କୌଣସି ସ୍ଵର୍ଗ ର ପରୀ ଠାରୁ କମ ଲାଗନ୍ତି ନାହିଁ Salman Khan ଙ୍କ ଭାଣିଜୀ, ଆପଣ ବି ଦେଖିଲେ ହେଇଯିବେ ଦିବାନା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଜୀବନରେ ମନୋରଞ୍ଜନ କରିବା ପାଇଁ ଆମେ ବିଭିନ୍ନ ପ୍ରକାର ଚଳଚ୍ଚିତ୍ର ଦେଖିଥାଉ । ଯାହାଦ୍ଵାରା ଆମ ମନର କଷ୍ଟ କିଛି ଦୂର ହୋଇଥାଏ । ଚଳଚ୍ଚିତ୍ର ରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଭୂମିକା ବହୁତ ଅଧିକ ଥାଏ । କୁହା ଯାଇଥାଏ କି କୌଣସି ବି କାମ ଛୋଟ କିମ୍ବା ବଡ଼ ହୋଇ ନ ଥାଏ । ଯଦି ଆପଣ ତାହାକୁ ପୁରା ମନ ଏବଂ ଧ୍ୟାନ ଦେଇ କରିବେ ତେବେ ତାର ଫଳ ଆପଣଙ୍କୁ ନିଶ୍ଚିତ ମିଳିଥାଏ । ବନ୍ଧୁଗଣ ବଲିଉଡର ଭାଇଜାନ ସଲମାନ ଖାନ ଙ୍କୁ ତ ଆପଣ ମାନେ ନିଶ୍ଚିତ ଜାଣିଥିବେ ।

ସେ ନିଜର ଷ୍ଟାଇଲ ଓ ଲୁକ ଦ୍ଵାରା ଅନେକ ଦର୍ଶକ ଙ୍କ ର ମନ ପସନ୍ଦ ର ତାରକା ହୋଇପାରିଛନ୍ତି । ତାଙ୍କର ଅନେକ ଡାଇଲୋଗ ବର୍ତ୍ତମାନ ସମୟ ରେ ମଧ୍ୟ ଅନେକ ଲୋକ ଙ୍କ ର ମୁହଁ ରୁ ଶୁଣିବାକୁ ମିଳିଥାଏ । ତାଙ୍କୁ ବଲିଉଡର ଭାଇଜାନ ବୋଲି କୁହାଯାଇଥାଏ । ବନ୍ଧୁଗଣ ଆଜି ଆମେ ତାଙ୍କ ଭାଣେଜି ଙ୍କ ଵିଷୟ ରେ ଆପଣଂକୁ କେତେକ ରୋଚକ କଥା କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ତାଙ୍କ ଵିଷୟ ରେ ଆହୁରି ଅଧିକ କିଛି କଥା ।

ବନ୍ଧୁଗଣ ସଲମାନ ଖାନ ନିଜ ର ଅଭିନୟ ଜରିଆ ରେ ସମଗ୍ର ଦେଶ ତଥା ସମଗ୍ର ବିଶ୍ୱ ରେ ଅନେକ ଲୋକ ଙ୍କ ମନ କୁ ଜିତି ପାରିଛନ୍ତି । ସେ ଜଣେ ସୁଦକ୍ଷ ଅଭିନେତା ସହିତ ଜଣେ ସୁନ୍ଦର ହୃଦୟ ବିଶିଷ୍ଟ ବ୍ୟକ୍ତି ଅଟନ୍ତି । ସେ ସବୁବେଳେ ଅନେକ ଲୋକ ଙ୍କ ର ଦୁଃଖ ସମୟ ରେ ତାଙ୍କ ପାଖରେ ଠିଆ ହୋଇଥାନ୍ତି । ତାଙ୍କର ବିଙ୍ଗ ହ୍ୟୁମାନ ନାମକ ଏକ ସଂସ୍ଥା ମଧ୍ୟ ଏହି ସେବା କରିବା କ୍ଷେତ୍ରେ କାର୍ଯ୍ୟ କରୁଛି । ସେ ନିଜର ଆୟ ର ୫୦ପ୍ରତିଶତ ନିଜ ଫାଉଣ୍ଡେସନ କୁ ଦାନ କରିଥାନ୍ତି ।

ଏହି ସଂସ୍ଥା ଟି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ରେ ସେବା ପ୍ରଦାନ କରିଥାଏ । ସଲମାନ ଖାନ ଙ୍କ ର ଅନେକ ପ୍ରଶଂସକ ଅଛନ୍ତି । ସଲମାନ ଖାନ ଙ୍କୁ ଦେଖିବା ପାଇଁ ତାଙ୍କ ଘର ସମ୍ମୁଖରେ ପ୍ରତିଦିନ ହଜାର ହଜାର ଲୋକ ଭିଡ଼ ଜମାଇ ଥାଆନ୍ତି । ସଲମାନ ଖାନ ଅନେକ ଷ୍ଟାର ଙ୍କୁ ବଲିଉଡ ରେ ଲଞ୍ଚ କରିବା ପାଇଁ ବହୁତ ସାହାଯ୍ୟ କରିଛନ୍ତି । ସେ ଅନେକ ଷ୍ଟାର କିଡ ଙ୍କୁ ମଧ୍ୟ ବଲିଉଡ ରେ ଫିଲ୍ମ କରିବା ପାଇଁ ସୁଯୋଗ ଦେଇଛନ୍ତି । ସେଥିପାଇଁ ତାଙ୍କୁ ଗଡ଼ ଫାଦର ମଧ୍ୟ କୁହଯାଏ ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସଲମାନ ଖାନ ଙ୍କ ର ଭାଣେଜି ଙ୍କ ବିଷୟରେ । ତାଙ୍କ ଭାଣେଜି ଙ୍କ ନାମ ହେଉଛି ଏଲିଜା ଅଗ୍ନିହୋତ୍ରୀ । ସଲମାନ ଖାନ ଙ୍କ ର ଏହି ଭାଣେଜି ଖୁବ ଶୀଘ୍ର ବଲିଉଡ ରେ ପ୍ରବେଶ କରିପାରନ୍ତି । ତାଙ୍କର ଭାଣେଜି ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି । ସେ ଏତେ ସୁନ୍ଦର ଅଟନ୍ତି ଯେ ବଲିଉଡର ବଡ଼ ବଡ଼ ଅଭିନେତ୍ରୀ ମଧ୍ୟ ତାଙ୍କ ଆଗରେ ଫିକା ପଡିଯିବେ । ଏଲିଜା ବହୁତ ସମୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ରହିଥାନ୍ତି ।

ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିଜର ଫୋଟୋ ଏବଂ ନିଜର ସାଙ୍ଗ କିମ୍ବା ପରିବାର ସହିତ ଫୋଟୋ ଉଠାଇ ସେୟାର କରିଥାନ୍ତି । ସେ ସଲମାନ ଖାନ ଙ୍କ ସହିତ ତାଙ୍କର ଅନେକ ଫିଲ୍ମ ପ୍ରମୋସନ ରେ ମଧ୍ୟ ଦେଖିବାକୁ ମିଳିଥାନ୍ତି । ସେ ବର୍ତ୍ତମାନ ନିଜର ପାଠ ପଢା ଜାରି ରଖିଛନ୍ତି । ତେବେ ବନ୍ଧୁଗଣ ସଲମାନ ଖାନ ଙ୍କ ର ଭାଣେଜି ଆପଣଂକୁ କିପରି ଲାଗିଲେ ଆମକୁ ନିଶ୍ଚିତ ଜଣାଇବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।