ଆଜି ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି ଭୋଜପୁରୀ ସିନେମା ର ଏହି 5 ଜଣ ହଟ Actress, କାହାକୁ ପ୍ରେମରେ ମିଳିଲା ଧୋକା ତ କିଏ କରିବାକୁ ଚାହେଁନି ବିବାହ

ବଲିଉଡ ପରି ବିହାରରେ ଭି ଭୋଜପୁରୀ ଚଳଚିତ୍ର ଅନେକ ଲୋକ ପ୍ରିୟା ଏହାର ଅଭିନେତ୍ରୀ ମାନେ କୌଣଶି ଅନ୍ୟ ରାଜ୍ୟର ଅଭିନେତ୍ରୀଙ୍କ ଠାରୁ ପଛରେ ନାହାଁନ୍ତି । ଆପଣ ମାନେ ଅନେକ ଫିଲ୍ମ ଦେଖିଥିବେ । ତେବେ ଭୋଜପୁରୀ ଫିଲ୍ମ ମଧ୍ୟ ଦେଖିଥିବେ । ଏହା ବିହାର ର ଫିଲ୍ମ ମାନ ଅଟେ । ଆଜି ଆମେ ଆପଣ ମାନଙ୍କୁ ଏହି ଇଣ୍ଡଷ୍ଟ୍ରୀର କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ଆଜି ଯାଏ ବିବାହ ନକରି ନିଜର କ୍ଯାରିୟରେ ଧ୍ୟାନ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ ।  ଆଜି ଯେଉଁ ଅଭିନେତ୍ରୀ ମାନଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ତାଙ୍କ ପାଖାରେ ନାମ , ପଇସା ଓ ଖ୍ୟାତି ଥିଲେ ବି ନିଜର ବୟଶର ସୀମା ବଢି ଚାଲିଛି ମାତ୍ର ସେ ମାନେ ବିବାହ କରି ପାରି ନାହାନ୍ତି ।

ଅମ୍ରୀତା ଜଣେ ସଫଳ ଅଭିନେତ୍ରୀ ସେ ଉମେଶ ଓ ଅନ୍ୟ ହିରୋଙ୍କ ସହ ଅନେକ ସଫଳ ଫିଲ୍ମ କରିଛନ୍ତି ମାତ୍ର ସେ ଆଜି ଯାଏ ଅବିବାହିତ ଅଟନ୍ତି । ୩୩ ବର୍ଷରୁ ଅଧିକ ବୟସ ତାଙ୍କୁ ଫିରବି ସେ ବାହା ହୋଇ ନାହାନ୍ତି । ଏହା ପରେ ନାମ ଆସେ ରାଣୀ ଚାର୍ଟାଜି । ସେ ୨୦୦ ରୁ ବି ଅଧିକ ଫିଲ୍ମରେ କାମ କରି ସାରିଛନ୍ତି ଓ ଏବେ ସେ ହିନ୍ଦୀ ଓ ତେଲୁଗୁ ଚଳଚିତ୍ର ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ସେ କହିଛନ୍ତି ସେ ନିଜର କ୍ଯାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ଏହି ଅଭିନେତ୍ରୀଙ୍କୁ ୩୪ ରୁ ବି ଅଧିକ ବୟସ ହୋଇ ସାରିଲାଣି ।  ସ୍ଵୀଟି ଚାବ୍ରା ସେ ଭୋଜପୁରୀ ଚଳଚିତ୍ରର ଏକ ଜଣା ସୁନା ନାମ ସେ ଅନେକ ଫିଲ୍ମ କରିଛନ୍ତି ଦେଖିବାକୂ ମଧ୍ୟ ଅଧିକ ସୁନ୍ଦରୀ ସେ ନିଜର ଅଧିକ ଚଳଚିତ୍ର କରଣ ସିଂ ଙ୍କ ସହ କରିଛନ୍ତି । ସେ ନିଜର ବୟଶର ୩୦ ବର୍ଷ ଅତିକ୍ରମ କରି ସାରିଛନ୍ତି ମାତ୍ର ଆଜି ଯାଏ ଏ ଅବିବାହିତ ।

ଏହା ପରେ ନାମ ଆସେ ମଧୁ ଶର୍ମା ବୋଧେ ହୁଏ ଏଭଳି କେହି ସୁପର ଷ୍ଟାର ନଥିବେ ଯାହା ସହ ମଧୁ କାମ କରିନଥିବେ । ନିଜର ବୋଲ୍ଡନେସ ପାଇଁ ସେ ଭୋଜପୁରୀ ଫିଲ୍ମରେ ଅଧିକ ଜଣା । ତାଙ୍କୁ ୩୭ ବର୍ଷ ବୟଶ ମାତ୍ର ତାଙ୍କ ଅନୁସାରେ ତାଙ୍କୁ ଏହବଳି କେହି ମିଳି ନାହି ଯାହା ସହିତ ସେ ନିଜର ଘର ବସେଇବାର ଚିନ୍ତା କରିବେ ।

ଏହା ପରେ ଅନାରା ଗୁପ୍ତା ୩୧ ବର୍ଷ ବୟସରୁ ଅଧିକ ଏହି ଅଭିନେତ୍ରୀ ଭଏସ ନାମୀ ଅଭିନେତ୍ରୀ ହେଲେ ଆଜି ଯାଏ ସେ ଅବିବାହିତ ହୋଇ ରହିଛନ୍ତି । ସେ ରିଲେସନ ରେ ମଧ୍ୟ ଅଛନ୍ତି ମାତ୍ର

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।