ଦବଙ୍ଗ ଗର୍ଲ ସୋନାକ୍ଷୀ ସିନ୍ହାଙ୍କୁ ମିଳିଲା ନିଜର ମିସ୍ଟର ପରଫେକ୍ଟ, ଜଲ୍ଦି କରିବାକୁ ଯାଉଛନ୍ତି ଏହି ବ୍ୟକ୍ତିଙ୍କ ସହ ବିବାହ, ଦେଖନ୍ତୁ କିଏ ସେ

ବଲୀଉଡ ଇଣ୍ଡଷ୍ଟ୍ରିର ସବୁ ଦିନ ଅଭିନେତ୍ରୀମାନଙ୍କର ନାମ ଚର୍ଚାରେ ରହିଥାଏ । କେବେ ସେମାନେ ନିଜର ଲିଂକଅପ୍ସକୁ ନେଇ ଚର୍ଚାରେ ରହିଥାନ୍ତି ତ କେବେ ନିଜର ଆସୁଥିବା ଫିଲ୍ମକୁ ନେଇ ଲାଇମଲାଇଟରେ ରହିଥାନ୍ତି । ସେହିଭଳି କିଛି ଆଜି ଆମେ ଆପଣମାନଙ୍କୁ ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ ସୋନାକ୍ଷୀ ସିନ୍ହାଙ୍କ ବିଷୟରେ ଏକ ରୋଚକ ତଥ୍ୟ ଦେବାକୁ ଯାଉଛୁ ।

ଖବର ଆସୁଛି କି ଜଲ୍ଦି ହିଁ ସୋନାକ୍ଷୀ ସିନ୍ହା ବଲୀଉଡର ଏହି ଅଭିନେତାଙ୍କ ସହ ବିବାହ କରି ପାରନ୍ତି । ଖବର ଅନୁସାରେ ଗତ କିଛି ସମୟ ହେବ ସେ ଏହି ଅଭିନେତାଙ୍କୁ ଡେଟ ବି କରୁଛନ୍ତି । ଏବଂ ଦୁଇ ଜଣ ଜଲ୍ଦି ବିବାହ କରିବା ପାଇଁ ପ୍ଲାନିଗ ବି କରି ପାରନ୍ତି ।

ଏହି ଖାସ ବ୍ୟକ୍ତିଙ୍କୁ ଡେଟ କରୁଛନ୍ତି ସୋନାକ୍ଷୀ

କହିଦେଉଛୁ ଯେ ସୋନାକ୍ଷୀ ସିନ୍ହା ଯେଉଁ ଏକ୍ଟରକୁ ଡେଟ କରୁଛନ୍ତି ତାଙ୍କର ନାମ ଜାହିର ଇକବାଲ ଅଟେ । ବର୍ତ୍ତମାନ ହିଁ ରିଲିଜ ହୋଇଥିବା ଫିଲ୍ମ ‘ନୋଟବୁକ’ରେ ଜାହିର ଇକବାଲ ନଜର ଆସିଥିଲେ । କିଛି ଦିନ ତଳେ ସୋନାକ୍ଷୀ ନିଜର ଆଗାମୀ ଫିଲ୍ମ ‘କଳଙ୍କ’ର ପ୍ରୋମସନ ପାଇଁ ଏକ ଟିଭି ଶୋରେ ପହଞ୍ଚିଥିଲେ ଏବଂ ଏହି ସମୟରେ ସେ କହିଥିଲେ କି ସେ ଜଲ୍ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଛନ୍ତି । ଏହି ଶୋରେ ସେ ନିଜର ବାହାଘରକୁ ନେଇ ବିଭିନ୍ନ ଆଶ୍ଚର୍ଯ୍ୟକର କଥା ବି କହିଥିଲେ ।

ଏକା ସହିତ ବୁଲିବା ସମୟରେ ହୋଇଥିଲେ ସ୍ପଟ

ଜାହିର ସୋସିୟାଲ ମିଡିୟାରେ ସୋନାକ୍ଷୀଙ୍କର ସମସ୍ତ ଫଟୋକୁ ଲାଇକ ଏବଂ କମେଣ୍ଟ କରନ୍ତି । ଏବଂ ତାଙ୍କୁ ସବୁ ଜାଗାରେ ଫଲୋ ବି କରନ୍ତି । ଜାହିର ଏବଂ ସୋନାକ୍ଷୀ ପ୍ରାୟତଃ ଏକା ସହିତ ନଜର ଆସିଥାନ୍ତି । ଦୁଇ ଜଣ କେତେ ଥର ଡିନର ଡେଟ ଏବଂ ଫିଲ୍ମ ଡେଟରେ ଏକା ସହିତ ନଜର ଆସିଛନ୍ତି । କିଛି ଦିନ ପୂର୍ବେ ସୋନାକ୍ଷୀଙ୍କର ମା ପୁନମ ସିହ୍ନା ଏକ ରିୟଲିଟୀ ଶୋରେ ପହଞ୍ଚି ଥିଲେ, ଯେଉଁଠି କହିଥିଲେ କି ତାଙ୍କୁ ରଣବୀର କପୂର ଭଳି ଦାମାଦ ଦରକାର ।

ସୋନାକ୍ଷୀଙ୍କର ମାଙ୍କୁ ଦରକାର ରଣବୀର କପୂର ଭଳି ଦାମାଦ

ରଣବୀର କପୂର ବର୍ତ୍ତମାନ ବଲୀଉଡର ମୋସ୍ଟ ଏଲୀଜିବଲ ବୈଚଲର ଅଟନ୍ତି ଏବଂ ଏମିତିରେ ପୁନମ ସିହ୍ନା ନିଜର ଝିଅ ପାଇଁ ତାଙ୍କ ଭଳି ଦାମାଦ ଚାହୁଁଛନ୍ତି । ଏହି ସୋରେ ପୁନମ ସିହ୍ନାଙ୍କୁ ଯେତେବେଳେ ପଚାରାଗଲା କି ସେ ସୋନାକ୍ଷୀ ପାଇଁ କେଉଁ ଭଳି ପୁଅ ଚାହୁଁଛନ୍ତି ତେବେ ସେ କହିଲେ କି ତାଙ୍କୁ ରଣବୀର କପୂର ଭଳି ସ୍ମାର୍ଟ ଏବଂ ଗୁଡ ଲୁକିଙ୍ଗ ପୁଅ ନିଜ ଝିଅ ପାଇଁ ଦରକାର ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।