Jyotish Shastra- ଏହି 2 ଟି ନାମର ଝିଅ ସବୁବେଳେ ପ୍ରେମରେ ଖାଇଥାନ୍ତି ଧୋକା

ଭଲ ପାଇବା ଏକ ଏଭଳି ଜିନିଷ ଯେଉଁ ଥିରେ କିଛି ଲୋକ ଜିତନ୍ତି ଓ କିଛି ଲୋକ ହାରି ଯାନ୍ତି । ଏହା ସବୁଙ୍କୁ ମିଳିଯିବା ତାହା ସମ୍ଭବ ନୁହେଁ । ଆମର ଚାରି ପାଖରେ ଅନେକ ଲୋକ ରହୁଛନ୍ତି । ପ୍ରତେକ ଲୋକର ଚିନ୍ତାଧାରା ଅଲଗା ଅଟେ । ଅଲଗା ସଂସ୍କୃତି ଓ ଅଲଗା ପରିବାରରୁ ଆସି ଥାନ୍ତି । ତେବେ ମଣିଷ ତ ଭଲ ପାଇବାର ଅର୍ଥ ପିଲାଦିନୁ ଜାଣି ଥାଏ ମାତ୍ର ଏହା ଯେତେବେଳେ ଧୋକା ରେ ପହଞ୍ଚି ଯାଏ ତାହା ପରିଣତ ହୋଇଯାଏ କଷ୍ଟରେ । ପ୍ରତେକ ମଣିଷ ତା ଜୀବନରେ ଅନେକ ଦୁଃଖ ଓ ସୁଖର ସାମ୍ନା କରିଥାଏ । ଯେତେବେଳେ ଏକ ସାନ୍ତ ମନରେ ବସି ଥରେ ପଛକୁ ଚାହେଁ ସେତେବେଳେ ସେ ନିଜ ଜୀବନର କିଛି ମୁହୂର୍ତ ମନ ପକାଇ କେତେବେଳେ ଖୁସି ତ କେତେବେଳେ ଦୁଃଖୀ ହୋଇ ଥାଏ ।

କିଛି ଲୋକଙ୍କ ମତରେ କେବଳ ଭଲ ଦିନକୁ ମନ ରଖିବା କଥା ଓ ଖରାପ ଦିନ କୁ ଭୁଲି ଯିବା କଥା । ହେଲେ ମଣିଷ ଉଭୟ ମନରଖିବା  ଠିକ ଅଟେ  କାରଣ ନିଜର ଭୁଲ ବୁଝିବା ପାଇଁ ମଣିଷକୁ ସବୁ ଜିନିଷ ମନ ରଖିବା ଦରକାର ଅଟେ । ତେବେ ଯଦି ଆମେ ଏସବୁକୁ ଦେଖିବାକୁ ଜୀବା  କିଛି ଲୋକ ଏହାକୁ ଭାଗ୍ଯର ବିଡମ୍ବନା ଓ ଭଲ ସମୟକୁ ସୌଭାଗ୍ୟ ବୋଲି କୁହା ଯାଏ ।

ତେବେ କିଛି ଏଭଳି ନାମ ଥାଏ ଯେଉଁ ନାମର ମହିଳା ମାନେ ଅଧିକ ଧୋକା ପାଇ ଥାନ୍ତି । ଏକ ଗବେଷଣାରୁ ଏହା ଜଣା ଯାଇଛି କି ଏହି ନାମର ମହିଳା ମାନେ ଅଧିକ ଧୋକା ପାଇ ଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ନାମ ର ପ୍ରଥମ ଅକ୍ଷର କଣ ଅଟେ । ପ୍ରଥମେ ହେଉଛି “ପ” ଏହି ଅକ୍ଷରରେ ଆରମ୍ଭ ହେଉଥିବା ମହିଳା ମାନଙ୍କର ନାମ ରୁ ହି ଜଣା ପଡେ କି ଏମାନେ ସାନ୍ତ ସ୍ଵଭାବର ଅଟନ୍ତି । ଏମାନେ ଅଧିକ ଲାଜକୁଳୀ ଓ ଚୁପ ରହିବାକୁ ଭଲ ପାନ୍ତି ।

ନିଜ ଦୁନିଆରେ ହଜି ରୁହନ୍ତି କେବେବି କାହାକୁ କିଛି କୁହନ୍ତି ନି । ନିଜର ଲକ୍ଷ କୁ ପାଇବା ପାଇଁ ଏମାନେ କିଛି ବି କରି  ପାରନ୍ତି । ଦୁଃଖର ବିଷୟ ଏହି ନାମର ମହିଳା ଅତୀ ଗୁଣ ଶାଳି ହୋଇ ମଧ୍ୟ ଅଧିକ ସମୟରେ ଧୋକା ଖାଇ ଥାନ୍ତି । ଏମାନେ ନିଜର ଜୀବନ ସାଥୀକୁ ସବୁବେଳେ ଭଲ ପାଇବା ଦେଇ ଖୁସି କରିବାକୁ ଚାହାଁନ୍ତି ମାତ୍ର ନିଜେ ଧୋକା ପାଆନ୍ତି ।

ଦ୍ବିତୀୟରେ ହେଉଛି “କ” ଅକ୍ଷର ଏହି ଅକ୍ଷରରେ ଆରମ୍ଭ ହେଉଥିବା ମହିଳା ମାନେ ଅଧିକ ଚୂଳବୁଲି ଥାନ୍ତି ସବୁ ବେଳେ ଅନ୍ୟକୁ ଖୁସି କରିବା ପାଇଁ ନିଜର ଚେଷ୍ଟା କରୁଥାନ୍ତି । ଏହି ନାମର ମହିଳା ମାନେ ନିଜର ଜୀବନ ସାଥୀକୁ ଖୋଲା ମନରୁ ଭଲ ପାଇ ଥାନ୍ତି କେବେବି ସେମାନଙ୍କ ଆଖିରେ ଲୁହ ଆସିବାକୁ ଦିଅନ୍ତି ନି ତଥାପି ଏହି ମହିଳା ମାନେ ଧୋକା ପାଇ ଥାନ୍ତି ଅନେକ ସମୟରେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ