାଉଜଙ୍କର ଯୋଡି ବିଷୟରେ କହିବାକୁ ଯାଉଛୁ । “ରାମ ଚରନ” : ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଭାବେ ରାମ ଚରନ ପରିଚିତ ଅଟନ୍ତି । ତାଙ୍କର ଭାଉଜଙ୍କର ନାଁ ହେଉଛି ସ୍ନେହା ରେଡି ଯିଏ ଅଭିନେତା ଅଲଲୁ ଅର୍ଜୁନଙ୍କର ଧର୍ମପତ୍ନୀ ଅଟନ୍ତି । ରାମ ଚରନ ଓ ଅଲଲୁ ଅର୍ଜୁନ ସମ୍ପର୍କୀୟ ଭାଇ ଅଟନ୍ତି । ରାମ ଚରନ ଓ ସ୍ନେହା ରେଡିଙ୍କ ମଧ୍ୟରେ ଦିଅର ଓ ଭାଉଜର ସମ୍ପର୍କ ବେଶ ନିଆରା ଅଟେ ।

“ବିଦ୍ୟା ବାଲନ” : ବଲିଉଡର ସବୁଠାରୁ ମୋଷ୍ଟ ଫ୍ୟାମ୍ସ ଅଭିନେତ୍ରୀ ଭାବେ ବିଦ୍ୟା ବାଲନ ପରିଚିତ ଅଟନ୍ତି । ସେ ୨୦୧୨ରେ ମସୁର ପ୍ରଡ୍ୟୁସର ସିଦ୍ଧାର୍ଥ ରଏ କପୁରଙ୍କ ସହ ମାରେଜ କରିଛନ୍ତି । ସିଦ୍ଧାର୍ଥଙ୍କର ଦୁଇ ଭାଇ ଆଦିତ୍ୟ ଓ କୁନାଲ ରଏ କପୁର ଯାହାଙ୍କ ସହ ବିଦ୍ୟା ବାଲନଙ୍କର ଖୁବ ଫ୍ରେଣ୍ଡଲି ରିଲେସନ ରହିବା ସହ ସେମାନଙ୍କ ସମ୍ପର୍କରେ ଭଲ ବୁଝାମଣା ମଧ୍ୟ ରହିଛି ।

“ସାମନ୍ଥା” : ସାଉଥ ଦୁନିଆର ଜଣାଶୁଣା ଅଭିନେତ୍ରୀ ଭାବେ ସାମନ୍ଥା ପରିଚିତ ଅଟନ୍ତି । ସାମନ୍ଥା ୨୦୧୭ରେ ମସୁର ଅଭିନେତା ନାଗା ଚୈତନ୍ଯଙ୍କ ସହ ମାରେଜ କରିଥିଲେ ଯାହାଙ୍କର ଭାଇ ହେଉଛନ୍ତି ଅଖିଲ ଅଖିନେନୀ ଅଟନ୍ତି । ଏହି ଦୁଇ ଦିଅର ଓ ଭାଉଜଙ୍କର ସମ୍ପର୍କରେ ବେଶ ଭଲ ପାଇବା ସହ ଦୁହିଙ୍କୁ ଅନେକ ସମୟରେ ଏକା ସାଙ୍ଗରେ ଦେଖା ଯାଇଛି ।

“ରାନୀ ମୁଖାର୍ଜୀ” : ବଲିଉଡରେ “କୁଛ କୁଛ ହୋତା ହେ”, “ମର୍ଦାନୀ” ଆଦି ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ରାନୀ ମୁଖାର୍ଜୀ ନିଜର ସାନଦାର ପର୍ଫୋମାଂସ ପାଇଁ ଚର୍ଚ୍ଚାରେ ରହିଛନ୍ତି । ସେ ୨୦୧୪ରେ ଆଦିତ୍ୟ ଚୋପଡାଙ୍କ ସହ ମାରେଜ କରିଥିଲେ ଯାହାଙ୍କର ଭାଇଙ୍କର ନା ହେଉଛି ଉଦୟ ଚୋପଡା ଅଟନ୍ତି । ରାନୀ ଓ ଉଦୟଙ୍କ ମାଧୟରେ ଦିଅର ଓ ଭାଉଜଙ୍କର ଯୋଡି ବେଶ ସୁନ୍ଦର ଅଟେ । ଦୁଣୀଙ୍କ ସମ୍ପରେ ଫ୍ରେଣ୍ଡସିପ ରହିବା ସହ ଦୁହେଁ ପରସ୍ପରର ପର୍ଶନାଲ କଥା ଶେୟାର କରିଥାନ୍ତି ।

“ଜ୍ୟୋତିକା” : ସାଉଥ ଇଣ୍ଡଷ୍ଟ୍ରିରେ “ଚନ୍ଦ୍ରମୁଖୀ”, “ମ୍ୟାଡମ ଗୀତା ରାନୀ” ଆଦି ବ୍ଲକବାଷ୍ଟର ଫିଲ୍ମରେ କାମ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସେ ୨୦୦୬ରେ ଅଭିନେତା ସୁରିୟାଙ୍କ ସହ ମାରେଜ କରିଥିଲେ । ତାଙ୍କର ଦିଅର କାରଥ୍ୟା ଅଟନି ଯିଏ ଅନେକ ଫିଲ୍ମରେ ନଜର ଆସିଥିଲେ । ଦୁହିଙ୍କ ସମ୍ପର୍କରେ ବେଶ ଭଲ ବୁଝାମଣା ରହିବା ସହ ପରସ୍ପରକୁ ସପୋର୍ଟ ମଧ୍ୟ କରନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।